ମାରୁତି କାର୍ ର ଏହି ନୂଆ ମଡେଲ ମାର୍ଚ୍ଚ ରେ ହେବ ଲଞ୍ଚ, ନା ହେଉଛି Swift RS, ବାହାରୁ ହେବ ଏତେ ସୁନ୍ଦର ଓ ଦାମ ଏତେ କମ କି ଆପଣ ବିଶ୍ଵାସ କରିପାରିବେନି

କାରରେ ମିଳିବ ଡୁଆଲ ସାଇଲେନ୍ସର ଓ ଇଞ୍ଜିନି ବି ହେବ ପୂର୍ବଠାରୁ ଅଧିକ ଶକ୍ତିଶାଳୀ

ଅଟୋ ଡେସ୍କ । ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (MSIL) ନିଜର ନୂଆ ସ୍ଵିଫ୍ଟକୁ 2019 ରେ ଲଞ୍ଚ କରିପାରେ । ମିଡିଆ ରିପୋର୍ଟକୁ ମାନିବା ଯଦି ଏହି କାର ସୁଇଫ୍ଟର ସ୍ପୋର୍ଟ୍ସ ଭର୍ସନ ହେବ ଯାହାର ନାମ ହେବ SWIFT RS । ଏହାକୁ 2019 ର ପ୍ରଥମ ୩ ମାସ ମଧ୍ୟରେ ବା ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ଲଞ୍ଚ କରାଯାଇପାରେ । ଏହି ମଡେଲରେ କମ୍ପାନୀ କିଛି ଗୁଡିଏ କସମେଟିକ ବଦଳାଇବା । ଏହା ବି କୁହାଯାଉଛି କି ଏହାକୁ ନେକ୍ସା ସୋ ରୁମରୁ ସେଲ କରାଯାଇପାରେ ।

ପାୱାରଫୁଲ ଇଞ୍ଜିନ

ମିଡିଆ ରିପୋର୍ଟ ଅନୁସାରେ SWIFT RSରେ ବୁଷ୍ଟରଜେଟ ଇଞ୍ଜିନ ହେବ । ଯାହାର ସର୍ବାଧିକ ପାୱାର 140 PS ରେ 550 RPM ଓ 230 NM ରେ 2500-3500 RPM ଟର୍କ ହେବ । ଏଥିରେ 6 ସ୍ପିଡ ଗିରବକ୍ସ ସହିତ ଦିଆଯିବ। ଅଟୋମେଟିକ ଟ୍ରାନ୍ସମିସନ ବି ମିଳିପାରେ ।

ଏହି ସବୁ ଫିଚର ରହିବ

 ସ୍ଵିଫ୍ଟର ସ୍ପୋର୍ଟସ ଭ୍ୟାରିଏଣ୍ଟ ଗନମେଟାଲ ଓ ଅରେଞ୍ଜ କମ୍ବିନେଶନ ସହିତ ଆସିବ ।

 ଏଥିରେ ନୂଆ ବ୍ଲାକ ଅଲାଏ ହ୍ଵିଲ ସହିତ ବମ୍ପର ଓ କାରର ଚାରି ପାଖରେ କମଳା ରଙ୍ଗର କମ୍ବିନେସନ ଦିଆଯାଇଛି ।

 କାର ରେ ଡୁଆଲ ସାଇଲେନ୍ସର ହେବ । ଯେଉଁଥିରେ ଏହି କାରକୁ ସୁନ୍ଦର ଲୁକ ମିଳିବ ।

 କାରର ଗ୍ରିଲ କୁ ଦୁଇ ଭାଗରେ ଭାଗ କରାଯାଇଛି ।

 ମାରୁତି ନିଜ ନୂଆ ସ୍ଵିଫ୍ଟକୁ ଏହି ବର୍ଷ ଲଞ୍ଚ କରିଛି , ଯାହାର ଦିଲ୍ଲୀ ଏକ୍ସ ସୋରୁମ ପ୍ରାଇସ 4.99ଲକ୍ଷରୁ ଆରମ୍ଭ ।

 ଲୋକଙ୍କୁ କାର ଏତେ ପସନ୍ଦ ଆସିଲା କି କେବଳ 145 ଦିନରେ କମ୍ପାନୀ 1 ଲକ୍ଷ ଇଉନିଟ ସେଲ କରିଛି ।

 କମ୍ପାନୀ ପୁରୁଣା ସ୍ଵିଫ୍ଟ ତୁଳନାରେ ନୂଆରେ ଅଧିକ ସ୍ପେସ ଦେଇଛି ।

Leave a Reply

Your email address will not be published. Required fields are marked *