ଓସ୍ତ ପତ୍ରର ଅନୋଖା ଉପାୟ ଯାହା ଚୁଟକି ରେ କରିବ ସବୁ ସମସ୍ଯା ସମାଧାନ

ଆଜି ଆମେ ଆଲୋଚନା କରିବା ହନୁମାନଙ୍କର ଗୋଟେ ଅନୋଖା ଉପାୟ ବିଷୟରେ, ଏହା କରିବା ଦ୍ଵାରା ବହୁତ ବଡ ବଡ ବିପଦ ଟଳି ଯାଇଥାଏ ଯେଉଁ ମାନଙ୍କ ଜୀବନରେ ଚାକିରି ଓ ବ୍ୟବସାୟର ସମସ୍ୟା, ଯଦି କେହି ପଇସା ନେଇଛି କିନ୍ତୁ ଦଉନି, ଯଦି ଆପଣଙ୍କୁ ପିତୃ ସମ୍ପତି ମିଳୁ ନହିଁ ଯେଉଁଥିରେ ତୁମର ଅଧିକାର ଅଛି ଏହି ସବୁ ସମସ୍ୟା ପାଇଁ ହନୁମାନଙ୍କର ଗୋଟେ ଅନୋଖା ପ୍ରୟୋଗ ରହିଛି ଏହା କରିବା ଦ୍ଵାରା ଶୀଘ୍ର ସବୁ ପ୍ରକାର ସଙ୍କଟ ଟଳିଯାଏ ଏହାର ପ୍ରୟୋଗ ଦ୍ଵାରା ସବୁ ସ୍ଥିତିରେ ଲାଭ ମିଳିଥାଏ ଏଥିରେ ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ ।

ଯାହା ଆଉ କାହା ଉପରେ ନିର୍ଭର ହୋଇଥାଏ ଅନ୍ୟା କାହାର ସାହାର୍ଯ୍ୟ ବିନ ଯଦି ଆପଣଙ୍କ କାମ ପୁରା ହୋଇପାରୁନି, ଏହିଭଳି ସ୍ଥିତିରେ ଏହାର ପ୍ରଯୋଗବି କରିପାରିବ ଚାକିରି ହେଉ କି ପ୍ରମୋଶନ ଏହା ପୁରା ପୁରି ବସ ଉପରେ ନିର୍ଭର ଥାଏ , କି ବ୍ୟାପାରରେ ଲାଭ ହେଉନି ଏହାରର ପ୍ରୟୋଗ ରାମବାଣ  ଓ ବରଦାନ ଅଟେ ।

ଏହାର ପ୍ରୟୋଗ ବିଧି ଏହି ପ୍ରକାର ଅଟେକି ସର୍ବ ପ୍ରଥମେ ଗୋଟିଏ ଓସ୍ତ ପତ୍ର ନେଇକି ଆସିବେ, ମନେରଖିବେ ଏହାର ପ୍ରୟୋଗ ମଙ୍ଗଳବାର ନହେଲେ ଶନିବାର କରିବେ ଏମିତି ଗୋଟେ ଓସ୍ତ ପାତ୍ର ଆଣିବେ ଯାହାର ଲାଞ୍ଜ ଟିକେ ବଡ ଥିବ ଏହିପତ୍ରକୁ ଠିକସେ ଧୋଇଦିଅନ୍ତୁ ଓ ଭଗବାନ ହନୁମାନ ମନ୍ଦିରରେ ଯାଇ ହନୁମାନଙ୍କ ସାମ୍ନାରେ ବସି ଏହି ପ୍ରୟୋଗକୁ କରନ୍ତୁ ଯଦି ଆପଣ ମନ୍ଦିର ଯାଇ ନପାରିବେ ତ ଘରର ମନ୍ଦିରରେ ହନୁମାନଙ୍କ ସାମ୍ନାରେ ଏହି ପ୍ରୟୋଗ କରିପାରିବେ ।

ତା ପୂର୍ବରୁ ଭଲସେ ସ୍ଵଛ ହୋଇଯାନ୍ତୁ ଓ ଭଗବାନଙ୍କ ପୂଜା କରି ଆରତୀ କରନ୍ତୁ  ଓ ହନୁମାନ ଚାଳିଶା ପଢନ୍ତୁ ତିଲର ଦୀପଜଳେଇ ସେଥିରେ 5 ଟି ଲବଙ୍ଗ ପକାନ୍ତୁ ଏହାସବୁ କଲାପରେ ସେଇ ଓସ୍ତ ପାତ୍ର ଆଣି ନିଜର ଯାହା ଅସୁବିଧା ଅଛି ଲେଖିବେ ମନେରଖିବେକି ବେସୀ ଗ୍ରୀନ ଥିବା ପାଖରେ ଲେଖିବେ, ଯଦି ଆପଣଙ୍କୁ ଚାକିରି ମିଳୁଣୀ ତ ତା ବିଷୟରେ ଲେଖିବେ ଯଦି ଚାକିରୀରେ ପ୍ରମୋଶନ ମିଳୁନି ତାହେଲେ ସେଇ ପତ୍ରରେ ଲେଖିବେ ପଦ ଉନ୍ନତି, ଯଦି ପିତୃ ସମ୍ପତି ମିଳୁଣୀ ତ ସେଇ ପତ୍ରରେ ଲେଖିବେ ରାଜ ପଦ ।

ଏହାର ପ୍ରୟୋଗ ଚନ୍ଦନର ପ୍ରଯୋଗରେ ଲେଖିବାକୁ ହେବ ଏହାକୁ ଲେଖିବା ପାଇଁ ଆପଣଙ୍କୁ ଅନାର କଲମର ବ୍ୟବହାର କରିବାକୁ ହେବ ଯଦି ଅନାର କାଲାମ ମିଳୁଣୀ ତାହେଲେ ବେଲ ଗଛର ଡାଳରେ ଗୋଟିଏ କାଲମ ବନେଇଦିନ୍ତୁ ପତ୍ରରେ ଏହି ସବୁ ଜିନିଷ ଲେଖିଦିଅନ୍ତୁ ପତ୍ର ଆର ପାଖରେ ରାମ ଭକ୍ତ ହୁନୁମାନ ଓ ତଳ ପାଖରେ ଲେଖିବେ ” ତୁମ ଉପକାର ସୁଗ୍ରୀବହିଁ କିନ୍ହା ରାମ ମିଲାଏ ରାଜପଦ ଦିନ୍ହା ” ବାସ ଏତିକି ଲେଖି ହନୁମାନଙ୍କ ପାଦତଳେ ରଖିଦେବେ ଓ ଶୁଖିବାକୁ ଛାଡିଦେବେ ।

ତା ପର ଦିନ ସକାଳୁ ଉଠି ସ୍ନାନ କରି ସେଇ ପତ୍ରକୁ ଉଠେଇ ପାତ୍ର ଉପରେ ଚିନୀ କି ମିଶ୍ରି ରଖି ହନୁମାନ ମନ୍ଦିରରେ ଗାତ ଖୋଳି ପୋତିଦେବେ ଏହି ପ୍ରକାରେ ଏହି ସମ୍ପୂର୍ଣ ବିଧି ଅଟେ ଏହାର ପ୍ରଭାବ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ବାବା ହନୁମାନଙ୍କ କୃପାରୁ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *