ଭୁଲରେବି ବାହା ହୁଅନ୍ତୁ ନାହିଁ ଏହି 3ଟି ରାଶିର ବ୍ୟକ୍ତିଙ୍କୁ, ନଚେତ…

କୌଣସିବି କାମ କରିବା ସମୟରେ ଆମେ ସାବଧାନତା ଅବଲମ୍ବନ କରୁ ଏବଂ ଜାଣିବାକୁ ଚେଷ୍ଟା କରୁ । କିନ୍ତୁ ଲକ୍ଷ ଚେଷ୍ଟା କାଲେ ମଧ୍ୟ କିଛି କରିପାରୁ ନହିଁ । ଏମିତି ମଧ୍ୟ ଲାଇଫପାର୍ଟନର ବାଛିବା ସମୟରେ ହୋଇଥାଏ । ସବୁବେଳେ ନିଜର ଜୀବନସାଥି ବାଛିବା ବେଳେ  ତାଙ୍କ ଭିତରେ ଭଲ ଗୁଣ ଥାଉ ବୋଲି ଭାବିଥାଉ । ଆମେ ଚାହିଁଥାଉକି ଜୀବନସାଥି ଏମିତି ହେଉ ଯାହା ସହିତ ପୁରା ଜୀବନ ବିତାଇ ହେବ । ବାହାଘର ପରେ କୌଣସି ପ୍ରକାରର ସମସ୍ଯା ନହେଉ । ହେଲେ ଏହା ଅସମ୍ଭବ ଅଟେ ।


ଆଜି ଆମେ ଏମିତି ରାଶିର ପୁରୁଷଙ୍କ ବିଷୟରେ ଆଲୋଚନା କରିବା ଯାହାକୁ ଭୁଲରେ ବି ବାହା ହୁଅନ୍ତି ନହିଁ । କାରଣ ଏହି ରାଶିର ବ୍ୟକ୍ତି ମାନେ ସ୍ଵାମୀ ହେବାରେ ଅସଫଳ ଅଟନ୍ତି । ଏମିତି ନୁହେଙ୍କି ଏହି ତିନୋଟି ରାଶିର ପୁରୁଷ ଭଲ ସ୍ଵାମୀ ହୋଇପାରିବେ ନହିଁ । ପ୍ରତେକ ମନୁଷ୍ୟ ଭିତରେ ଭିନ ଭିନ ପ୍ରକାରର ଯୋଗ୍ୟତା ରହିଥାଏ । ଯାହା କାରଣରୁ ସେମାନେ ନିଜର ପରିଚୟ ବନାଇ ଥାନ୍ତି । ଯଦି ସେହି ଯୋଗ୍ୟତା ରାସୀ ଅନୁସାରେ ଦେଖାଯାଏ ଏହି ତିନୋଟି ରାଶିର ପୁରୁଷ ଭଲ ସ୍ଵାମୀ ହୋଇପାରନ୍ତି ନହିଁ ।


ମୀନ ରାଶି :-

ଏହି ରାଶିର ଜାତକ ମିଳାଇବା ପରେ ଆପଣଙ୍କୁ ଏମିତି ଲାଗିବକୀ ଏହାଠୁ ଭଲ ଜୀବନସାଥି ଆଉ କେହି ହୋଇପାରିବେ ନହିଁ । କିନ୍ତୁ ଏହି ରାଶିର ସ୍ଵାମୀ ବହୁତ ଖରାପ ହୋଇଥାନ୍ତି । ଏମାନଙ୍କଠୁ ସତର୍କ ହୋଇରହିବା ଆବଶ୍ୟକ । ଏହି ରାଶିର ସ୍ଵାମୀ ମାନେ ସନ୍ଦେହ ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ବିତରେ ସବୁବେଳେ ଡରର ଭାବନା ରହିଥାଏ । ସବୁବେଳେ ନିଜ ସ୍ତ୍ରୀର ଭୁଲ ଦେଖିଥାନ୍ତିଏମାନଙ୍କ ଭିତରେ ଗୋଟେ ବିଶେଶ୍ଵତ ରହିଚିକି ଝିଅ ମାନେ ତାଙ୍କୁ ଦେଖି ବହୁତ ଶୀଘ୍ର ଇମ୍ପ୍ରେସ ହୋଇଥାନ୍ତି ।


କନ୍ୟାରାଶି :-

ଏହି ରାଶିର ପୁରୁଷ ମାନେ ବହୁତ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି । ସବୁବେଳେ ନିଜ ସ୍ତ୍ରୀକୁ ନୁଜ କବୁରେ ରଖିବାକୁ ଚେଷ୍ଟା କରିଥାନ୍ତି । ଯଦି ନିଜ ସ୍ତ୍ରୀକୁ କବୁରେ ରଖିନପରାନ୍ତି ତାଙ୍କୁ ଶାରୀରିକ ଓ ମାନସିକ ରୂପେ ଯନ୍ତ୍ରଣା ଦେଇଥାନ୍ତି । ପ୍ରଥମ ନଜରରେ ଏମାନଙ୍କୁ ଦେଖି ଏମିତି ଲଗେକି ନିଜ ସ୍ତ୍ରୀକୁ ମୁଣ୍ଡ ଉପରେ ରଖିବେ କିନ୍ତୁ ସତ୍ୟତା ବାହାଘର ପରେ ହିଁ ଜଣାପଡିଥାଏ ।


ବୃଷ ରାଶି :-

ଏହି ରାଶିର ଲୋକମାନେ ସବୁବେଳେ ଶାନ୍ତ ସ୍ଵଭାବର ହୋଇଥାନ୍ତି ଏବଂ ସବୁ କମ ବୁଦ୍ଧିମାନର ସହ କରିଥାନ୍ତି ।  କିନ୍ତୁ ଏମାନେ ରୋମନ୍ଥିକ ସ୍ଵାମୀ ହେବାରେ ଅସଫଳ ହୋଇଥାନ୍ତି । ବାସ୍ତବରେ ଏହି ରାଶିର ପୁଅ ମାନଙ୍କୁ ରୋମାନ୍ସ କରି ଆସିନଥାଏ । ସେଥିଲାଗି ଏହି ସବୁ ରିଲେସନରେ ରାଗ ଭାରି ରହିଥାଏ । ଏମାନଙ୍କର ଅନରୋମାଣ୍ଟିକ ସ୍ଵଭାବ ତାଙ୍କ ସମ୍ପର୍କରେ ଅସୁବିଧା ଆଣିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *