ନିଜ ପ୍ରେମ ସହ ଏହି 5ଟି ଭୁଲ କେବେ ବି କରନ୍ତୁ ନାହିଁ । Krishna Vani

ବନ୍ଧୁଗଣ ଆମ ଜୀବନରେ ସମ୍ପର୍କ କି ମୁହଁରେ ହସ ଆଣିଥାଏ । ଆମ ସମ୍ପର୍କ ମଧ୍ୟ ଆଖିରେ ଲୁହ ଓ ଚେହେରାରେ ଉଦାସ ଆଣିଥାଏ । ଏମିତି କାହିଁକି ହୋଇଥାଏ ଯେବେ ବିଶ୍ଵାସ ସହ ସମ୍ପର୍କ ନିଭାଇଥିଲେ ମଧ୍ୟ ଆମକୁ ସମ୍ପର୍କରୁ ଦୁଃଖ ମିଳିଥାଏ । କାହିଁକି ଏମିତି ହୋଇଥାଏ ଯେବେ ଆମେ କାହାକୁ ଅଧିକ ଭଲ ପାଇଥାଉ ସେ ଆମକୁ ଛାଡି ଦେଇଥାଏ । ଆମକୁ ଧୋକା ଦେଇଥାଏ ।ଯିଏ ଆମକୁ ଅଧିକ ଦୁଃଖ ଦେଇଥାଏ ଆମେ ତାର ଚିନ୍ତା କରିଥାଉ ।

ଆମେ ତା ପଛରେ ପଡିଥାଉ । ଆଜି ଆମେ ଆଜି ଜାଣିବା ନିଜ ପ୍ରେମ ସହ କେଉଁ ଭୁଲ କରିବା ଉଚିତ ନୁହେଁ । 1- ଯଦି ଆପଣ କାହାକୁ ଭଲ ପାଉଛନ୍ତି ଆଉ ସେ ଆପଣଙ୍କୁ ଛାଡି ଦେଉଛି ତେବେ ଦ୍ଵିତୀୟ ଥର ସେ ଆପଣଙ୍କ ଜୀବନରେ ଆସିଲେ ଆପଣ ତାଙ୍କୁ ଭଲ ପାଇବା ଦେବାକୁ ଭିକ ମାଗିଥାନ୍ତି । ଏମିତି କରି ଆପଣ ତାଙ୍କ ନଜରରେ ତଳକୁ ଖସି ଯାଆନ୍ତି । ଯଦି ସେ ଆପଣଙ୍କ ସହ ସତରେ ରହିବାକୁ ଚାହୁଁଥିବ ତେବେ ଆପଣଙ୍କୁ କେବେ ହଇରାଣ କରିବନି । 

2- କେବେବି କାହାକୁ କହିବେନି କି ସେ ଆପଣଙ୍କୁ ସମୟ ଦିଅନ୍ତୁ, ଆପଣଙ୍କ ସହ ପ୍ରତେକ ସମୟ କଥା ହୁଅନ୍ତୁ । ଯିଏ ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବା ସିଏ ଆପେ ଆପେ ଆପଣଙ୍କୁ ସମୟ ଦେବେ, କଥା ହେବେ ।

3- ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ତାଙ୍କୁ ଆପଣଙ୍କ ଆଡକୁ ଧ୍ୟାନ ଦେବା ପାଇଁ କେବେ କୁହନ୍ତୁ ନାହିଁ । ଏହା ଏମିତି ଜିନିଷ ଯାହା ଆପେ ଆପେ ମିଳିଯାଏ ବା ମିଳେ ନାହିଁ । ଯିଏ ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବା ସେ ଆପେ ଆପେ ଆପଣଙ୍କୁ ଭଲ ପାଇବା ଦେବ, କେୟାର ନେବ ଆପଣଙ୍କୁ କେବେ ଏହା ମାଗିବାକୁ ପଡିବନି । ତେଣୁ କେବେ କାହାର ଭଲ ପାଇବା ପାଇଁ ଭିକ ମାଗନ୍ତୁ ନାହିଁ ।

4- ଯଦି କୌଣସି ବ୍ୟକ୍ତିଙ୍କ ଜୀବନରେ ଆପଣଙ୍କ ଛଡା ଅନ୍ୟ ଜିନିଷ ଅଧିକ ଜରୁରୀ ହୋଇଥାଏ ତେବେ ଆପଣ ନିଜ ଜୀବନରେ କେବେ ଆଗରେ ରଖନ୍ତୁ ନାହିଁ । ଏଭଳି ବ୍ୟକ୍ତି ଯିଏ ଆପଣଙ୍କର କେୟାର କରୁନି କିନ୍ତୁ ଆପଣ ତାଙ୍କ ପାଇଁ ଭାବୁଛନ୍ତି, ବିଚଳିତ ହେଉଛନ୍ତି, ଆପଣ ତାଙ୍କ ପାଇଁ ସବୁ ସ୍ଥିତିରେ ରହୁଛନ୍ତି କିନ୍ତୁ ସେ ରହୁ ନାହିଁ ତେବେ ଏଭଳି ସମ୍ପର୍କ ଠାରୁ ଦୂରେଇ ରହିବା ଉଚିତ ।

5- ଜୀବନରେ କେବେବି କୌଣସି ମଣିଷ ପଛରେ ପଡନ୍ତୁ ନାହିଁ । ଯଦି ଆପଣ କାହା ପଛରେ ଗୋଡାଇବେ ତେବେ ସେ ଦୂରେଇ ଜୀବ । ଯଦି ସେ ଆପଣଙ୍କ ପାଖରେ ଥିବ ତେବେ ଆପଣଙ୍କୁ ତା ପଛରେ ଗୋଡାଇବାକୁ ପଡିବ ନାହିଁ । ଯଦି ଆପଣ ତାଙ୍କ ପଛରେ ଗୋଡାଉଛନ୍ତି ତେବେ ଆପଣଙ୍କୁ କଷ୍ଟ ହିଁ ମିଳିବ । ଯେଉଁଠି କଥା ଆପଣଙ୍କ ଇଜ୍ଜତ ଉପରେ ଆସୁଛି ତେବେ ନିଜ କଥା ଆଗ ଚିନ୍ତା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *