ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରେ ଲଗାନ୍ତୁ ଏହି 7ଟି ଗଛ, ଦାରିଦ୍ର୍ୟତା ରହିବା ଦୂରେଇ… Navratri Vastu Tips

ବନ୍ଧୁଗଣ ଆପଣ ମାନେ ନବରାତ୍ରି ପୂର୍ବରୁ ନିଜ ଘରେ ଲଗାନ୍ତୁ ଏହି ସବୁ ଗଛ ଯାହା ଦ୍ଵାରା ମାତା ଦୂର୍ଗା ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ଆଗମନ କରିବେ । ମାତା ରାଣୀଙ୍କୁ ଏହି ଗଛ ବହୁତ ପ୍ରିୟ ହୋଇଥାଏ । ଯେଉଁ ଘରେ ଏହି ଗଛ ଲାଗିଥାଏ ମାତା ରାଣୀ ସେହି ଘରକୁ ପ୍ରଥମେ ଆଗମନ କରିଥାନ୍ତି । ଆପଣମାନେ ମଧ୍ୟ ଏହି ଗଛକୁ ଲଗାଇ ମାତା ରାଣୀଙ୍କ ପ୍ରତି ନିଜର ଦୃଢ ବିଶ୍ଵାସ ଓ ପ୍ରେମକୁ ଅବଶ୍ୟ ପ୍ରକଟ କରନ୍ତୁ । ମା ଆପଣଙ୍କ ଉପରେ ପ୍ରସନ୍ନ ହୋଇ ସବୁ ଇଚ୍ଛା ପୂରଣ କରିବେ । ଶାରଦୀୟ ନବାରାତ୍ରିର ବିଶେଷ ମହତ୍ଵ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଗଛ ଗୁଡିକ ବିଷୟରେ ବିସ୍ତାର ଭାବେ ।

୧- ନିମ ଗଛ : ଆମ ଲିଷ୍ଟରେ ପ୍ରଥମେ ରହିଛି ନିମ ଗଛ ଯାହା ଚମତ୍କାରୀ ହେବା ସହ ସେତିକି ଔଷଧୀୟ ଗୁଣରେ ଭରପୁର ରହିଛି । ମା ଦୂର୍ଗାଙ୍କୁ ଏହି ଗଛ ପ୍ରିୟ ହୋଇଥାଏ । ନିମ ପତ୍ର ଆମ ଦୂର୍ଗାଙ୍କର କ୍ରୋଧକୁ ସନତ କରିବାରେ ସହାୟକ ହୋଇଥାଏ । ନବାରାତ୍ରି ପୂର୍ବରୁ ଘରେ ନିମ ଗଛ ନିଶ୍ଚୟ ଲାଗନ୍ତୁ ।

୨- ତୁଳସୀ ଗଛ : ଆମ ଲିଷ୍ଟର ଦ୍ବିତୀଯରେ ରହିଛି ତୁଳସୀ ଗଛ ଯାହା ହିନ୍ଦୁ ଧର୍ମରେ ଅନେକ ମହତ୍ଵ ରହିଛି । ଅନ୍ୟ ଗଛ ନ ଥିଲେ ବି ତୁଳସୀ ଗଛ ରହିବା ଜରୁରୀ ଅଟେ । ଯେଉଁ ଘରେ ନିତ୍ୟ ତୁଳସୀ ପୂଜା ପାଇଥାଏ ସେହି ଘରକୁ ମ ଦୂର୍ଗାଙ୍କ ଆଗମନ ହୋଇଥାଏ ।

୩- ଲେମ୍ବୁ ଗଛ : ମା ଲିଷ୍ଟର ତୃତୀଯରେ ରହିଛି ଲେମ୍ବୁ ଅଛି ଯାହା ଆମ ଦିର୍ଗାଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ମା ଦୂର୍ଗାଙ୍କୁ ଲେମ୍ବୁ ଅର୍ପଣ କରିବା ଦ୍ଵାରା ପ୍ରସନ୍ନ ହୋଇଥାନ୍ତି । ଲେମ୍ବୁ ଗଛ ଖରାପ ଶକ୍ତି ଦୂର କରିବାରେ ସହାୟକ ହଯୋଇଥାଏ । ତେଣୁ ଏହି ଗଛ ନିଶ୍ଚୟ ଘରେ ଲଗାନ୍ତୁ ।

୪- କଦଳୀ ଗଛ : ଆମ ଲିଷ୍ଟର ଚତୁର୍ଥରେ ରହିଛି କଦଳୀ ଗଛ ଯେଉଁଠି ଭଗବାନ ବିଶୁଣୁଙ୍କ ବାସ ରହିଥାଏ । ଏହି ଗଛ ଯେଉଁ ଘରେ ରହିଥାଏ ସେଠାରେ ଅକାଳ ମୃତ୍ୟୁ ହୁଏ ନାହି । ନବରାତ୍ରି ପୂର୍ବରୁ କଦଳୀ ଗଛ ଘରେ ଲଗାଇଲେ ଶୁଭ ହୋଇଥାଏ ।

୫- ଅପରାଜିତା ଫୁଲ : ଆମ ଲିଷ୍ଟର ପଞ୍ଚମରେ ରହିଛି ଅପରାଜିତା ଫୁଲ ଦୁର୍ଗାପୂଜାରେ ଅଧିକ ମହତ୍ଵ ରହିଥାଏ । ମାତା କାଳୀଙ୍କ ମନ୍ଦିରରେ ଏହି ଗଛ ଲଗାଇବା ଉଚିତ । ନବରାତ୍ରି ପୂର୍ବରୁ ଏହି ଗଛକୁ ଘରେ ଲଗାନ୍ତୁ ।

୬- ପାରିଜାତ ଗଛ : ଆମ ଲିଷ୍ଟର ଷଷ୍ଠରେ ରହିଛି ପାରିଜାତ ଗଛ ଯାହାର ଉତପତି ସମୁଦ୍ର ମନ୍ଥନ ସମୟରେ ହୋଇଥିଲା । ମା ଦୂର୍ଗାକୁ ଏହି ଗଛର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ । ନବରାତ୍ରି ପୂର୍ବରୁ ନିଶ୍ଚୟ ଏହାକୁ ଲଗାନ୍ତୁ ।

୭- ବେଲ ଗଛ : ଆମ ଲିଷ୍ଟର ସପ୍ତମ ସ୍ଥାନରେ ରହିଛି ବେଲ ଗଛ ଯାହା ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ନବରାତ୍ରି ପୂର୍ବରୁ ଏହାକୁ ଘରେ ନିଶ୍ଚୟ ଲଗାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *