ଟିଭି ସିରିୟଲ ”Diya Aur Baati Hum” ର ସନ୍ଧ୍ଯା ରିୟଲ ଲାଇଫରେ ଦେଖିବାକୁ ବହୁତ Hot ଓ Bold

ଟିଭି ସିରିୟଲର ଦିୟା ଅର ବାତି’ ଆପଣଙ୍କୁ ମନେ ଥିବ । ଷ୍ଟାରପ୍ଲସର ସବୁଠୁ ଭଲ ସୋ ବୋଲି କୁହାଯାଏ । ଏହି କାରଣ ଥିଲା ଏହା ଲୋକମାନଙ୍କସବୁଠୁ ପ୍ରିୟା ସିରିୟଲ ହୋଇଥିଲା ।ଏହି ଟିଭି ସିରିୟଲ ଲୋକଙ୍କୁ ବହୁତ ପ୍ରଭାବିତ କରିଥିଲା ।  ଆଜି ମଧ୍ୟ ଲୋକ ଏହି ଟିଭି ସିରିୟଲକୁ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି ଟିଭି ସିରିୟଲ ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ଚାଲୁଥିଲା । ଏହି ସିରିୟଲରେ ଆମେ ଆଲୋଚନା କରିବା ସନ୍ଧ୍ଯା କୋଠାରି ରାଠୀଙ୍କ ବିଷୟରେ ।

ସେ ଷ୍ଟାର ପ୍ଲସ ସିରିୟଲରେ ଗୋଟେ ଭଲ ବୋହୁର ଚରିତ୍ରରେ ଅଭିନୟ କରିଥିଲେ । ସେ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟ ଛୁଇଁ ପାରିଥିଲେ । ସେ ବହୁତ ସୁନ୍ଦର ଦେଖିବାକୁ ତାଙ୍କ ଅଭିନୟ ମଧ୍ୟ ସେହିଭଳି ବହୁତ ସୁନ୍ଦର ଅଟେ । ଆଉ ସେ ମଧ୍ୟ ବହୁତ ଉଚ ଶିକ୍ଷିତ ଅଟନ୍ତି ।

ଏହି ସିରିୟଲରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ । ଏହି ଅଭିନେତ୍ରୀଙ୍କ ନାମ ଦୀପିକା ସିଂହ ଅଟେ । ଦୀପିକା ଟିଭିର ବହୁତ ବଡ ସିରିୟଲରେ ମଧ୍ୟ କାମ କରିଛନ୍ତି । ତାଙ୍କର ପୁରାନମ ଦୀପିକା ସିଂହ ଗୋଏଲ ଅଟେ । ତାଙ୍କର ଜନ୍ମ ୨୯ ଜୁଲାଇ ୧୯୮୯ ରେ ହୋଇଥିଲା ଓ ତାଙ୍କର ଜନ୍ମ ସ୍ଥାନ ଦିଲ୍ଲୀ ଅଟେ । ଏହି ଅଭିନେତ୍ରୀ ଦିଲ୍ଲୀରେ ରୁହନ୍ତି ।

ଦୀପକା ”ନାଚ ବଲିଏ ୬ ଓ ୟେ ହେ ମହୋବତେ ଭଳି ବହୁତ ବଡ ବଡ ସିରିୟଲରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ଷ୍ଟାର ଆୱାର୍ଡ ସହିତ ଜି ଆୱାର୍ଡ ମଧ୍ୟ ମିଳି ସାରିଛି । ସେ ୨୦୧୪  ରେ ରୋହିତ ରାଜ ଗୋୟାଲଙ୍କ ସହିତ ବିବାହ କରିଛନ୍ତି । ରୋହିତ ଗୋୟାଲ ଜେନ ଟେଲିଭିଜନ ଅଟନ୍ତି । ମେ ୨୦୧୭ ରେ ସେ ଗୋଟେ ବେବୀ ବୟକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ସେ ତାଙ୍କ ସ୍ଵାମୀ ଓ ପୁଅଙ୍କ ସହ ବହୁତ ଖୁସିରେ ସମୟ କାଟୁଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *