ଓଲିଉଡ ଅଭିନେତ୍ରୀ ଅପରାଜିତା କିପରି ନିଜ ନାତି ସହ ଖେଳୁଛନ୍ତି ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ ଅକରୁଥିବା କଳାକାର ମାନଙ୍କୁ ଆପଣ ଅମନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ବ୍ଯତୀତ ସୁନ୍ଦରତା, ଷ୍ଟାଇଲ ଓ ଲୂକ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । କିଛି କଳାକାର ଏମାନେ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ତ ଆଉ କିଛି କଳକାର ମାନେ ଆରେଞ୍ଜ ମ୍ୟାରେଜ କରି ହସ ଖୁସିରେ ଟାଇମ ସ୍ପେନ୍ଡ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରି ର ଜବରଦସ୍ତ ଆକ୍ସନ ଓ କମେଡି ଅଭିନେତା ବାବୁସାନ ମହାନ୍ତି ଙ୍କ ପୁଅ ସହ ତାଙ୍କ ମା’ ଅପରାଜିତା ମହାନ୍ତି କିପରି ସମୟ ଅତିବାହିତ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଜଗତର ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ବେଶ ଭଲ ଭାବେ ଯାଇଥିବେ । ସେ ଅଭିନେତା ଉତ୍ତମ ମହାନ୍ତି ଙ୍କ ପ୍ରେମ କରି ମ୍ୟାରେଜ କରିଛନ୍ତି ।

ଦୁହିଙ୍କ ପୁଅ ହେଉଛନ୍ତି ବାବୁସାନ ମହାନ୍ତି ଯିଏ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ବାବୁସାନ ଓ ତୃପ୍ତି ୨୦୧୫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହର ଗତ ୬ ବର୍ଷ ପରେ ବାବୁସାନ ଓ ତୃପ୍ତିଙ୍କର ଗୋଟେ ପୁତ୍ର ସନ୍ତାନ ହୋଇଛି ଯାହାକୁ ବାବୁସାନ ସୋସିଆଲ ଆକାଉଣ୍ଟରେ ଶେୟାର କରିଥିଲେ ।

ବର୍ତ୍ତମାନ ବାବୁସାନ ଙ୍କ ପୁଅ ଙ୍କୁ ୫ମାସ ବୟସ ହୋଇଛି । ଏହି ଭିଡିଓ ରେ ଅପରାଜିତା ନିଜ ନାତି ସହ ଖେଳୁଥିବାର ନଜର ଆସୁଛନ୍ତି । ଏହା ସହ ସେ ତାଙ୍କ ନାତି କୁ ଖୁଆଇ ଦେଉଥିବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି । ବହୁତ ହସ ଖୁସିରେ ଅପରାଜିତା ନିଜ ନାତି ସହ ମଜାମସ୍ତି କରି ସମୟ ଅତିବାହିତ କରୁଛନ୍ତି । ଯାହାକୁ ବାବୁସାନ ନିଜ ସୋସିଆଲ ଆକାଉଣ୍ଟ ରେ ଫ୍ୟାନ୍ସ ମାନଙ୍କୁ ଶେୟାର କରିଛନ୍ତି । ତେବେ ଅପରାଜିତା ହେଉଛନ୍ତି ଓଡିଆ ଜଗତରା ଏମିତି ଜଣେ ଜଣାଶୁଣା ଅଭିନେତ୍ରୀ ଯିଏ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନକୁ ମୋହିତ କରିଛନ୍ତି ।

ଏହା ଛଡା ଉତ୍ତମ ମହାନ୍ତି ମଧ୍ୟ ଜବରଦସ୍ତ କଳାକାର ଭାବେ ଓଡିଆ ଇଣ୍ଡଷ୍ଟ୍ରି ରେ ପରିଚିତ ଅଟନ୍ତି । ଅପରାଜିତା ଓ ଉତ୍ତମ ମହାନ୍ତି ଦୁହେଁ ଏକାଠି ଅନେକ ଓଡିଆ ଫିଲ୍ମ ଆରେ ଅଭିନୟ କରିବାର ନଜର ଆସିଛନ୍ତି । ଦୁହିଙ୍କ ଯୋଡି ରିୟଲ ଲାଇଫରେ ମଧ୍ୟ ଖୁବ ଚର୍ଚ୍ଚା ରେ ରହି ଆସିଛି । ତେବେ ବାବୁସାନ ନିଜ କୁନି ପୁଅ ସହ ବେଶ ହସ ଖୁସିରେ ସମୟ ଅତିବାହିତ କରୁଛନ୍ତି । ଆଶା କରୁଛୁ ବାବୁସାନ ଓ ତୃପ୍ତି ଙ୍କ ବୈବାହିକ ଜୀବନ ଆଗକୁ ଏମିତି ହସ ଖୁସିରେ ବିତିବ ।

ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ଓ ତୃପ୍ତି ଙ୍କ ଯୋଡି କିପରି ଲାଗିଲା ଓ ତାଙ୍କ କୁନି ପୁଅ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *