ନିଜ ପ୍ରେମିକା Lumrainaଙ୍କୁ ନେଇ କିଛି ଏମିତି କହିଲେ Raj Rajesh, “କହିଲେ ସେ ମୋ….” ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ରାଜ ରାଜେଶ କୁ ବେସ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଆଉ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଛନ୍ତି । ସେ ଅନେକ ସାରା ରିୟାଲିଟି ସୋ ସହ ସିରିଏଲ ରେ ଅଭିନୟ କରିଛନ୍ତି ଆଉ ଦର୍ଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ମଧ୍ୟ ପାଇଛନ୍ତି । ତେବେ ଆପଣ ମାନେ ଜାଣିଥିବେ ରାଜ ରାଜେଶ ଓ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ  ଙ୍କ ମଧ୍ୟରେ ଶୁଟିଙ୍ଗ ସେଟ ରୁ ପ୍ରେମ ଆରମ୍ଭ ହୋଇଥିଲା ।

ଆଉ ଏହି ପ୍ରେମ ବିବାହରେ ମଧ୍ୟ ପରିଣତ କରିବାକୁ ଦୁହେଁ ନିସ୍ପତି ନେଇଥିଲେ । ଏମିତିକି ଦୁହିଙ୍କର ନିର୍ବନ୍ଧ ମଧ୍ୟ ସଋ ଯାଇଥିଲା । କିନ୍ତୁ କୌଣସି କାରଣ ବଶତ ରାଜ ରାଜେଶ ଓ ଶ୍ରଦ୍ଧା ଙ୍କର ନିର୍ବନ୍ଧ ଭାଙ୍ଗି ଯାଇଥିଲା ଆଉ ଦୁହେ ପରସ୍ପର ଠାରୁ ସବୁ ଦିନ ପାଇଁ ଅଲଗା ହୋଇ ଯାଇଥିଲେ । ଏହା ପରେ ବର୍ତ୍ତମାନ ରାଜ ରାଜେଶ ଙ୍କ ଜୀବନରେ ଆସି ଯାଇଛନ୍ତି ଲୁମ୍‌ରୈନା । ଯାହାଙ୍କୁ ରାଜ ରାଜେଶ ବହୁତ ଭଲ ପାଉଛନ୍ତି । ନିଜ ନୂଆ ପ୍ରେମିକା ଲୁମ୍‌ରୈନା ଙ୍କୁ ରାଜ ରାଜେଶ ଗଣ ମାଧ୍ୟମ ରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି ଯେ “ଆୱାର୍ଡ ମୋ ପାଇଁ ସବୁବେଳେ ସ୍ପେଶାଲ ଥାଏ କିନ୍ତୁ ଆୱାର୍ଡ ଅପେକ୍ଷା ରିୱାର୍ଡରେ ବିଶ୍ଵାସ ରଖେ । ମୁଁ ଘରେ ଯେମିତି କଥା ହୁଏ ସେମିତି ସ୍କ୍ରିନ ରେ କଥା ହେବାକୁ ଭଲ ଲାଗେ । ସାର୍ଥକ, ତରଙ୍ଗ ରେ ମୁଁ ଅନେକ ସାରା ଆୱାର୍ଡ ପାଇଛି । ଆୱାର୍ଡ ସମୟରେ ଲୁମ୍‌ରୈନା ମୋ ସହ ଥିଲେ । ସେଠାରେ ଲୁମ୍‌ରୈନା ବହୁତ କାନ୍ଦିଥିଲେ । ମୁଁ ନୋମିନେଟ ହେଲା ପରେ ବହୁତ ଖୁସି ଥିଲି । ମୁଁ ମୋ ଲାଇଫର 96 କିଲୋର ମଣିଷ ଥିଲି । ଏବେ କିନ୍ତୁ ମୋତେ ଲୋକେ ଫିଟନେଟ୍ଣେସ ପାଇଁ ଜାଣିଛନ୍ତି ।

ବେଷ୍ଟ ଆକ୍ଟର ଆୱାର୍ଡ ପାଇବା ପରେ ମୁଁ ବହୁତ ଖୁସି ଥିଲି । ଏହି ନିୟୁଜକୁ କେହି କଭର କରି ନ ଥିଲେ ସେଟା ମୋର ଦୁଖ ରହି ଯାଇଥିଲା । ଓଡିଶା ପାଇଁ ଏହି ଆୱାର୍ଡ ମୁଁ ଆଚିଭ କରି ଆସିଥିଲି । ଇଣ୍ଡଷ୍ଟ୍ରିକୁ ଗ୍ରୋ କରିବାକୁ ହେଲେ ବହୁତ କିଛି କରିବାକୁ ପଡେ । ମୁଁ ଆଉ ମୋ ଭାଇ ଏବେ ବି ମୋ ବାପାଙ୍କୁ ଡରିଥାଉ । ସେ ଋଟାର୍ଡ ହୋଇଥିଲେ ମଧ୍ୟ ଜଣେ ପ୍ରିନ୍ସିପାଲ ଅଟନ୍ତି ।

ମୋ ମା ବେଳେବେଳେ ଅବୁଝା ହୋଇଯାଏ ଯଦି କେହି ମୋ ଅଭିନୟର ତାରିଫ ନ କରନ୍ତି ଅଣ ଇଣ୍ଟରଭିୟୁ ନ ନିଅନ୍ତୁ । ଏବେ ମୋ ଲାଇଫ ରେ ଲୁମ୍‌ରୈନା ଅଛନ୍ତି ଯାହାକୁ ନେଇ ମୁଁ ଅନେକ ସ୍ଵପ୍ନ ଦେଖିଛି । ଆଉ ସାରା ଜୀବନ ତାଙ୍କ ସହ ରହିବାକୁ ସ୍ଥିର କରିଛି । ଡେଭିଲ ଅଫ ମାଇଁ ୱାର୍ଲ୍ଡ ମୁଁ ଲୁମ୍‌ରୈନା ଙ୍କୁ କୁହେ” । ତା ହେଲେ ବନ୍ଧୁଗଣ ଆପଣଙ୍କର ରାଜେଶ ରାଜେଶ ଓ ଲୁମ୍‌ରୈନାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *