Ollywoodର ଲୋକପ୍ରିୟ ହିରୋ Harihar Das ଙ୍କ ବିବାହର Full Video

ବନ୍ଧୁଗଣ ଆପଣ ମାନେ ଓଡିଆ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଦମଦାର ଅଭିନୟ ପ୍ରଦଶନ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତାଙ୍କର ଅଭିନୟ କେବଳ ଓଡିଶାରେ ନୁହେଁ ବରଂ ଦେଶ ବିଦେଶରେ ମଧ୍ୟ ଖୁବ ଚର୍ଚ୍ଚା ରେ ହେବାରେ ଲାଗିଛି । ଆମ ଓଡିଆ ଫିଲ୍ମ ଦେଖିବାକୁ ଓଡିଶା ବାହାର ଲୋକେ ମଧ୍ୟ ପସନ୍ଦ କରୁଛନ୍ତି ।

ତେବେ ଓଡିଆ କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ହରିହର ଦାସଙ୍କ ବିବାହ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ହରିହର ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ସେ ତାଙ୍କର ଜବରଦସ୍ତ ଅଭିନୟ ଦ୍ଵାରା ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ସେ ଟେଲିଭିଜନ ଜଗତରେ ଅନେକ ରିୟାଲିଟି ସୋ ରେ ନଜର ଆସିବା ସହ ଓଡିଆ ଫିଲ୍ମ ରେ ଡ୍ୟାନ୍ସ କୋରିଓଗ୍ରାଫର ଭାବେ କାମ କରି ଆସିଛନ୍ତି ।

ତାଙ୍କର ପ୍ରଫୋମାଂସ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ସବୁଠାରୁ ଖୁସି ଖବର ହେଉଛି ଅଭିନେତା ହରିହର ଦାସ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜହର ଏହି ଭିଡିଓ ଆପଣ ଦେଖି ପାରିବେ ।

ଗତ କାଲି ସେ ସ୍ତୁତି ପ୍ରଜ୍ଞା ଙ୍କୁ ବିବାହ କରି ସବୁ ଦିନ ପାଇଁ ନିଜର ଜୀବନ ସାଥି ରୂପେ ଚୟନ କରିଛନ୍ତି । ସ୍ତୁତି ପ୍ରଜ୍ଞା ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜବରଦସ୍ତ ଅଭିନେତ୍ରୀ ଭାବେ ଜଣାଶୁଣା । ଏହା ସହ ସ୍ତୁତି ଜଣେ ଭଲ ଡ୍ୟାନ୍ସ ଭାବେ ମଧ୍ୟ ପରିଚିତ ଅଟନ୍ତି । ଦୁହେଁ ଶୁଟିଙ୍ଗ ସେଟରୁ ପରସ୍ପରକୁ ପ୍ରେମ କରିଥିଲେ ଯାହାକୁ ଦୁହେଁ ଗତ କାଲି ବିବାହ ବନ୍ଧନ ରେ ପରିଣତ କରିଛନ୍ତି ।

ଦୁହିଙ୍କ ମ୍ୟାରେଜ ରେ ଓଡିଆ ସେଲିବ୍ରେଟି ମାନେ ଯୋଗ ଦେଇ ବହୁତ ମଜା ମସ୍ତି କରିବାର ନଜର ଆସିଥିଲେ । ଦୁହେଁ ନିଜର ମ୍ୟାରେଜ କୁ ନେଇ ବେଶ ଖୁସି ହେବା ସହ ବହୁତ ଉପୋଭୋଗ ମଧ୍ୟ କରିଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ଅଭିନେତ୍ରୀ ସ୍ଥିତିଙ୍କର ୮ବା ୧୦ଟି ଆଲବମ ରହିଛି ଯେଉଁଥିରେ କୋରିଓଗ୍ରାଫି କରିଥିଲେ ହରିହର ଦାସ ।

ଦୁଇ ଦମ୍ପତି ଏକ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦୁହେଁ ନିଜର ବିବାହର ପ୍ରତେକ ରସମରେ ଖୁବ ସାରା ମସ୍ତି କରିବା ସହ ଧୁମଧାମ ରେ ସେଲିବ୍ରେସନ କରିବାର ନଜର ଆସିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ହରିହର ଦାସ ଓ ଅଭିନେତ୍ରୀ ସ୍ତୁତି ପ୍ରଜ୍ଞାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *