ଓଡିଆ ସିରିୟଲ ହୀରୋ ନାଗେଶଙ୍କ Family Album ଓ Biography

ଓଡ଼ିଆ ସୀରିଏଲ ଦୁନିଆ ବହୁତ୍ ଅଲଗା ଅଟେ । ଏଠାରେ ଚାନ୍ସ ପାଇଲେ ଅଭିନୟ ଭଲ କଲେ ଆପଣ ରାତା ରାତି ଷ୍ଟାର୍ ହୋଇପାରିବେ । ତେବେ ଆପଣଙ୍କ ଭିତରେ ସେହି କଳା ଟିଏ ହବା ବହୁତ୍ ଆବଶ୍ୟକ ଅଟେ । ଆଜିବି ଆମେ ଏମିତି ଗୋଟେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସାମାନ୍ୟ ଲୋକ ଥିଲେ କିନ୍ତୁ ମାୟା ସୀରିଏଲରେ କାମ କରି ସେ ରାତା ରାତି ଷ୍ଟାର୍ ହୋଇଛନ୍ତି ।

ଆପଣ ମାନେ ସମସ୍ତେ ଘରେ ସୀରିଏଲ ଦେଖିବା ପସନ୍ଦ କରନ୍ତି ଓ ସେହି ସୀରିଏଲ ମାନଙ୍କ ମଧ୍ୟରୁ କିଛି ଆପଣଙ୍କୁ ବହୁତ୍ ପସନ୍ଦ ହୋଇଥାଏ ଯାହାକୁ ଚାଡ଼ିବା ଆପଣଙ୍କୁ ଜମା ବି ପଶନ୍ଦ ନୁହ । କିଛି ସୀରିଏଲ କାହାଣୀ ଲୋକଙ୍କୁ ଏତେ ପଶନ୍ଦ ଆସିଥାଏ ଜେ ସେ ସୀରିଏଲ ଅଭିନେତା ଅଭିନେତ୍ରୀ ଦୁଃଖୀ ରହିଲେ ଦୁଃଖୀ ହୁଅନ୍ତି ଓ ସେମାନେ ଖୁସି ରହିଲେ ଖୁସି ।

ତେବେ ଅଭିନେତା ଅଭିନେତ୍ରୀଙ୍କୁ ଘରେ ଘରେ ବହୁତ୍ ମାନ ସମ୍ମାନ ସହ ଭଲ ପାଇବା ମଧ୍ୟ ମିଳିଥାଏ ଜୀବନରେ କିଛି ଭଲ କରିବା ପାଇଁ କେବଳ ଚାନସ୍ ଖୋଜିବାକୁ ପଡେ ନାହିଁ ଆମେ ଯେଉଁ ଜାଗାରେ ବି ରହିବୁ ଭଲ କାମ କରି ପାରିବୁ । ତେବେ ଆପଣ ମାନେ ନାଗେଶଙ୍କୁ ଜାଣିଥିବେ ସେ ମାୟା ସୀରିଏଲରେ ନୂଆ ଆସିଛନ୍ତି କିନ୍ତୁ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଥିଲା ଓ ବର୍ତ୍ତମାନ ସେ ସମସ୍ତଙ୍କ ଫେବ୍ରେଟ ଅଛନ୍ତି ।

ସୀରିଏଲରେ ତାଙ୍କ ଅଭିନୟ ଦେଖି ଆପଣ ମଧ୍ୟ ଜାଣି ପାରିବେ ନାହିଁ ଜେ ଏହା ସତ ନା ମିଛ ଓ କଣ ଅଭିନୟ ଅଟେ । ଦର୍ଶକ ମାନଙ୍କୁ ରୁଦ୍ରି ଓ ନାଗେଷଙ୍କ ଯୋଡ଼ି ବହୁତ୍ ପସନ୍ଦ ଆସୁଚି ତାହା ସୀରିଏଲ ଟିଆରପି ଦେଖିଲେ ଜଣା ପଡ଼ିଛି ।

ଆପଣଙ୍କୁ ଏହା ଜଣା ଅଛି କି ନାଗେସଙ୍କ ଘର ବାରିପଦା ଅଟେ ଓ ସେ ନିଜ ଗାଁ କୁ ଯିବାକୁ ବହୁତ୍ ପସନ୍ଦ କରନ୍ତି କିନ୍ତୁ ସୀରିଏଲ ସୁଟିଙ୍ଗ ପାଇଁ ବର୍ତ୍ତମାନ ସେ ଭୁବନଶ୍ଵରରେ ଘର ଭଡ଼ା ରେ ନେଇ ରହୁଛନ୍ତି । ତାଙ୍କ ବ୍ୟବହାର ସମସ୍ତଂକ ସହ ବହୁତ୍ ଭଲ ଅଟେ । ଆପଣ ମାନଙ୍କୁ ନାଗେଶ ଓ ରୁଦ୍ରୀଙ୍କ ଯୋଡ଼ି କେମିତି ଲାଗେ ଆମକୁ ନିଶ୍ଚିନ୍ତ କହିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *