Interesting Odia GK – କେଉଁ ନାରୀ କେବେ ହେଲେ କାନ୍ଦେ ନାହିଁ ? ଏହାସହ ଆହୁରି 10+ଜଣା ଅଜଣା ପ୍ରଶ୍ନ ଉତ୍ତର

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାଇଁ । ତାହା ଆମେ କାହାକୁ ପଚାରି ଥାଉ । ମାତ୍ର ଏହା ସବୁ ବେଳେ ଠିକ ଥାଏ ତାର କିଛି ମାନେ ନାଇଁ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଦେଖିବା ପାଇଁ ଯିବା ।

ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପଢୀ ଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି । ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ  ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ ।

କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର । ୧- ଓଡିଶାରେ ବାସ କରୁଥିବା ସମୁଦାୟ ଜନ ସଂଖ୍ୟା ର କେତେ ଭାଗ ଆଦିବାସୀ ଅଛନ୍ତି ?

ଉତ୍ତର- ୨୪ ଭାଗ ।

୨- ଓଡିଶାରେ ହାରାହାରି ବୃଷ୍ଟିପାତ କେତେ ଅଟେ ?

ଉତ୍ତର- ୧୪୮୨ ମିଲିମିଟର ।

୩- ଓଡିଶାରେ କେତୋଟି ପଶୁପାଳନ ଚିକିତ୍ସା ମହା ବିଦ୍ୟାଳୟ ରହିଛି ?

ଉତ୍ତର- ୬ଟି ।

୪- ଓଡିଶା ରେ ମୋଟ ଅଗ୍ନିସମ କେନ୍ଦ୍ର କେତୋଟି ଅଛି ?

ଉତ୍ତର- ୧୫୩ ଟି ।

୫- ଭାରତର ସବରାଧିକ ଜନ ବହୁଳ ରାଜ୍ୟ କେଉଁଠି ଅଛି ?

ଉତ୍ତର- ଉତ୍ତର ପ୍ରଦେଶ ।

୬- ଭାରତର ସର୍ବାଧିକ ଶିକ୍ଷିତ ରାଜ୍ୟ କେଉଁଠି ଅଛି ?

ଉତ୍ତର- ତ୍ରିପୁରା ।

୭- ଭାରତ ରେ କେଉଁ ରାଜ୍ୟ ରେ ସୁନା ପ୍ରଚୁର ପରିମାଣରେ ଉତ୍ପାଦନ ହୁଏ ?

ଉତ୍ତର- କର୍ଣ୍ଣାଟକ ।

୮- ଭାରତର ପ୍ରଥମ ହାଇ କୋର୍ଟ ଜଜ କିଏ ଥିଲେ ?

ଉତ୍ତର- ରାମପ୍ରସାଦ ରାୟ ।

୯- ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କେଉଁଠି ଅବସ୍ଥିତ ଅଟେ ?

ଉତ୍ତର- କଟକ ।

୧୦- କେଉଁ ନାରୀ କେବେ ହେଲେ କାନ୍ଦେ ନାହି ?

ଉତ୍ତର- ଡିକ୍ସିନାରୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *