ଦେଖନ୍ତୁ କେମିଟି ନିଜର 1 ମାସ ଝିଅକୁ ଧରି ଜବରଦସ୍ତ ଡ୍ୟାନ୍ସ ଭିଡିଓ ଶେୟାର କରିଛନ୍ତି Anisha

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳକାର ମାନେ ନିଜର ଦମଦାର ବ୍ଯତୀତ ଷ୍ଟାଇଲ, ପର୍ଶନାଲିଟି ଓ ସୁନ୍ଦରତା ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଓଡିଆ ଜଗତର କଳାକାର ମାନେ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜର ନବଜାତ କନ୍ୟା ସନ୍ତାନକୁ ନେଇ କେମିତି ସମୟ ଅତିବାହିତ କରୁଛନ୍ତି । ଟିଭି ଇଣ୍ଡଷ୍ଟ୍ରି ରେ ଅନେକ ସିରିଏଲ ପ୍ରାସରିତ ହେଉଛି ଯାହାକୁ ଦର୍ଶକ ମାନେ ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଆପଣ ମାନେ ଟିଭି ଜଗତର ଅଭିନେତା ସୁଭାସିସ ଓ ଅଭିନେତ୍ରୀ ଅନିଶା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଶୁ-ଟି-ଙ୍ଗ ସେଟରୁ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସବୁଠାରୁ ଖୁସି ଖବର ହେଉଛି ଗତ କିଛି ଦିନ ତଳେ ଆନିଶା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଯାହାକୁ ନେଇ ଦୁଇ ଦାମ୍ପତ୍ୟ ବେଶ ଖୁସିରେ ଅଛନ୍ତି ।

ଏହି ଭି-ଡି-ଓ ରେ ଆପଣ ମାନେ ଆନିଶା କିପରି ନିଜର ନବଜାତ କନ୍ୟା କୁ କୋଳରେ ଧରି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ତାହା ଦେଖି ପାରିବେ । ସେ ନିଜ କୁନି ଝିଅ ସହ ଡ୍ୟାନ୍ସ କରିବା ସହ ବହୁତ ମଜାମସ୍ତି ମଧ୍ୟ କରୁଛନ୍ତି ଯାହା ଆପଣ ମାନେ ଏହି ଭି-ଡି-ଓ ଜରିଆରେ ଦେଖି ପାରିବେ ।

ଏହି ଭି-ଡି-ଓ ରେ ଆଉ ଏକ କୁନି ଝିଅ ନଜର ଆସୁଛି ଯିଏ ଆନିଶାଙ୍କ ଝିଅ ସହ ବହୁତ ମଜାମସ୍ତି କରିବା ସହ ତା ଶ ଖେଳୁଛି । ସେହି କୁନି ଝିଅଟି କହୁଛି କି ସେ କୁନି ଝିଅକୁ ତା ସହ ନେଇଯିବ । ଯେବେ ସେ ବଡ ହେବ ସେ ତା ଆହତ ଧରି ନେଇ ଆସିବ । ଏହା ସହ କୁନି ଝିଅ ବଡ ହେବା ପରେ ଆନିଶାଙ୍କ ପାଇଁ ଶାଢୀ କିଣି ଆଣିବା ସହ ଗାଡି ଚଳାଇବା ଏହି ଭଳି କଥା କହୁଛି ଅନ୍ୟ ଏକ ଝିଅ ଟି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ଆନିଶା ନିଜ ଝିଅ କୁ ଗେଲ କରିବା ସହ ତା ସହ ନିଜର ସବୁ ସମୟ ବିତାଉଛନ୍ତି ।

ନିଜ ଝିଅକୁ କୋଳରେ ଧରି ଆନିଶା ଏତେ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି ଯାହା ବାସ୍ତବରେ ପ୍ରଶଂସନୀୟ ଅଟେ । ତେବେ ସୁଭାସିସ ଓ ଆନିଶାଙ୍କ ଝିଅ ଏମିତି ହସ ଖୁସିରେ ରହୁ ବୋଲି ଆମେ ଆଶା କରୁଛୁ । ନିଜର ଝିଅ ହେବାକୁ ନେଇ ଆନିଶା ଏବେ ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇ ଅଛନ୍ତି । କିନ୍ତୁ ସୁଭାସିସ ନିଜର ଅଭିନୟ “ହେ ପ୍ରଭୁ” ସିରିଏଲରେ ଜାରି ରଖିଛନ୍ତି । ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସୁଭାସିସ ଓ ଅଭିନେତ୍ରୀ ଆନିଶାଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖାଟି ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *