ନିଜ ରାଶିରୁ ଜାଣନ୍ତୁ କେମିତି ହେବ ଆପଣଙ୍କ ଜୀବନସାଥି

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ କୁଣ୍ଡଳୀର ସପ୍ତମ ଭାବ କହୁଛିକି ଆପଣଙ୍କ ହେବାକୁ ଯାଉଥିବା ଜୀବନସାଥି କେମିତି ହେବ । ଆସନ୍ତୁ ଜାଣିବା କେମିତି ହେବ ଆପଣଙ୍କ ଜୀବନସାଥି ଓ ଆଉ କେମିତି ହେବ ତାଙ୍କର ସ୍ଵଭାବ । ମେଶ ଲଗ୍ନ ଥିବା ଲୋକଙ୍କ କୁଣ୍ଡଳୀର ସପ୍ତମ ଭାଗର ସ୍ଵାମୀ ଶୁକ୍ର ହୋଇଥାଏ ଓ ତାଙ୍କର ରାଶି ତୁଳା ହୋଇଥାଏ, ଶୁକ୍ର ବିବାହ କାରକ ମନା ଯାଇଥାଏ । ମେଷରାଶିର ଲୋକ ଜାତକଙ୍କୁ ସୁନ୍ଦର ଓ ସୁଶିକ୍ଷିତ ଜୀବନସାଥିର ପ୍ରାପ୍ତ ହେବ ।


ବୃଷ ଲଗ୍ନ ବ୍ୟକ୍ତିଙ୍କର କୁଣ୍ଡଳୀରେ ସପ୍ତମ ଭାଗର ସ୍ଵାମୀ ମଙ୍ଗଲ ବା ରାଶି ବିଛା ଅଟେ । ଏମିତି କନ୍ୟା ଓ ପୁରୁଷଙ୍କର ଜୀବନସାଥିର ରୁଚି ପାଠପଢା ପ୍ରତି କମ ହୋଇଥାଏ ତଥା କେବେ କେବେ ତାଙ୍କୁ ସଂଘର୍ଷକା ସାମ୍ନା କରିବାକୁ ପଡିପାରେ । ମିଥୁନ ରାଶିର ଲଗ୍ନ ବ୍ଯକ୍ତିର କୁଣ୍ଡଳୀରେ ସପ୍ତମ ଭାଗର ସ୍ଵାମୀ ଗୁରୁ ହୋଇଥାଏ ଓ ରାଶି ଧନୀ ହୋଇଥାଏ । ଏମିତି କନ୍ୟା ବା ପୁରୁଷର ଜୀବନସାଥି ସୁନ୍ଦର ଓ ଗୌରବବାଲି ହୋଇଥାନ୍ତି । ତଥା ତାଙ୍କୁ ଅବଜ୍ଞା କରୁଥିବା ଲୋକ ପସନ୍ଦ କରିନଥାନ୍ତି ।


କର୍କଟ ରାଶିର ଲଗ୍ନର ସ୍ଵାମୀ ଚନ୍ଦ୍ରମା ଓ ସପ୍ତମରେ ସାନି ରହିଥାନ୍ତି । ଏମିତି କନ୍ୟା ଆଉ ପୁରୁଷଙ୍କ ଜୀବନସାଥି ପଢାରେ ସଉକିନ ଥାନ୍ତି । ଏମିତି କନ୍ୟା ଓ ପୁରୁଷର ଜୀବନସାଥି ଆତ୍ମ ସନମାନୀ  ହୋଇଥାନ୍ତି । ସିଂହ ରାଶିର ଲଗ୍ନ ଝିଅମାନଙ୍କର  ସପ୍ତମ ଭାଗରେ ଶନି ଓ ରାଶି କୁମ୍ଭ ହୋଇଥାଏ । ଏହି ଲଗ୍ନର ଜାତକଙ୍କ ଜୀବନସାଥି ବହୁତ ପରିଶ୍ରମୀ ହୋଇଥାନ୍ତି ତଥା ବଡ ମାନଙ୍କ ସେବା କରିଥାନ୍ତି ଓ ଅନ୍ୟଲୋକ ମାନଙ୍କୁ ମଧ୍ୟ ସାହାର୍ଯ୍ୟ କରିଥାନ୍ତି ।


କନ୍ୟା ଲଗ୍ନ ଜାତକଙ୍କର ସପ୍ତମ ଭାଗରେ ଗୁରୁ ଓ ରାଶି ମୀନ ହୋଇଥାଏ । ଏମିତି ଜାତକଙ୍କର ଜୀବନସାଥି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି, ବାକ ପଟୁତା ଓ ଧାର୍ମିକ ବୃତି ବାଲା ଭାଗ୍ୟଶାଳୀ ହୋଇଥାନ୍ତି ତଥା ଜୀବନରେ ଅନେକ ସଫଳତା ଅର୍ଜନ କରିଥାନ୍ତି । ତୁଳା ଲଗ୍ନ, ଏମିତି ଜାତକଙ୍କ ସପ୍ତମ ଭାଗରେ ମଙ୍ଗଲ ଓ ରାଶି ମେଶ ହୋଇଥାଏ । ଏମିତି ଜାତକଙ୍କ ଜୀବନସାଥି ଟିକେ କ୍ରୋଧୀ ସ୍ଵାଭାବର ହୋଇଥାନ୍ତି । ଏମିତି ଜାତକଙ୍କ ବୈବାହିକ ଜୀବନ ସଫଳ ହୋଇଥାଏ ।


ବିଛା ଲଗ୍ନର କନ୍ୟା ଓ ପୁରୁଷଙ୍କର ସପ୍ତମରେ ଶୁକ୍ର ଓ ରାଶି ବୃଷ ହୋଇଥାଏ । ବିଛା ରାଶିର ଜାତକଙ୍କର ଜୀବନସାଥି ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ଭାବୁକ କିସମର ହୋଇଥାନ୍ତି । ଏମିତି ଜାତକଙ୍କ ଜୀବନସାଥି ନିଜ ଦାଂପତ୍ଯ ଜୀବନରେ ମଧୁରତା ବନାଇ ରଖିଥାନ୍ତି । ଧନୁ ଲଗ୍ନ  ବାଲା ଲୋକଙ୍କର ସପ୍ତମ ଭାଗରେ ବୁଧ ହୋଇଥାଏ ଓ ରାଶି ମିଥୁନ ହୋଇଥାଏ ଓ ଉଚ ବିଚାର ବାଲା ହୋଇଥାନ୍ତି ତଥା ସୁନ୍ଦର ଓ ବହୁତ ହି ଭାଗ୍ୟଶାଳୀ ହୋଇଥାନ୍ତି ।


ମକର ଲଗ୍ନ  ବ୍ୟକ୍ତି ସପ୍ତମ ଭାଗରେ ଚନ୍ଦ୍ରମା ଥାଏ ଓ ରାଶି କର୍କଟ ହୋଇଥାଏ । ତାଙ୍କର ଜୀବନସାଥି ମଧୁର ବାଣୀ ଓ ଭାବୁକ ପ୍ରବୃତିର ହୋଇଥାନ୍ତି । ଏଇ ଲୋକ ଅନୁଶାସନ ପ୍ରିୟ ହୋଇଥାଏ । କୁମ୍ଭ ରାଶିର ଲୋକଙ୍କ ଜୀବନସାଥି ନିଜର କଥା ମନେଇବାରେ ଏକ୍ସପର୍ଟ ହୋଇଥାନ୍ତି । ଏମାନେ ବହୁତ ମିଳାମିଶା ସ୍ଵଭାବର ହୋଇଥାନ୍ତି । ମୀନ ଲଗ୍ନର ସପ୍ତମ ଭାଗରେ ବୁଧ ଓ ରାଶି କନ୍ୟା ହୋଇଥାଏ । ଏମିତି ଜାତକଙ୍କର ଜୀବନସାଥି ଦେଖିବାରେ ବହୁତ ସୁନ୍ଦର ଓ କମ କଥା କହିଥାନ୍ତି ତଥା ନିଜ ମନରେ ବହୁତ ସାରା ଇଛା ରଖିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *