Navratri Special: ନବରାତ୍ରିର ବ୍ରତ ଏହି 4ଟି ମହିଳାଙ୍କୁ କେବେବି କରିବା ଉଚିତ ନୁହେଁ, ଅନ୍ୟଥା ଅନର୍ଥ ହୋଇପାରେ

ଭାରତ ବର୍ଷରେ ବହୁତ ପର୍ବ ପର୍ବାଣି ବହୁତ ଧୂମ ଧାମ ସହ ପାଳନ କରା ଯାଇଥାଏ । ଭାରତ ବର୍ଷରେ ବେଙ୍ଗାଲ ଦୂର୍ଗା ପୂଜା ପାଇଁ ପ୍ରସିଦ୍ଧ ଅଟେ । ଦୂର୍ଗା ପୂଜାରେ ପୁରା ଭରତ ବର୍ଷ ମା ଦୂର୍ଗାଙ୍କ ଉପାସନା କରିବା ସହ ବହୁତ ଜାଗାରେ ମାଙ୍କ ଜଗରାତା ମଧ୍ୟ ହୋଇଥାଏ । ତେବେ ନବରାତ୍ରି ଅର୍ଥ ୯ଟି ରାତି, ଏହି ୯ଟି ରାତିରେ ମାନଙ୍କ ପୂଜା କରା ଯାଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ମାଙ୍କ ପୂଜା କରିବା ଉଚିତ ନୁହ ନଚେତ ପରିଣାମ ଖରାପ ହୋଇପାରେ, ତେବେ ଆସନ୍ତୁ ଜାଣିବା କେଉଁ ମହିଳାଙ୍କୁ ମାଙ୍କ ପୂଜା କରିବା ଉଚିତ ନୁହ ।

Image Courtesy: Google

୧. କୁହା ଯାଇଛି ଯେ ଛାଡପତ୍ର ହୋଇଥିବା ସ୍ଵାମୀ ସ୍ତ୍ରୀକୁ ପୂଜା କରିବା ଉଚିତ ନୁହ, କୁହା ଯାଇଛି ଯେ ମାତା ରାନୀ ଏମିତି ମହିଳାଙ୍କୁ ବା ପୁରୁଷଙ୍କୁ ଆଶୀର୍ବାଦ ଦିଅନ୍ତି ନାହିଁ, ଯଦି ଆପଣ ମା ଦୂର୍ଗାଙ୍କ ପୂଜା କରନ୍ତି ତେବେ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହୋଇନଥାଏ । ମାତା ସବୁବେଳେ ସ୍ଵାମୀ ସ୍ତ୍ରୀ ଦୁହେଁ ଏକାଠି ହୋଇ ପୂଜା କଲେ ଆଶୀର୍ବାଦ ଦିଅନ୍ତି ।

୨. ଶାସ୍ତ୍ର ଅନୁଯାଇ ଏହା କୁହା ଯାଇଛି ଯେ ବେଶ୍ୟା ମାନଙ୍କୁ ନବରାତ୍ରି ବା କରବା ଚୋଥ ବ୍ରତ କରିବା ଉଚିତ ନୁହ କାହିଁକିନା ଏହି ବ୍ରତ ସେହି ମହିଳାଙ୍କୁ କରିବା ଉଚିତ ଯାହା ମନ ସହ ଶରୀର ମଧ୍ୟ ପବିତ୍ର ହୋଇଥାଏ, ତେବେ ଭୁଲରେ ବି ବେଶ୍ୟା ମାନଙ୍କୁ ନବରାତ୍ରି ଉପାସ କରିବା ଉଚିତ ନୁହ ।

Image Courtesy: Google

୩. ତେବେ ଯେଉଁ ବ୍ୟକ୍ତିଙ୍କୁ ଭୟଙ୍କର ରୋଗ ହୋଇଥାଏ ଏହି ଭଳି ଲୋକଙ୍କୁ ବ୍ରତ ବା ଉପାସ କରିବା ଉଚିତ ନୁହ । ଏହି ଭଳି ବ୍ୟକ୍ତି ଉପବାସ କଲେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ବହୁତ ବଡ ସମସ୍ଯା ହୋଇପାରେ ସେଥିପାଇଁ ଆପଣ କେବଳ ସମୟ ସମୟ ଅନୁଯାଇ ପୂଜା ଆରତୀ କଲେ ମଧ୍ୟ ମା ଆପଣଙ୍କ ଉପପରେ ସନ୍ତୁଷ୍ଠ ହୋଇଥାନ୍ତି ସେଥିପାଇଁ ଆଗ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଓ ତା ପରେ ଅନ୍ୟ କଥା ।

Image Courtesy: Google

୪. ଯେଉଁ ବ୍ୟକ୍ତି ପ୍ରାୟତଃ ସମୟରେ ଅପଶବ୍ଦ କୁହନ୍ତି ସେହି ଭଳି ଲୋକଙ୍କୁ ମାତାଙ୍କ ପୂଜା କରିବା ଉଚିତ ନୁହ, ମାତା ରାନୀ ଏହି ଭଳି ମହିଳାଙ୍କ ପୂଜା ସ୍ଵୀକାର କରନ୍ତି ନାହିଁ । ତେବେ ଯଦି ଆପଣ ମାଙ୍କ ପୂଜା ବ୍ରତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ଏହି ଖରାପ ଅଭ୍ଯାସ ବଦଳିବାକୁ ହବ ତା ପରେ ଆପଣ ବ୍ରତ ବା ପୂଜା କରି ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *