କିନ୍ନର ଦେଖିବା ମାତ୍ରେ କହି ଦିଅନ୍ତୁ ଏହି ଶବ୍ଦ! ତୁରନ୍ତ ମିଳିବ ଖୁସି ଖବର… ବିଶ୍ୱାସ ନଥିଲେ ଆଜି ହିଁ କରିକି ଦେଖନ୍ତୁ

ବନ୍ଧୁଗଣ ଯଦି ଆପଣ କେବେ କିନ୍ନର ମାନଙ୍କୁ ଦେଖୁଛନ୍ତି ତେବେ ଏହି ମନ୍ତ୍ରର ପ୍ରୟୋଗ କରନ୍ତୁ । ଯାହା ଆପଣ ବ୍ୟକ୍ତିଗତ ଜୀବନରେ କାମରେ ଆସିଥାଏ । ଏହା ଏକ ଚମତ୍କାର ଦିବ୍ୟ ଅନୁଭୂତି ଯାହାକୁ ଜୀବନରେ ଆଣିଲେ ଆପଣ ଜାଣିପାରିବେ । ଏହି ମାତ୍ର କହିବା କ୍ଷଣି ଆପଣଙ୍କର ସବୁ ଇଚ୍ଛା ପୁରଣ ହୋଇପାରିବ । କିନ୍ନର ହେଉଛନ୍ତି ଅର୍ଦ୍ଧ ନାରିଶ୍ଵରଙ୍କ ସାକ୍ଷାତ ମୂର୍ତ୍ତିମନ୍ତ ଜୀବନ୍ତ ପ୍ରତୀକ ଓ ଏମାନଙ୍କର ବୁଧ ଗ୍ରହଙ୍କର ସହ ସମ୍ପୃକ୍ତି ଅଛି । ଏହି ମନ୍ତ୍ରଟି କହିବା ଦ୍ଵାରା ଦୀର୍ଘ ଦିନର ଅଧୁରା ଇଚ୍ଛା ନିଶ୍ଚୟ ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତାହା କଣ ।

ଆପଣ ମାନେ ଜାଣିଥିବେ କିନ୍ନର ମାନେ ସ୍ନେହା ଶ୍ରଦ୍ଧା ରେ କାହାକୁ ଟଙ୍କା ଦେଇଥାନ୍ତି ତାହାର ଶୁଭ ପରିଣାମ ମିଳିଥାଏ । କିନ୍ନର ମାନେ କାହାକୁ ଅଭିମନ୍ତ୍ରିତ କରି ଟଙ୍କାକୁ ତାଙ୍କ କଡା ବା ଦାନ୍ତରେ ଚାପିକି ହେଉ ଦେଇଥାନ୍ତି ସେତେବେଳେ ସେଇ ପଇସାର ଚମତ୍କାରୀ ଗୁଣ ପ୍ରକାଶ ପାଇଥାଏ । ଏହି ପଇସାକୁ ଆଣି ବ୍ୟକ୍ତି ଘରେ ବା ଦୋକାନରେ ରଖିଥାଏ ଏହି ମନ୍ତ୍ରକୁ 3 ଥର କହି ତେବେ ଧନର ଆଗମନ ହୋଇଥାଏ । ପ୍ରଥମେ କିନ୍ନର ମାନଙ୍କ ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ନିଜର ଦୁଖ କଥା କୁହନ୍ତୁ ।

ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଛି ତାହା କୁହନ୍ତୁ ଓ ଏହାର ସମାଧାନ ପାଇଁ ତାଙ୍କୁ ପ୍ରାର୍ଥ୍ନ ଅକରନ୍ତୁ । ଯଦି ବୁଧବାରରେ କିନ୍ନର ମାନଙ୍କୁ ଦେଖା କରି ମନ କଥା ଜଣାଇବା ସହ ସବୁଜ ରଙ୍ଗର ଶାଢୀ ବା ପରିବାର ଦେଲେ ତାଙ୍କର ଅନୁକମ୍ପା ନିଶ୍ଚୟ ଅଧିଥାଏ । ସବୁଜ ରଙ୍ଗର ଜିନିଷ ସେମାନଙ୍କୁ ଦାନ କରିଲେ ବୁଧ ଗ୍ରହଙ୍କର ଅଶେଷ ପରିଣାମ ପ୍ରାପ୍ତ ହୁଏ । ଯଦି କୌଣସି ବୁଧବାର ଦିନ କିନ୍ନର ମାନଙ୍କୁ ସବୁଜ ରଙ୍ଗର ଶାଢୀ, ଚୁଡି ବା ପନିପରିବା ଦାନ କରନ୍ତି ତେବେ ବୁଧ ଗ୍ରହଙ୍କର କୃପା ପଡିଥାଏ ।

କିନର ମାନେ ପ୍ରସନ୍ନ ହେଲେ ସାକ୍ଷାତ ମହାଦେବ ଓ ମା ପାର୍ବତୀଙ୍କ କୃପା ଲାଭ ହୋଇଥାଏ । ଯେହେତୁ ଏମାନେ ଅର୍ଦ୍ଧ ନାରିସ୍ଵରଙ୍କ ରୂପ ଅଟନ୍ତି ।  କିନ୍ନର ଦେଇଥିବା ପଇସାକୁ ଗୃହକୁ ଆଣି ଗଙ୍ଗାଜଳରେ ଧୋଇ ଚନ୍ଦନ, ସିନ୍ଦୁର ଦେଇ 3ଟି ହଳଦୀ ଗଣ୍ଠି ସହ ନାଲି ବା ହଳଦିଆ କପଡା ରେ ବାନ୍ଧି ଘରେ ରଖୁଥିବା ଜାଗା ବା ଦୋକାନରେ ରଖନ୍ତି ତେବେ ଚମତ୍କାର ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ପାଇବା ସହ ଅପୂରଣୀୟ ଇଚ୍ଛା ପୂରଣ ହୋଇଥାଏ ।

ଚାକିରି ସମ୍ବଧିତ ସମସ୍ଯା ହେଉ ବା ବ୍ୟବସାୟ ଜନିତ ସମସ୍ଯା ହେଉ ବା ସନ୍ତାନ ସନ୍ତତି ସମସ୍ଯା ହେଉ ବା ରୁଣରୁ ମୁକ୍ତି ପାଇବାର ଇଚ୍ଛା ଥାଉ ସେହି ସବୁ ପୂରଣ ହୋଇଥାଏ । କିନ୍ନର ମାନଙ୍କୁ ଦେଖିବା ମାତ୍ରେ ସେମନଙ୍କୁ ସମ୍ମାନ ଦିଅନ୍ତୁ । ତାଙ୍କର ଦୟା ପଡିଲେ ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇଥାଏ । କିନ୍ନରଙ୍କ ଠାରୁ ମୁଦ୍ରା ପାଇ ଏଭଳି ଭାବେ ବ୍ୟବହାର କରିଲେ ସଂପୂର୍ଣ୍ଣ ଇଚ୍ଛା ପୂରଣ ହୁଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *