ନାମର ପ୍ରଥମ ଅକ୍ଷର “S” ଥିଲେ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ କିପରି ରହିବ

ଦର୍ଶକ ବନ୍ଧୁ ଏହି ଦୁନିଆରେ ରହୁଥିବା ପ୍ରତେକ ବ୍ୟକ୍ତି, ଜୀବଜନ୍ତୁ ପୃକି କିଛି ନା କିଛି ବସ୍ତୁର ନାମ ରହିଥାଏ । ନାମରୁ ହିଁ ସେହି ବ୍ଯକ୍ତିର ପରିଚୟ ମିଳିଥାଏ । ପ୍ରତେକ ବ୍ଯକ୍ତିର ନାମର କିଛି ନା କିଛି ପ୍ରଭାବ ରହିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ S ନାମର ବ୍ୟକ୍ତି କିଭଳି ହୋଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କେଉଁ ପ୍ରକାରର ହୋଇଥାନ୍ତି ।

ରାଶିଚକ୍ର ଅନୁଯାୟୀ S ନାମରୁ ଆରମ୍ଭ ହୋଇଥିବା ବ୍ୟକ୍ତି କୁମ୍ଭ ରାଶିର ହୋଇଥାନ୍ତି । ଏହି ଅକ୍ଷରର ଇଂରାଜିର ୧୯ତମ ଲେଟର ଅଟେ । ଏମାନଙ୍କର ସ୍ଵଭାବ କହିଲେ ଯେପରି ସିଂହ ଝାମ୍ପ ମାରିବା ପୂର୍ବରୁ ଗୋଟେ ପାଦ ପଛକୁ ନେଇଯାଏ ସେହିପରି ଯଦି ଏମାନଙ୍କୁ ଜୀବନ ପଛକୁ ଟାଣିବାକୁ ଚେଷ୍ଟା କରିଥାଏ ତେବେ ଏମାନେ ଆଗକୁ ଶକ୍ତିଶାଳୀ ହୋଇ ଆଉ ଏକ ପାଦ ଆଗକୁ ବଢିଥାନ୍ତି ।

ଏମାନେ କଠିନ ସ୍ଥିତିରେ ରାସ୍ତା ଭୁଲନ୍ତି ନାହି । ନିଜର ନୂଆ ରାସ୍ତା ତିଆରି କରିଥାନ୍ତି । ଏମାନେ ସିଂହ ସମାନ ହୋଇଥାନ୍ତି । ଏହି ନାମର ବ୍ୟକ୍ତି କାହା ସହ ଶତ୍ରୁତା ରଖିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜର ପରିଚୟ ନିଜେ ସୃଷ୍ଟି କରିଥାନ୍ତି । ଏମାନେ ନିଜର ଛବି ଏପରି ତିଆରି କରିଥାନ୍ତି ଯେମିତି ପ୍ରତେକ ଏମାନଙ୍କର ଦ୍ରୁଷ୍ଟି ଆକର୍ଷଣ କରିଥାନ୍ତି ।

ଏମାନେ ଖ୍ଯାତି, ସମ୍ମାନ ସୃଷ୍ଟି କରିଥାନ୍ତି । ଏମାନେ ଯଶ, ଖ୍ଯାତି ର ଅଧିକାରୀ ହୋଇଥାନ୍ତି । ଏମାନେ ଏଭଳି କିଛି କାମ କରିଥାନ୍ତି ଯାହା ପାଇଁ ନିଜର ଖ୍ଯାତି ଅର୍ଜନ କରିଥାନ୍ତି । ଏମାନେ ନିରନ୍ତର ପରିଶ୍ରମ କରିଥାନ୍ତି । ଏମାନଙ୍କର ସଫଳତାକୁ ଦୁନିଆ ଜାଣିଥାଏ । ଯେପରି କୋଇଲାକୁ ହୀରା ମିଳିଥାଏ ସେହିପରି ଏହି ନାମର ବ୍ୟକ୍ତି ଗୋଟିଏ ହୋଇଥାନ୍ତି ।

ଏମାନେ ଦେଖାଇ ହେବାରକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ଆଗକୁ ଯିଏ ଆସିଥାନ୍ତି ତାଙ୍କୁ ନିଜର କରିଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର, ବୁଦ୍ଧିମାନ ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କର ଶ୍ରେଷ୍ଠ ସମ୍ମାନୀୟ ବ୍ୟକ୍ତି ହୋଇଥିବାର ଇଚ୍ଛା ଅଧିକ ଥାଏ । ଏମାନେ ରଚନାତ୍ମକ ହୋଇଥାନ୍ତି । କୌଣସି କାମକୁ ଅଲଗା ଢଙ୍ଗରେ କରିଥାନ୍ତି । କାହା ଅଧୀନରେ କାମ କରନ୍ତି ନାହିଁ ।

ନିଜର ଲାଇଫର ନିସ୍ପତି ବୁଦ୍ଧିମାନ ସହ ନେଇଥାନ୍ତି । ଏମାନେ ନିଜର କଥା କହିବାର ଶୈଳୀ ଦ୍ଵାରା ଅନ୍ୟଙ୍କୁ ଆକର୍ଷିତ କରିଥାନ୍ତି । ଏମାନେ ସର୍ବଦା ଅନ୍ୟକୁ ସାହାର୍ଜ୍ୟ କରିବାକୁ ପସନ୍ଦ କରନ୍ତି । ଏମାନେ ବନ୍ଧୁଙ୍କର ଖରାପ ସମୟରେ ସାହାର୍ଯ୍ୟ କରନ୍ତି । ଏମାନଙ୍କୁ ଅଭିନୟ କରିବା ପସନ୍ଦ ନୁହେଁ । ଦାମ୍ପତ୍ୟ ଜୀବନରେ ଏମାନେ ପ୍ରଭାବଶାଳୀ ହୋଇଥାନ୍ତି ।

ବିଶେଷ କରି ମହିଳା ମାନେ ସ୍ବାମୀଙ୍କ ଠାରୁ ପ୍ରଭାବଶାଳି ହୋଇଥାନ୍ତି । ବିବାହ ପରେ ଏହି ନାମର ମହିଳାଙ୍କୁ ସମସ୍ଯା ଦେଇ ଗତି କରିବାକୁ ପଡିଥାଏ । କିନ୍ତୁ ଏହି ନାମର ପୁରୁଷ ବିବାହ ପରେ ଜୀବନ ସୁଖମୟ ହୋଇଥାଏ । ଯାହାଙ୍କୁ ଭଲ ପାଇଥାନ୍ତି ତାଙ୍କ ପ୍ରତି ସମର୍ପଣ ଭାବ ରଖିଥାନ୍ତି ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *