ନୂଆ ବର୍ଷ ରେ ସମସ୍ୟା ଠାରୁ ପାଇବାକୁ ଚାହୁଁଥିଲେ ମୁକ୍ତି ଚନ୍ଦ୍ର ଓ ମଙ୍ଗଳ ଦେବଙ୍କୁ ଏମିତି କରନ୍ତୁ ପ୍ରସନ୍ନ

ମଙ୍ଗଳ ଗ୍ରହକୁ ବହୁତ ତେଜସ୍ବୀ ଗ୍ରହ ବୋଲି କୁହା ଯାଏ, କୁହା ଯାଏ ଯେ ମଙ୍ଗଳ ଭଗବାନ ଯାହା ଉପରେ ପ୍ରସନ୍ନ ହୋଇ ଯାଆନ୍ତି ସେହି ଲୋକ ଜୀବନ ମଙ୍ଗଳମୟ ହୋଇ ଯାଏ । ମଙ୍ଗଳ ଠାକୁରଙ୍କ ପୂଜା କଲେ ହନୁମାନ ଠାକୁର ମଧ୍ୟ ପ୍ରସନ୍ନ ହୋଇ ଥାନ୍ତି, କେତେକ ଥର ଜାତକ ରେ ମଙ୍ଗଳ ଦୋଷ ହବା ଯୋଗୁ ଆମ ଜୀବନରେ କଷ୍ଟ ଉତ୍ପନ ହୋଇ ଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ମଙ୍ଗଳ ଗୋଟେ କୃର ଗ୍ରହ ଅଟେ, ମଣିଷ ଜୀବନ ପାଇଁ ଏହା ବହୁତ ପ୍ରଭାବଶାଳି ଗ୍ରହ ଅଟେ ।

ମଙ୍ଗଳ ଦୋଷ ପାଇଁ ଲୋକଙ୍କ ବିବାହ ହବାରେ ବହୁତ ଅସୁବିଧା ହୋଇ ଥାଏ, ମଙ୍ଗଳ ଗ୍ରହ ର ସବୁ ରାଶି ଉପରେ ଅଲଗା ଅ;ଗା ପ୍ରଭାବ ହୋଇ ଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଙ୍ଗଳ ଗ୍ରହକୁ ପୃଥିବୀ ପୁତ୍ର ବୋଲି କୁହା ଯାଏ, ଗ୍ରହମାନଙ୍କ ମଧ୍ୟରୁ ମଙ୍ଗଳ ଗ୍ରହ ବିଶେଷ ସ୍ଥାନ ଗ୍ରହଣ କରି ଅଛନ୍ତି । ମଙ୍ଗଳ ମକର ରାଶି ରେ ଉଚ୍ଚ ରହି ଥାନ୍ତି ଏବଂ କର୍କଟ ରାଶି ରେ ତଳେ ବିରାଜମାନ ରୁହନ୍ତି, ଏହା ଛଡା ଚନ୍ଦ୍ରମା ପୀଡିତ ହେଲେ ମନ ଖରାପ ହବା ସହ ଆତ୍ମବିଶ୍ଵାସ ଏବଂ ସାହାସ ମଧ୍ୟ ଦୁର୍ବଳ ହୋଇ ଥାଏ ।

କୁହା ଯାଏ ଯେ ଯେଉଁ ଲୋକଙ୍କ ଜାତକ ରେ ଚନ୍ଦ୍ରମା ଏବଂ ମଙ୍ଗଳ ଦୁର୍ବଳ ହୋଇ ଥାନ୍ତି, ସେହି ଲୋକ ପ୍ରାୟ ଧାର ଉଧାର ବା କେଶରେ ଫସି ଥାଏ ।

ଆସନ୍ତୁ ଜାଣିବା ଚନ୍ଦ୍ରମା ଓ ମଙ୍ଗଳ ଦେବଙ୍କୁ ପ୍ରଶନ କରିବା ଉପାୟ :

ମଙ୍ଗଳବାର ଦିନ ଓପାସ ରଖନ୍ତୁ ଏବଂ ଏହି ଦିନ ଲୁଣ ସେବନ କରନ୍ତୁ ନାହିଁ, ଏହି ଦିନ ସକାଳେ ଓ ସନ୍ଧ୍ୟା ରେ ହନୁମାନ ଚାଳିଶା ପାଠ କରନ୍ତୁ । ସୋମବାର ଦିନ କଞ୍ଚା ଖିର ଏବଂ ପାଣି ରେ କଳା ତିଲ ମିଶାଇ ଶିବଲିଙ୍ଗ ଉପରେ ଢାଳନ୍ତୁ, ଏହା ସହ ଅସହାୟ ଲୋକଙ୍କୁ କିଛି ଧଳା ଜିନିଷ ଦାନ କରନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଙ୍ଗଳ ଦେବଙ୍କ ମନ୍ତ୍ର ଦିପହର ରେ ଜାପ କଲେ ମଙ୍ଗଳ ଅଶୁଭ ପ୍ରଭାବ ସମାପ୍ତ ହୋଇ ଥାଏ । ମଙ୍ଗଳ ଗ୍ରହ ମୁଖ୍ୟ ରୂପରେ ମନ ଶାବଳତା ଏବଂ ପୁରୁସୋତମ ର ହୋଇ ଥାଏ ।

Leave a Reply

Your email address will not be published. Required fields are marked *