ପ୍ରତିଦିନ ୧ଟି ସେଓ, ଦୂର କରିବ ଏହି ସବୁ ଭୟଙ୍କର ରୋଗ! ନିଶ୍ଚୟ ପଢନ୍ତୁ କାମରେ ଆସିବ

ସେଓର ସେବନ ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଏହି ପୋଷ୍ଟରେ ଆଗକୁ ମୁଁ ଆପଣଙ୍କୁ କହିବି ସେଓର ସେବନ ଶରୀର ପାଇଁ କେଉଁ ପ୍ରକାର ଲାଭକାରୀ ଅଟେ । ଏହା ବଜାରରେ ବହୁ ସହଜରେ ମିଳି ପାରୁଥିବା ଫଳ ଅଟେ । ସାଧାରଣତଃ ଘରେ ଏହାର ଜୁସ ବନେଇ ପିଇବା ଅଧିକ ଲାଭଦାୟକ ଅଟେ । ଆପଣ ନିହାତି ଲୋକଙ୍କ ପାଖରୁ ଶୁଣିଥିବେ one apple a day keeps the doctor away । ଅର୍ଥାତ ଗୋଟିଏ ସେଓ ଖାଅ ଏବଂ ଡକ୍ଟର କୁ ଦୂରକୁ ଭଗାଅ । ପ୍ରତିଦିନ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଭାରତରେ ସେଓକୁ ବିଭିନ୍ନ ନାମରେ ଜଣାଯାଏ । ସେଓ କେବଳ ଏକ ଫଳ ନୁହେଁ ବରଂ ରୋଗକୁ ଦୂରରେ ରଖିବାର ଏକ ସ୍ୱାଦିଷ୍ଟ ଉପଚାର ମଧ୍ୟ ଅଟେ ।

ଯଦି ଆପଣ ଗ୍ୟାସ ଭଳି ସମସ୍ୟାରେ ପୀଡିତ ତେବେ ସେଓର ସେବନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ସେଓରୁ ମିଳୁଥିବ ଫାଇବର ପେଟରେ ଗ୍ୟାସ ଓ କବଜ ଭଳି ସମସ୍ୟା ଧୀରେ ଧୀରେ କମ୍ କରିଥାଏ ।

 

ସେଓରୁ ଆଇରନ ଭରପୂର ମାତ୍ରାରେ ମିଳିଥାଏ । ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଯାଏ । ଯଦି ଆପଣଙ୍କୁ ଏନିମିଆ ଭଳି ରୋଗ ଅଛି ତାହାଲେ ସେଓକୁ ନିଜ ଖାଦ୍ୟରେ ନିହାତି ସାମିଲ କରନ୍ତୁ ।

ସେଓରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ, ଏଥିପାଇଁ ପ୍ରତିଦିନ ସେଓର ସେବନ କରିବା ଦ୍ୱାରା ଅବା ଏହାର ଜୁସ ବନେଇ ପିଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ । ଯେଉଁ ବ୍ୟକ୍ତିର ହାଡ଼ ମଜଭୁତ ହୋଇଥାଏ ସେମିତି ବ୍ୟକ୍ତିକୁ ଆଳସ୍ୟ ବହୁ କମ୍ ଅନୁଭବ ହୋଇଥାଏ ।


ପୋଷ୍ଟଟି କେମିତି ଲାଗିଲା ନିହାତି କମେଣ୍ଟ କରି ଜଣାନ୍ତୁ ଓ ସେଓର ଏହି ଜବରଦସ୍ତ ଫାଇଦାକୁ ନିଜ ପ୍ରିୟଜନଙ୍କ ସହ ନିହାତି ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *