ଦୁଃଖ ଖବର:- କରୋନା ରେ ମୃତ୍ୟୁବରଣ କଲେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ

\ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ଯେମିତି ଫ୍ୟାମ୍ସ ହୋଇ ପାରିଛନ୍ତି ଠିକ ସେହିପରି ଗାୟକ ଓ ଗାୟିକା ମାନେ ମଧ୍ୟ ନିଜର ମଧୁର ଜଣ୍ଠ ଦାନ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଓଡିଶାରେ ଅନେକ କଣ୍ଠଶିଳ୍ପୀ ମାନେ ଅଛନ୍ତି ଯେଉଁ ମାନେ ନିଜର ସଙ୍ଗୀତ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଜଣେ ଏମିତି ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁନୀଲ ଯାହାଙ୍କର କୋରୋନାରେ ମୃ-ତ୍ୟୁ ହୋଇଛି ସେହି ବିଷୟରେ କହିବାକୁ ଯାଉଛୁ ।

ଓଡିଆ ସିନେମା ଜଗତ ପାଇଁ ଏକ ଦୁଖ ଖବର ଆସି ପହଞ୍ଚିଛି । ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଙ୍କର କୋରୋନାରେ ଆକ୍ରାନ୍ତ ହୋଇ ପ-ର-ଲୋ-କ ଘଟିଛି । ତାଙ୍କର ପରଲୋକ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ଆମ ଭାରତ ଦେଶ ହେଉଛି ସଂସ୍କୃତି ଓ କଳା ର ଦେଶ । ଏହାକୁ ନେଇ ଅଭିନୟ ଦୁନିଆ ସୃଷ୍ଟି ହୋଇଛି । ଯଦି କେହି କଳାକାର ର ମୃ-ତ୍ୟୁ ହୋଇଯାଏ ତେବେ ପୁରା ଓଡିଆ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳିଯାଏ । ଯେଉଁ ମହାନ ଗାୟକ ଙ୍କର ପରଲୋକ ଘଟିଛି ସେ ହେଉଛନ୍ତି ମ୍ୟୁଜିକ କମ୍ପୋଜର ସୁନୀଲ ଯାହାଙ୍କର କୋରୋନାରେ ପ-ର-ଲୋ-କ ଘଟିଛି ।

ତାଙ୍କର ମାତ୍ର ୬୮ ବର୍ଷ ବୟସରେ ମୃ-ତ୍ୟୁ ଘଟିଛି । ଗତ ଅଗଷ୍ଟ ମାସରେ କଣ୍ଠଶିଳ୍ପୀ ସୁନୀଲ କୋରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ କଲମ୍ବ ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିଥିଲା । ଏହା ପରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରି ଆସିଥିଲେ । କିନ୍ତୁ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଶୋଚନୀୟ ହୋଇ ପଡିଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ପ-ର-ଲୋ-କ ଘଟିଥିଲା । ସେ ତାଙ୍କ କ୍ଯାରିୟର ରେ ଅନେକ ଗୀତ ଗାଇଛନ୍ତି ।

ଏହା ସହ ସାମାଜିକ ଦୁର୍ନୀତି ବିରୁଦ୍ଧରେ ସେ ତାଙ୍କର ମତାମତ ଦେଇଥାନ୍ତି । ଜଣାଶୁଣା ଗାୟକ ତଥା ମ୍ୟୁଜିକ କମ୍ପୋଜର ସୁନୀଲ ଙ୍କର ପ-ର-ଲୋ-କ-ରେ ସିନେମା ଇଣ୍ଡଷ୍ଟ୍ରି ରେ ଅନେକ କ୍ଷତି ହୋଇଛି । କଳାକାର ମାନଙ୍କ ଠାରୁ ଆରମ୍ଭ କରି ତାଙ୍କର ଫ୍ୟାନ୍ସ ମାନେ ଦୁଖ ପ୍ରକାଶ କରିଛନ୍ତି । ସେ ଅନେକ ସଙ୍ଗୀତ ରେ କଣ୍ଠ ଦାନ କରି ଖୁବ ଲୋକପ୍ରିୟତା ହାସଲ କରିଥିଲେ । ସେ ତାଙ୍କର ସୁମଧୁର ଗୀତ ପାଇଁ ଓଡିଶାରେ ଜଣେ ନାମିଦାମି କଣ୍ଠଶିଳ୍ପୀ ଭାବେ ପରିଚିତ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ କଣ୍ଠଶିଳ୍ପୀ ସୁନୀଲଙ୍କର ସଙ୍ଗୀତ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *