ଆଜିକା ସମୟରେ ଶିକ୍ଷା ଏତେ ଆବଶ୍ୟକ ହୋଇଯାଇଛି ଯାହା ବିନା କିଛି ସମ୍ଭବ ନୁହ, ଆଜିକା ସମୟରେ ସମସ୍ତଙ୍କୁ ନୂଆ ନୂଆ କଥା ଜାଣିବା ପାଇଁ ଇଛା ହୋଇଥାଏ । ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି ।
ଆପଣଙ୍କୁ କିଛି ଡବଲ ମୀନିଂଗ ବାଲା ପ୍ରଶ୍ନ ପଚାରିବୁ, ଏହାକୁ ଶୁଣି ଆପଣଙ୍କୁ ଖରାପ ଲାଗିପରେ କିନ୍ତୁ ଏହାର ଉତରା ବହୁତ ଠିକ ଅଟେ । ଆସନ୍ତୁ ସେହି ପ୍ରଶ୍ନ ଆଲୋଚନା କରିବା ।

୧. ନବାଜିଲେ ବି ଆଘାତ ଦିଏ, ସେଇଟା କଣ ?
ଉତ୍ତର – ବାଣୀ
୨. ୨ କୁ ୨୦୦ ସହିତ ୪ ଥର ମିଶାଣ କଲେ କଣ ପାଇବେ ?
ଉତ୍ତର – ୨୦୨, ୨୦୨, ୨୦୨, ୨୦୨
୩. ଗତି କରେ କିନ୍ତୁ ଗୋଡ ନାହିଁ । ତାହାର ବ୍ଯାଙ୍କ ଅଛି କିନ୍ତୁ ପଇସା ନାହିଁ । ସେ କିଏ ?
ଉତ୍ତର – ନଦୀ (ରିଭର)
୪. ଚାଇନାର ଲୋକମାନେ କାହିଁକି ପାକିସ୍ତାନର ଲୋକ ମାନଙ୍କଠାରୁ ଅଧିକ ଖାଆନ୍ତି ?
ଉତ୍ତର : କାରଣ ଚାଇନାରେ ଲୋକସଂଖ୍ୟା ଅଧିକ ।

୫. କେଉଁ ପଶୁ ଗଛଠାରୁ ଅଧିକ ଉଚ୍ଚ ଡେଇଁପାରେ ?
ଉତ୍ତର : ସମସ୍ତ ପଶୁ (କାରଣ ଗଛ ଆଦୌ ଡେଇଁପାରେ ନାହିଁ)
୬. କଟକରେ ବାସ କରୁଥିବା ଜଣେ ଲୋକକୁ ଭୁବନେଶ୍ଵରରେ କବର ଦେବା ଅପରାଧ, କାହିଁକି ?
ଉତ୍ତର : ଲୋକଟି ମରିନାହିଁ ।
୭. ମୁଁ ଗୋଟିଏ ଅଡ ନମ୍ବର । ଯଦି ମୋଠାରୁ ଗୋଟିଏ ଲେଟର ନେଇଯାଅ ତେବେ ମୁଁ ଇଭିନହୋଇଯିବି । ମୁଁ କିଏ ?
ଉତ୍ତର : Seven

୮. ଗୋଟିଏ ପେନସିଲକୁ କିଭଳି ଭାବେ ଚଟାଣରେ ରଖିଲେ କେହି ଡେଇଁ ପାରିବେ ନାହିଁ ?
ଉତ୍ତର : ଦୁଇକାନ୍ଥର ସଂଯୋଗ ସ୍ଥାନ (କୋଣ)ରେ ରଖିଲେ ।
୯. ମୁଁ ଗୋଟିଏ ଗ୍ରୀନ ହାଉସ, ମୋ ଭିତରେ ଗୋଟିଏ ହାଇଟ ହାଉସ ଅଛି । ଵ୍ହାଇଟ ହାଉସ ଭିତରେ ଗୋଟିଏ ରେଡ ହାଉସ ଅଛି । ରେଡ ହାଉସରେ ବହୁତ ଗୋଡିଏ ପିଲା ଅଛନ୍ତି । ମୁଁ କିଏ ?
ଉତ୍ତର : ତରଭୁଜ
୧୦. ମୋଠାରୁ ପ୍ରଥମ ଲେଟର ନେଇଯାଅ କିମ୍ବା ଶେଷ ଲେଟର କିମ୍ବା ସମସ୍ତ ଲେଟର ନେଇଯାଅ । ମୁଁ କିନ୍ତୁ ସବୁବେଳେ ସମାନ ରହିବି । ମୁଁ କିଏ ?
ଉତ୍ତର : ପୋଷ୍ଟମ୍ୟାନ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।