ନୂଆ ବର୍ଷରେ ଏହି ପାଞ୍ଚୋଟି ଜିନିଷ ଘରକୁ ଆଣନ୍ତୁ, ଆଉ ତା ପରେ ଦେଖନ୍ତୁ ଚମତ୍କାର…

ବନ୍ଧୁଗଣ ନୂଆ ବର୍ଷ ଆସିବା ପାଇଁ ଆଉ କିଛିଦିନ ବାକି ଅଛି । ନୂଆ ବର୍ଷରେ ଯଦି ଏହି ପାଞ୍ଚୋଟି ଜିନିଷ ଘରକୁ ଆଣିବେ ହୋଇଥାଏ ଧନର ବର୍ଷା । ଘ୍ର ଆପଣଙ୍କର ସୁଖ ଓ ସମୃଦ୍ଧିରେ ଭରି ଉଠିଥାଏ । ଏହି ନୂଆ ବର୍ଷଟି ନୂଆ ନୂଆ ଊର୍ଜା ନେଇ ଆପଣଙ୍କୁ ବାହୁ ମେଲାଇ ଆପଣଙ୍କୁ ଅପେକ୍ଷା କରି ରହିଛି । ଆପଣଙ୍କୁ ଜଣାଇବୁକି ଏହି ନୂଆ ବର୍ଷରେ ଜଣେ ଅନ୍ୟ ଜଣକୁ ଖୁସି ଦେବା ପାଇଁ କୌଣସିବି ଚେଷ୍ଟା ହାତ ଛଡା କରି ନାହାନ୍ତି । ଏମିତିକି ନୂଆ ବର୍ଷର ଅଭିନନ୍ଦନ ଜଣେ ଅନ୍ୟ ଜଣକୁ କହିଥାନ୍ତି । ଏହି 5 ଟି ଜିନିଷ ଯଦି ଘରକୁ  ଆଣନ୍ତି ଦେଖିବେ ଘରେ ଧନର ବର୍ଷା ହେବ ।

ଶାସ୍ତ୍ରରେ ଏହା ବର୍ଣିତ ଅଛିକି କୌଣସି ଶୁଭ କାର୍ଯ୍ୟରେ ଗଣେସ ଓ ମାତା ଲକ୍ଷ୍ମୀଙ୍କ ଫୋଟ ଘରକୁ ଆଣିଲେ ଧନ ସମ୍ପତି ଓ ସୁଖ ସମୃଦ୍ଧି ଆସିଥାଏ । ଏହି ଦୁହିଁଙ୍କର ମହିମାକୁ ଅଧିକ ଶକ୍ତିଶାଳୀ ମନା ଯାଇଥାଏ । ନୂଆ ବର୍ଷରେ ଗଣେସ ଓ ଲକ୍ଷ୍ମୀଙ୍କ ଫୋଟ ଘରକୁ ଆଣିବା ଦ୍ଵାରା ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ । ଭଗବାନ ଗଣେଶଙ୍କୁ ବିଘ୍ନ ହରତା ବୋଲି କୁହାଯାଇଥାଏ । ଜେକି ଆମକୁ ସମସ୍ତ କଷ୍ଟରୁ ମୁକ୍ତି ଦେଇଥାନ୍ତି । ଆଉ ମା ଲକ୍ଷ୍ମୀଙ୍କୁ ଧନର ବୃଦ୍ଧି ଓ ସୁଖ ଶାନ୍ତିର ଆଶୀର୍ବାଦ କରିଥାନ୍ତି ।

ଏମିତିରେ  ମାତା ଲକ୍ଷ୍ମୀ ଓ ଗଣେଶ ଧନର ଦେବୀ ଓ ଦେବତା ହୋଇଥାନ୍ତି । ଜିଏକି ଆୟରେ ବୃଦ୍ଧି କରାଇ ଥାନ୍ତି । ମୟୁର ପଙ୍ଖର ଶାସ୍ତ୍ରରେ ବହୁତ ମହତ୍ଵ ପୂର୍ଣ କଥା କୁହାଯାଇଛି । ମାୟୁର ପଖିକୁ ବହୁତ ପବିତ୍ର ବୋଲି କୁହାଯାଇଥାଏ । କୃଷ୍ଣ ଭଗବାନଙ୍କ ମଥାରେ ମୟୁର ପଙ୍ଖ ସୋଭା ପାଇଥାଏ । ବାସ୍ତୁ ଶାସ୍ତ୍ର ହିସାବରେ କୌଣସିବି ଶୁଭ କାର୍ଯ୍ୟରେ ଯଦି ମୟୂର ପଙ୍ଖ ଘରକୁ ଆଣିଥାନ୍ତି ସେଇ କାର୍ଯ୍ୟ ସଫଳ ହୋଇଥାଏ ।ଏହି ମୟୁର ପଖିକୁ ରଖିବାର ସ୍ଥାନ ପୂର୍ବ ଦିଗ, ଉତ୍ତର ଦିଗ,  ଏବଂ ଉତ୍ତର ପୂର୍ବ କୋଣ, ଐଶାନ୍ୟ କୋଣ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ।


ମୟୂର ପଙ୍ଖ ସକାରାତ୍ମକ ଊର୍ଜାକୁ ବହୁତ ଶୀଘ୍ର ବୃଦ୍ଧି କରିଥାଏ । ଯାହା ଫଳରେକି ଘରର ସମସ୍ତ ପ୍ରକାରର କଷ୍ଟ ଦୂର ହୋଇଥାଏ । ସେଥି ପାଇଁ ନୂଆ ବର୍ଷରେ ମୟୂର ପକ୍ଷୀ ଘରକୁ ନିଶ୍ଚିତ ରୂପରେ ଆଣନ୍ତୁ । ନୂଆ ବର୍ଷର ଦିନ ଯଦି ମୁହଁ ମିଠା କରି ଆରମ୍ଭ କରାଯାଏ ତେବେ ଏହାକୁ ବହୁତ ଶୁଭ ଦାୟକ ମନାଯାଇଥାଏ । ଏହାର ବିପରୀତ ହେଲେ ବର୍ଷଟି ବହୁତ ଅସୁବହ ହୋଇଥାଏ, ଏଣୁ ସାରା ବର୍ଷଟି ବର୍ବଦା ହୋଇଥାଏ । ସେଥିଲାଗି ନୂଆ ବର୍ଷରେ ଘରକୁ ମିଠା ଆଣନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *