3 ଦିନ ଖାଆନ୍ତୁ ଶରୀର ମଜବୁତ ହେବ, ଦିମାଗ ତେଜ ହେବା ସହ ସର୍ବଦା ରହିବେ ଯବାନ- Health Tips

ଆମ ଶରୀର ଏକ ଜନ୍ତ୍ର ଭଳି କହିବା ପାଇଁ ଗଲେ ଭୁଲ ହେବନି । ଏହାକୁ ଆମେ ଜେଭଳି ଭାବେ ରଖିବା ଏହା ସେହି ଭଳି କାମ କରିବ । ଆପଣ ଶରୀରୀ ରେ ହେଉଥିବା ରାସାୟନିକ ପ୍ରତିକାର ପାଇଁ ଆମେ ଦେଖିବା ପାଇଁ ଗଲେ ଅନେକ ହରମୋନ ବାହାରି ଥାଏ । ଏହା ଆମ ରୋଗ ପ୍ରତିରୋଧକ ଶକ୍ତି କିମ୍ବା ଇମ୍ୟୁନିଟି କୁ ଖୁବ ମଜବୁତ କରିଥାଏ । ଏହା କେବଳ ସେତେବେଳେ ହୋଇ ଥାଏ ଯେତେବେଳେ ଏହା ଭଲ ପୋଷଣ ପାଇ ଥାଏ ।

କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହା ଅନେକ ସମୟରେ କମ ହେବାରେ ଲାଗେ ଆମ ଶରୀର ରୁ । ସାଧାରଣ ଭାବେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଇମ୍ୟୁନିଟି ବୟଶ କମ ହେବା ସାଙ୍ଗେ ସାଙ୍ଗେ କମି ଥାଏ ।

କିନ୍ତୁ ଦେଖିବା ପାଇଁ ଗଲେ ଆଜି କାଲିର ପିଲାମାନେ ଖୁବ କମ ବୟଶରେ କୁପୋଷଣ ର ଶିକାର ହେଉଛନ୍ତି । ଏହା ପାଇଁ ଅନେକ ବେମାରି ହେବାରେ ମଧ୍ୟ ଲାଗିଛି । ଯାହା ଦ୍ଵାରା ଆଜି କାଲିର ପିଲାମାନେ ଖୁବ କମ ସମୟରେ ରାଗି ଯିବା କିମ୍ବା ଭୁଲ ନିସ୍ପତି ନେଇ ଯାଉଛନ୍ତି । ଆଜି ଆମେ ଏହି ଭଳି କିଛି ଉପାୟ ବିଷୟରେ କହିବା ପାଇଁ ଯାଉଛୁ ଯାହା ଦ୍ଵାରା ଆମେ ଆମ ଇମ୍ୟୁନିଟି ଶକ୍ତି କୁ ବଢେଇ ପାରିବା । ଦେଖିବା ପାଇଁ ଗଲେ ଏହା କେବଳ ଆପଣଙ୍କ ଶରୀର ରେ ଥିବା ଇମ୍ୟୁନିଟି ଶକ୍ତି ବଢାଇବ ତାହା ନୁହେଁ ଏହା ସହ ଆପଣଙ୍କ ବିଭିନ୍ନ ରୋଗ ରୁ ମୁକ୍ତି ମିଳି ପାରିବ ।

ଜେଭଳିକି ଆଣ୍ଠୁ, ଗଣ୍ଠି ରୋଗ, ହାର୍ଟ ର ବେମାରି, ମୁଣ୍ଡ ବିନ୍ଧା, ଆଖି ର ସମସ୍ଯା ଭଳି ଅନେକ ରୋଗ ଦୂର ହୋଇ ଯିବ । ଏହା ଦ୍ଵାରା କେବଳ ଏହୀ ବେମାରି ନୁହେଁ ବଡ ବଡ ବେମାରି ଜେଭଳିକି ଉଚ୍ଚ ରକ୍ତ ଚାପ, ସୁଗାର ଭଳି ବେମାରି ମଧ୍ୟ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ନେବେ ଦୁଇ ଚାମଚ ଅଳଶି ର ପାଉଡର, ଦୁଇ ଚାମଚ ବାଦାମ ପାଉଡର, ଦୁଇ ଚାମଚ ଅକରୁଟ, ଦୁଇ ଚାମଚ ଚୀନା ବାଦାମ ଓ ଦୁଇ ଚାମଚ ମିଶ୍ରି ପାଉଡର ମିଶେଇକି ଆପଣ ଏହାକୁ ପ୍ରସ୍ତୁତ କରିବେ ।

ଏହାକୁ ଆପଣ ରାତିରେ କ୍ଷୀର ସହ ଖାଇବେ ଏକ ଚାମଚ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ମୋଟାପଣ ଦୂର ହୋଇଥାଏ ଓ ଏହା ସହ ଏହା ଆମ କେଶ ଝଡିବା ଓ ଚେହେରା ରେ ଆସୁଥିବା ଦାଗ କୁ ମଧ୍ୟ କମ କରି ଦେଇ ଥାଏ । ଯାହା ଦ୍ଵାରା ଆମେ ଖୁବ ସୁସ୍ଥ ଚେହେରା ପାଇ ଥାଉ । ଏହା ଆପଣଙ୍କ ଶରୀର ରେ ଥିବା ଅମେଗା 3 କୁ ଆକ୍ଟିଭ କରି ଥାଏ ଯାହା ଦ୍ଵାରା ଆପଣଙ୍କ ରକ୍ତ ସଫା ହୋଇ ଥାଏ ଯାହା ଦ୍ଵାରା ଆମେ ବିଭିନ୍ନ ରୋଗରୁ ମୁକ୍ତ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *