ରବିବାର 05 ଜାନୁୟାରୀ 2020- ଆଜି ସୂର୍ଯ୍ୟ ଦେବ ଏହି ୫ଟି ରାଶିଙ୍କ ଉପରେ ପ୍ରସନ୍ନ ହୋଇବେ, ଏହି ରାଶି ଲୋକଙ୍କ ଭାଗ୍ୟ ବଦଳିବ

ଆମେ ଆପଣଙ୍କୁ ରବିବାର ଦିନ ୫ ଜନବରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ବ୍ଯବସାୟ କ୍ଷେତ୍ର ରେ ନୂଆ ନୂଆ ବିଚାର ସାମ୍ନାକୁ ଆସିବ, ନୂଆ କାର୍ଯ୍ୟସ୍ଥଳ ସହ ଯୋଡି ହବା ବା ନୂଆ ଯୋଜନା ଉପରେ କାମ କରିବା ପାଇଁ ସମୟ ଅନୁକୂଳ ନାହିଁ । ଶାରୀରିକ ଏବଂ ମାନସିକ ଚିନ୍ତା ବଢିବାକୁ ଲାଗିବ, ଆପଣଙ୍କ ବିବାହିତା ଜୀବନ ବହୁତ ସୁଖମୟ ହୋଇବ । ଆପଣଙ୍କ ଗତ କିଛି ସମସ୍ଯା ସମାପ୍ତ ହୋଇ ଯିବାର ସମ୍ଭାବନା ଅଛି । ନୂଆ କାର୍ଯ୍ୟ ପାଇଁ ସ୍ତ୍ରୀ ଏବଂ ସନ୍ତାନ ସାହାଜ୍ଯ ଏବଂ ଭଲ ପାଇବା ପ୍ରାପ୍ତ ହବ, ବିଦ୍ୟାର୍ଥୀମାନଙ୍କ ପାଠ ଉପରେ ମନ ରହିବ ।

ବୃଷ :

ଆଜି ଘରେ ଶାନ୍ତି ଏବଂ ଆରାମ ବାତାବରଣ ରହିବ, ସମସ୍ତେ ମିଳି ମିଶି କାମ କଲେ କାମ ମଧ୍ୟ ସରିବ ଏବଂ ଝଗଡା ମଧ୍ୟ ହବ ନାହିଁ । ଆର୍ଥିକ ସ୍ଥିତି ଆଜି ସାମାନ୍ୟ ରହିବ, ଆଜି ଆପଣ ନିଜ ପରିଶ୍ରମ ଏବଂ ସମ୍ପୂର୍ଣ କାମ ପାଇଁ ଅନ୍ୟ ଲୋକଙ୍କ ଠାରୁ ଆଗେଇ ରହିବେ । କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ ।

ମିଥୁନ :

ଆଜି କୌଣସି କାର୍ଯ୍ୟ ପାଇଁ ଆପଣଙ୍କ ପରିବାର କଥା ଆପଣଙ୍କ ପାଇଁ ଲାଭକାରୀ ହବ, ଆଜି କାହାକୁ ଧାର ଉଧାର ଦିଅନ୍ତୁ ନାହିଁ, ଏବଂ ନିଅନ୍ତୁ ନାହିଁ ଅନ୍ଯଥା ହାନି ହୋଇ ପାରେ ଏମିତି କଲେ ମାଁ ଲକ୍ଷ୍ମୀ କୁପିତ ହୋଇ ଥାନ୍ତି ସେଥିପାଇଁ ଘରୁ ଧନ ଖରଚ କରନ୍ତୁ ନାହିଁ ।ଆପଣ ପାଠ ପାଇଁ କିଛି ଚିନ୍ତିତ ରହି ପାରନ୍ତି ଏହା ଆପଣଙ୍କ ପାଇଁ ମଧ୍ୟ ହୋଇ ପାରେ ନଚେତ ଯଦି ସନ୍ତାନ ଅଛି ତେବେ ସନ୍ତାନ ପାଠ ଚିନ୍ତା ମଧ୍ୟ ହୋଇ ପାରେ ।

କର୍କଟ :

ଆଜି ଆପଣଙ୍କ ବ୍ୟବହାର ସମସ୍ତଙ୍କୁ ତମ ଆଡୁକୁ ଆକର୍ଷିତ କରିବ, ନୂଆ କାର୍ଯ୍ୟ ଅବସର ଆପଣଙ୍କ ପାଇଁ ପ୍ରସ୍ତୁତ ହୋଇ ପାରନ୍ତି । ଯଦି କୌଣସି ନୂଆ କାର୍ଯ୍ୟ ପାଇଁ ଯୋଜନା କରୁଛନ୍ତି ତେବେ ଆଜି ଠାରୁ ଆରମ୍ଭ କରିବା ପାଇଁ ପ୍ରୟାଶ କରନ୍ତୁ ଲାଭକାରୀ ଆରମ୍ଭ ହୋଇବ । ଅଫିସ ରେ ଆପଣଙ୍କୁ କିଛି ନୂଆ କାମ ପାଇଁ ଦାଇତ୍ଵ ମିଳି ପାରେ, ଯାହାକୁ ପୂର୍ଣ କରିବା ପାଇଁ ଆପଣଙ୍କ ବହୁତ ବଡ ହାତ ରହିବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ ।

ସିଂହ :

ସଫଳତା ପାଇଁ ଆଜି ଆପଣଙ୍କ ମନ ଖୁସି ରହିବ, ପ୍ରେମ ସମ୍ପର୍କ ବହୁତ ଭଲ ରହିବ, ଆପଣଙ୍କୁ ଆଜି ପ୍ରଗତି କରିବା ପାଇଁ ବହୁତ ଭଲ ଅବସର ପ୍ରାପ୍ତ ହୋଇ ପାରେ । ଆଜି କୌଣସି ନିଷ୍ପତ୍ତି ଜଲ୍ଦି ଜଲ୍ଦି କରନ୍ତୁ ନାହିଁ ସବୁ ଖରାପ ହୋଇ ପାରେ ଭଲ କାମ ମଧ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କୁ ସେହି ଭଳି ଚାକିରି ମିଳିବ ଯାହା ଅପେକ୍ଷା ଆପଣ କେତେ ଦିନ ଧରି କରୁଥିଲେ । ଆଜି ଦିନ ଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ ।

କନ୍ୟା :

ଆଜି ଯଦି ଆପଣ ସମୟ ସଠିକ ଉପଯୋଗ କରନ୍ତି ତେବେ ଆପଣଙ୍କ ବହୁତ ବଡ କାମ ହୋଇ ଜୀବ । ଆଜି ଆପଣଙ୍କ ପରିବାର ସମସ୍ଯା ବଢି ପାରେ, ଆପଣଙ୍କ ଆତ୍ମବିଶ୍ବାସ ଏବଂ ମନୋବଳ ଆପଣଙ୍କୁ ପ୍ରତେକ ଅସୁବିଧା ରେ ସାହାଜ୍ଯ କରିବ, ଆଜି ଆପଣ ମନ୍ଦିର ଦର୍ଶନ ପାଇଁ ଯାଇ ପାରନ୍ତି । ଆଜି ଆପଣଙ୍କୁ ସମସ୍ତେ ଭଲ ପାଇବେ ଆଜି କେତେକ ଲୋକଙ୍କ ସହ ହୋଇ ଥିବା ଶତ୍ରୁତା ମଧ୍ୟ ସମାପ୍ତ ହୋଇ ଜୀବ ।

ତୁଳା :

ଆଜି କୌଣସି ନିଷ୍ପତ୍ତି ନବା ଆଗରୁ ନିଜ ଉପରେ ବିଶ୍ଵାସ ରଖନ୍ତୁ, ଚାକିରି କରୁଥିବା ଲୋକ ନିଜ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ, ଭାଇ ଭଉଣୀ ଦ୍ଵାରା ଆର୍ଥିକ ରୂପ ରେ ଲାଭ ପ୍ରାପ୍ତ ହବ । ଆଜି ଆପଣ କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ ଆପଣଙ୍କ ରାଶି ଅନୁଯାଇ ଧନ ଆଜି ଗଲେ ଫେରିବ ନାହିଁ । ଧନ ସମ୍ବନ୍ଧିତ ଲାଭ ହବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ ।

ବିଛା :

ହସା ମଜା ରେ କୁହା ଯାଇଥିବା କଥା ଉପରେ କାହାକୁ ସନ୍ଦେହ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଉଚିତ ନୁହ, ସନ୍ଧ୍ୟା ସାମୟରେ ହଟାତ ଧାନ ଲାଭ ହୋଇବ, ଆଜି ମନ ଖୋଲି ସମୟ ଲାଭ ଉଠାନ୍ତୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ଅଟେ । ଆଜି ସଫଳତା ପାଇଁ ଆପଣଙ୍କୁ ଠାକୁରଙ୍କୁ ଧନ୍ୟବାଦ କରିବା ଉଚିତ ଏବଂ ନୂତନ ବର୍ଷରେ ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିବା ଉଚିତ ଅଟେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବ୍ୟକ୍ତିଗତ ଖରଚ ବଢିକରି ରହିବ ।

ଧନୁ :

ଆଜି ଆପଣଙ୍କ ମଧ୍ୟରୁ କିଛି ଲୋକ କଳଙ୍କିତ ଏବଂ ଅପମାନିତ ଶିକାର ହୋଇ ପାରନ୍ତି, ବଞ୍ଚି ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ ସତର୍କ ରୁହନ୍ତୁ । ପାଠ କ୍ଷେତ୍ର ରେ ମାନ ସମ୍ମାନ ବଢିବ ଏବଂ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ, ଆପଣ ନିଜ ମୁଣ୍ଡ ଥଣ୍ଡା କରି କାମ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହବ । ଆପଣଙ୍କୁ ନିଜ କାମ ପାଇଁ ଟାଇମ ତେବଲ ବନେଇକି ଚଳିବା ଆବଶ୍ୟକ ଅଟେ ତେବେ ଯାଇ ଆପଣଙ୍କ କାର୍ଯ୍ୟ ପୂର୍ଣ ହବ ନଚେତ କାମ ଅପୂର୍ଣ ରହିବ ।

ମକର :

ହଟାତ ଧନ ଲାଭ ଯୋଗ ହେଉଛି, ଛୋଟ ଜାଗା ରହିବା ପାଇଁ ଗଢି ପାରନ୍ତି, ଆର୍ଥିକ ଲାଭ ଅବସର ମଜବୁତ ଅଛନ୍ତି । ଆଜି ଦିନ ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ । ଆଜି ଶେୟର ବଜାର ରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ଅଟେ, କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ ।

କୁମ୍ଭ :

କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି, ବ୍ୟବସାୟ ପାଇଁ ଦୂର ଯାତ୍ରା ଯିବାକୁ ପଡି ପାରେ କିନ୍ତୁ ତାହା ପରେ ଗଲେ ମଧ୍ୟ ଚଳିବ ଆଜି ଆପଣ ନିଜ ଘର ଲୋକଙ୍କ ସହ ସମୟ ବିତାନ୍ତୁ । ମନେ ରଖନ୍ତୁ ଖରାପ ଜିନିଷ ଅଧିକ ଆକର୍ଷିତ ହୋଇ ଥାଏ କିନ୍ତୁ ଏହାର ପରିଣାମ ମଧ୍ୟ ଖରାପ ହୋଇ ଥାଏ । ଭଲ ଲୋକଙ୍କ କଥା ଶୁଣନ୍ତୁ ଏବଂ ବଡ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

ମୀନ :

ସାଙ୍ଗ ଓ ଘର ଲୋକଙ୍କ ସହ କେଉଁଠି ବୁଲିବା ପାଇଁ ଯାଇ ପାରନ୍ତି, ଯଦି ଆପଣଙ୍କ ବ୍ୟବସାୟ ରଚନାତ୍ମକ କ୍ଷେତ୍ର ରେ ଅଛି ତେବେ ଆପଣଙ୍କୁ ନିଜ ପ୍ରତିଭା ଦେଖେଇବା ପାଇଁ ବହୁତ ଭଲ ଅବସର ପ୍ରାପ୍ତ ହବ । ଛାତ୍ରଙ୍କ ପାଇଁ ନୂଆ ଜବ ଅବସର ଉପଲବ୍ଧ ରହିବ, ଆଜି ଆପଣଙ୍କୁ ନୂଆ ଏବଂ ତୀର୍ଥ ସ୍ଥାନ ବୁଲିବା ପାଇଁ ଯୋଗ ହେଉଛି, ନିଜ କାମ ଏବଂ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବା ଉଚିତ ।

Leave a Reply

Your email address will not be published. Required fields are marked *