ନୂଆ ବିବାହ କରିଥିବା ଗୁଡୁ ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ପାଇଁ ଆସିଲା ଏକ ବଡ଼ ଖୁସି ଖବର, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ରିୟଲ ଲାଇଫକୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବିଷେଶ କରି ଯେଉଁ କଳାକାର ମାନେ ବିବାହିତ ସେମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବା ସହ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ଓଡିଆ ଜଗତରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିବା ସହ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି ।

ମ୍ୟାରେଜ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ମ୍ୟାରେଡ ଲାଇଫକୁ ନେଇ ଅନେକ କଥା ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଗୁଡୁ ଓ ତାଙ୍କ ସ୍ତ୍ରୀ ପ୍ରିୟାଙ୍କା ବହୁତ ଜଲ୍ଦି ଖୁସି ଖବର ଦେବାକୁ ଯାଉଛି ତାହା କଣ ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ତଥା ହାସ୍ୟ ବା କମେଡି ଅଭିନେତା ଗୁଡୁ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ସେ ତାଙ୍କର ଜବରଦସ୍ତ ଅଭିନୟ ଦ୍ଵାରା ଲୋକ ମାନଙ୍କୁ ହସାଇ ହସାଇ ଖୁବ ଲୋକପ୍ରିୟ ହୋଇଛନ୍ତି । ତାଙ୍କର କାମେଡି ପାଇଁ ସେ ଖୁବ ନାଁ କମାଇଛନ୍ତି । ତେବେ ସି ତାଙ୍କର ପିଲା ଦିନର ବାନ୍ଧବୀ ପ୍ରିୟଙ୍କା ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

 

ଦୁହିଙ୍କର ବିବାହ ବହୁତ ସିମ୍ପଲ ଷ୍ଟାଇଲ ରେ ହୋଇଥିଲା । ଅଭିନେତା ଗୁଡୁ ତାଙ୍କର ବିବାହର ସବୁ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ନିଜର ଫ୍ୟାନ୍ସ ମାନଙ୍କ ସହ ସେୟାର କରିବାର ମଧ୍ୟ ନଜର ଆସିଥିଲେ । ତେବେ ବର୍ତ୍ତମାନର ବଡ ଖବର ହେଉଛି ଏହି ନୂଆ ଦମ୍ପତି ବହୁତ ଜଲ୍ଦି ଖୁସି ଖବର ଦେବାକୁ ଯାଉଛନ୍ତି ।

ତାଙ୍କ ଘରେ ବଉତ ବଡ ଖୁସି ଖବର ଆସିବାକୁ ଯାଉଛି ବୋଲି ସୂଚନା ରହିଛି । ତେବେ ସେହି ଖୁସି ଖବର ଟି କଣ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଏହି ଦୁଇ ଦମ୍ପତି ପ୍ରେମ ବିବାହ କରି ଆଜିକା ଡେଟର ବେଶ ଖୁସିରେ ନିଜର ଜୀବନ ବିତାଉଛନ୍ତି । ଦୁହେଁ ପରସ୍ପର ସହ ଖୁସି ଥିବାର ଅନେକ ଥର ନଜର ଆସିଛନ୍ତି ।

ଆଗକୁ ମଧ୍ୟ ଏହି ଏହି ଦମ୍ପତି ଏମିତି ଏକାଠି ରହି ନିଜାର ବୈବାହିକ ଜୀବନରେ ଆଗକୁ ବଢିବେ ବୋଲି ଆମର କାମନା । ତେବେ ଅଭିନେତା ଗୁଡୁ ତାଙ୍କର ଅଭିନୟ ଆଜି ବି ଜାରି ରଖିଛନ୍ତି । ସେ ଓଡିଆ ଫିଲ୍ମ ବ୍ଯତୀତ ଅନେକ ଟିଭି ସିରିଏଲ ରେ ମଧ୍ୟ ଦମଦାର ଅଭିନୟ କରିବାର ନଜର ଆସିଛନ୍ତି । ଆଶା କରୁଛୁ ସେ ତାଙ୍କର ଅଭିନୟ ଆଗକୁ ଏମିତି ଜାରି ରଖିବେ ଯାହା ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଗୁଡୁ ଓ ପ୍ରିୟଙ୍କା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *