ନିଜ ବାହାଘରରେ ସବୁଠାରୁ ଦାମିକିଆ ଡ୍ରେସ ପିନ୍ଧିଥିବା ଓଡିଆ ଅଭିନେତ୍ରୀ, Architaଙ୍କ ଡ୍ରେସର Price ଜାଣି ବିଶ୍ଵାସ ହେବନି

ଦର୍ଶକ ବନ୍ଧୁ ଏ ଦୁନିଆରେ ଥିବା ପ୍ରତ୍ୟକ ଝିଅ ଚାହିଁ ଥାନ୍ତି ନିଜ ନିଜ ବାହାଘର ରେ ସବୁଠାରୁ ଆଉ ସୁନ୍ଦର ଦେଖାଯିବା ପାଇଁ । ତେବେ ଆପଣ ମାନେ ସମସ୍ତେ ଆମ ଓଲିଉଡ ସେଲିବ୍ରେଟି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଲିଉଡ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଓଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ନିଜ ବାହାଘର ରେ ସବୁଠାରୁ ଦାମିକିଆ ବା ଏକ୍ସପେନସିଭ ଡ୍ରେସ ପିନ୍ଧି ଥିଲେ ।

ତା ହେଲେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧ – ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଆଗ ଧାଡିର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅର୍ଚ୍ଚିତା ୨୦୨୧ ମସିହାରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ । ମେହେନ୍ଦି ଠାରୁ ଆରମ୍ଭ କରି ରିପ୍ସେସନ ପର୍ଯ୍ୟନ୍ତ ଅର୍ଚ୍ଚିତା ଙ୍କ ଆଉଟ ଫିଟ ବହୁତ ଏକ୍ସପେନ୍ସିଭ ଥିଲା । ଅର୍ଚ୍ଚିତା ତାଙ୍କ ବାହାଘର ଦିନ ଏକ ପିଙ୍କ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଯାହାର ଦାମ ହେଉଛି ୮୦ ହଜାର ।

୨- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଜାଙ୍କଲିନ ପରିଡା । ଜାଙ୍କଲିନ ୨୦୨୧ ମସିହାରେ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଥିଲେ । ଜାଙ୍କଲିନ ତାଙ୍କ ବାହାଘର ଦିନ ଏକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଥିଲେ ଆଉ ସେ ଲେହେଙ୍ଗାର ଦାମ ଥିଲା ୩୦ ହଜାର ଟଙ୍କା ।

୩ – ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଏଲି ପାଢି । ଏଲି ୨୦୧୯ ମସିହାରେ ତାଙ୍କ ପୁରୁଷ ବନ୍ଧୁ ଶ୍ରୀମତ କୁମାର ପଣ୍ଡାଙ୍କୁ ବିବାହ କରିଥିଲେ । ଏଲି ତାଙ୍କ ବାହାଘର ରେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଥିଲେ ଯାହାର ଦାମ ଥିଲା ୪୦ ହଜାର ଟଙ୍କା ।

୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ । ତେବେ ଆପଣ ମାନେ ସମସ୍ତେ ଝିଲିକଙ୍କୁ ଅନେକ ଫିଲ୍ମରେ ଦେଖିଥିବେ । ଝିଲିକ ୨୦୨୦ ମସିହାରେ ଏମ ଏଲ ଏ ପ୍ରୀତି ରଞ୍ଜନ ଘଡାଇଙ୍କୁ ବିବାହ କରିଥିଲେ । ଝିଲିକ ତାଙ୍କ ବାହାଘର ରେ ନାଲି ରଙ୍ଗର ଶାଢୀ ପିନ୍ଧି ଥିଲେ ଆଉ ସେ ଶାଢୀର ଦାମ ଥିଲା ୨୦ ହଜାର ଟଙ୍କା । ଆଉ ହେଭି ଗହଣା ମଧ୍ୟ ପିନ୍ଧିଥିଲେ ।

୫- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ସୋମାଲିନ ପରିଡା । ସୋମାଲିନ ତାଙ୍କ ପୁରୁଷ ବନ୍ଧୁ ନିଶିଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋମାଲିନ ତାଙ୍କ ବାହାଘର ରେ ଏକ ପିଙ୍କ ରଙ୍ଗର ଲେହେଙ୍ଗା ପିନ୍ଧି ଥିଲେ ଯାହାର ଦାମ ଥିଲା ୪୦ ହଜାର ଟଙ୍କା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ହିରୋଇନ ମାନଙ୍କର ଲେହେଙ୍ଗା ଦାମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *