ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଥିବେ ଯେ ଚଳଚିତ୍ର ଦୁନିଆରେ ପ୍ରସିଦ୍ଧି ମିଳିଥାଏ କିନ୍ତୁ ଭୁଲ ହେଲେ ଦର୍ଶକ ପସନ୍ଦ କରନ୍ତି ନାହିଁ ଏହା ଛଡା ଅଭିନେତା ଓ ଅଭିନେତ୍ରୀ ମାନଙ୍କ କିଛି କଥା ପ୍ରାଇଭେଟ ରୁହେ ନାହିଁ ଦର୍ଶକ ତାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ଚେସ୍ଥା କରନ୍ତି । ତେବେ କଣ ଆପଣ ମାନେ ଜାଣିଛନ୍ତି କିଛି ଅଭିନେତା ମାନଙ୍କ ସ୍ତ୍ରୀ ମାନେ କଣ କାମ କରନ୍ତି ଆଉ ବର୍ତମାନ ସେ କଣ କରୁଛନ୍ତି । ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ପ୍ରସିଦ୍ଧ ଅଭିନେତା ମାନଙ୍କ ସ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।
ଆନି ଆଉ ସୁବାସିସ :
ଆଣି ଔ ସୁବାସିସଙ୍କୁ ଆପଣ ମାନେ ବହୁତ ସିରିଏଲରେ ଏକାଠି କାମ କରୁଥିବାର ଦେଖିଥିବେ ତେବେ ସୁବାସିସ ଆଉ ଆଣି ଦୁହେଁ ଦୁହିଙ୍କୁ ଭଲ ପାଇଲେ କିଛି ବର୍ଷ ପ୍ରେମୀ ଯୁଗଲ ରହିବା ପରେ ବର୍ତମାନ କିଛି ଦିନ ତଳେ ଦୁହିଙ୍କ ବିବାହ ହୋଇଛି ଆଉ ଦୁହେଁ ବହୁତ ଖୁସି ଅଛନ୍ତି । ଆଣି ଆଉ ସୁବାସୀ ଦୁହେଁ ବିବାହ ପରେ ବି ଅଭିନୟ ଦୁନିଆରେ କାମ କରୁଛନ୍ତି ଆଉ ନିଜ ଭବିଷତ ଗଢୁଛନ୍ତି ।
ସିଦ୍ଧାନ୍ତ ଓ ମାମା ମିଶ୍ର :
ସିଦ୍ଧାନ୍ତଙ୍କୁ କିଏ ଅବା ଜାଣି ନାହିଁ ଯଦି ଓଡିଆ ମେଗା ଷ୍ଟାର କେହି ଅଛି ତେବେ ସେ ସିଦ୍ଧାନ୍ତ ଅଟନ୍ତି, ତାଙ୍କ ଅଭିନୟ ଆଉ କଳା ର ଦର୍ଶକ ମାନେ ଆଜୀବ୍ୟ ଦିବାନା ଅଟନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ସେ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ ଆଉ ବିବାହ ପରେ ମାମା ମିଶ୍ର ଅଭିନୟ କରିବା ଛାଡି ଦେଲେ ବର୍ତମାନ ସେ ହାଉସ ୱାଇଫ ଅଛନ୍ତି ।
ବାବୁଷାନ ଓ ପ୍ରାଚୀ :
ବାବୁଷାନ ବର୍ତମାନ ବହୁତ ଚର୍ଚାରେ ରହିଛନ୍ତି ତାଙ୍କ ଅଭିନୟ ଆଉ ଛୁଆଳିଆ ସ୍ଵଭାବ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଛି । ତେବେ କଣ ଆପଣ ଜାଣିଛନ୍ତି ବାବୁଷାନ ନିଜ କଲେଜ ସାଙ୍ଗ ପ୍ରାଚୀଙ୍କୁ ଭଲ ପାଇ ବିବାହ କରିଥିଲେ ଯାହା ପରେ ପ୍ରାଚୀ ହାଉସ ୱାଇଫ ଥିଲେ କିନ୍ତୁ ବର୍ତମାନ ବାବୁଷାନଙ୍କ ସବୁ ବିଜନେସ ପ୍ରାଚୀ ସମ୍ଭାଲୁଛନ୍ତି ।
ଅନୁଭବ ମହାନ୍ତି ଓ ବର୍ଷା :
ଅନୁଭବ ଆଉ ବର୍ଷାଙ୍କୁ ଦର୍ଶକ ମାନେ ବହୁତ ଭଲ ପାଉଥିଲେ କିନ୍ତୁ କିଛି ନିଜି କାରଣରୁ ଦୁହେଁ ଅଲଗା ହୋଇଗଲେ ବର୍ତମାନ ଅନୁଭବ ନିଜ ଇଲେକ୍ସନ ପାଇଁ ବ୍ୟସ୍ତ ଅଛନ୍ତି ଆଉ ବର୍ଷା ନିଜ ଅଭିନୟ ଦୁନିଆକୁ ଫେରିଲେଣି ବହୁତ ଶୀଘ୍ର ଆପଣଙ୍କୁ ବରଷାଙ୍କ ନୂଆ ଫିଲ୍ମ ଦେଖିବାକୁ ମିଳିବ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।