ଗୋଟେ ହିଁ ରାତିରେ ପେଟର ସବୁ ଅସନା ହେବ ବାହାର- Health Tips

ବନ୍ଧୁଗଣ ଏହି ଉପାୟଟି ଆପଣେଇଲେ ଏକା ସହିତ ପେଟରେ ଥିବା ସମସ୍ତ କିଡା ମରିକି ମଳ ଦ୍ଵାରା ବାହାରକୁ ଚାଲି ଆସିବେ । ବନ୍ଧୁଗଣ ପେଟରେ କିଡା ଥିବାର ସମସ୍ଯା ଅଧିକାଂଶ ଛୋଟ ପିଲାମାନଙ୍କ ଠାରେ ଦେଖାଯାଏ । କିନ୍ତୁ ଏହି ସମସ୍ଯା ପିଲାଙ୍କୁ ହେବା ସହିତ ବଡ ଲୋକ ମାନଙ୍କୁ ମଧ୍ୟ ହୋଇଥାଏ । ବନ୍ଧୁଗଣ ପିଲା ମାନଙ୍କ ଠାରେ ଏହି ବିମାରୀ ଏଥିପାଇଁ ହୁଏ କାରଣ ସେମାନେ ନିଜ ଧ୍ୟାନ ନିଜେ ରଖି ପାରନ୍ତି ନାହିଁ । ସାଧାରଣତ ଛୋଟ ଛୁଆ ମାନେ ଭଲ ମନ୍ଦ କିଛି ବିଚାର କରିନଥାନ୍ତି ।

 

ତାଙ୍କୁ ଯାହା ଭଲ ଲାଗେ ସେମାନେ ତାହା କରନ୍ତି କାହାରି କଥା ଶୁଣିନଥାନ୍ତି । ଏହା ଫଳରେ ସେମାନେ ନାନା ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସେହିଭଳି ବଡ ଲୋକଙ୍କୁ ଭୂଲ ଖାଦ୍ଯ ପେୟ ଯୋଗୁଁ ଏହି ବେମାରିଟି ହୋଇଥାଏ ।

ଏହି କିଡା ଏଭଳି ହୋଇଥାନ୍ତି ଯେ ଶରୀରର ପୋଷାକ ତତ୍ଵ ଖାଇବା ଦ୍ଵାରା ଆମ ପରତର ରକ୍ତ ମଧ୍ୟ ଶୋଷିଥାନ୍ତି । ପୀଡିତ ବ୍ଯକ୍ତିର ଶରୀର କମଜୋର ଏବଂ ଚିଡଚିଡା ହୋଇଯାଇଥାଏ । ପେଟରେ କିଡା ସେହିଭଳି ଲୋକଙ୍କୁ ହୋଇଥାଏ ଯାହା ଦୂଷିତ ଭୋଜନ ଏବଂ ପାଣିର ସେବନ କରିଥାନ୍ତି । ଏହା ବ୍ଯତୀତ ଭୁଲ ହାତରେ ଖାଇବା , ହାନିକରିକ ଦ୍ରବ୍ଯ ଖାଇବା । ଅପରିଷ୍କାର ଜାଗାରେ ବସି ଖାଇବା ଏହି ମାଧ୍ୟମରୁ ହୋଇଥାଏ । ଅଧ ସିଝା ମାଂସ, ପାଳିତ ପଶୁ ମାନଙ୍କ ପାଖରେ ବସି ଖାଦ୍ଯ ଖାଇବା, ଅଧିକ ଭାତ ଖାଇବା, ଚର୍ବି ଜାତୀୟ ହେବି ଖାଦ୍ଯ ଖାଇବା ଦ୍ଵାରା ଏହି କିଡାମାନ ରୋଗ ଆସିଥାଏ ।

ବନ୍ଧୁଗଣ ବହୁତ ପ୍ରକାରର କିଡା ଆମ ଶରୀର ମଧ୍ୟରେ ଉତ୍ତପନ ହେଇଯାନ୍ତି । ୧- ଟାର୍ଫଵାର୍ମ କିଡା- ଏହା ଅଧସିଝା ମାଂସ ଖାଇବା ଦ୍ଵାରା ହୋଇଥାଏ କିମ୍ବା ପାଳିତ ପଶୁମାନଙ୍କ ଠାରୁ ମଧ୍ୟ ଆସିଥାଏ । ଏହା ଆମ ମସ୍ତିସ୍କ ଉପରେ ସିଧା ସଳଖ ପ୍ରଭାବ ପକାଇଥାଏ । ଏହା ବହୁତ ପ୍ରକାରର ମାନସିକ ରୋଗ ମଧ୍ୟ ଉତ୍ତପନ୍ନ କରିଥାଏ । ଏହା ଏତେ ଲମ୍ବ ହୋଇଥାଏ ଯେ ଆମର ଶିରାକୁ ମଧ୍ୟ ବ୍ଲକ କରି ପାରିବ ।

୨- ପିନୱର୍ମ କିଡା କିମ୍ବା ଏହାକୁ ଥାର୍ଡ ୱର୍ମ କିଡା ମଧ୍ୟ କୁହାଯାଏ । ଏହା ଗୋଟେ ସରୁ ସିଲେଇ ସୂତା ଭଳି ଦେଖିବାକୁ ଏବଂ ଏହା ଦ୍ଵାରା ପୀଡିତାକୁ ଦସ୍ତ କିମ୍ବା କଫ ଭଳି ରୋଗ ହୋଇଥାଏ । ଏହା ସହିତ ମାଲା ଦ୍ଵାରରେ କୁଣ୍ଡେଇ ହେବା, କାଶ, ଜର ସହିତ ଓଜନ ମଧ୍ୟ କମିଯାଇଥାଏ ।

୩- ରାଉଣ୍ଡ ୱର୍ମ କିଡା- ଏହା ମାଟିରେ ରହୁଥିବା କିଡା ଜିଆ ଭଳି ଦେଖିବାକୁ ଏହା ଅଧିକ ଖାତରନାକ ହୋଇଥାନ୍ତି । ଏହା ହେବାଦ୍ବାରା ପୀଡିତକୁ ଜର, ଆଖିରେ ଲାଲ ଲାଲ ଚିହ୍ନ ହୋଇଯିବ, ଓଜନ କମିବା ଭୋକ ନ ଲାଗିବା ଭଳି ସମସ୍ୟା ଦେଖାଯାଇଥାଏ । ୪- ହୁକ ୱର୍ମସ କିଡା- ଏହା ପ୍ରାଏ ଆମ ଶରୀରରେ ତ୍ୱୋଚା ସାହାଯ୍ୟରେ ଅତି ସହଜରେ ପ୍ରବେଶ କରିଥାନ୍ତି । ଜେଭଳି ଖାଲି ପାଦରେ ଚାଲିଲେ ଅପରିଷ୍କାର ଖାଦ୍ଯ ଖାଇବା ଦ୍ଵାରା ଏହା ଅମ ଶରୀରର ପ୍ରତି ପୋଷାକ ତତ୍ଵକୁ ଖାଇଦେଇଥାଏ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ତ୍ରିଫଳା ନେଇ ଆସିଛୁ ଏହା ଖାଇବା ଦ୍ଵାରା ୩ ଟି ପ୍ରେସର ଆସିଥାଏ, ଏବଂ ୩ୟ ପ୍ରେସରରେ ପାଣି ପାଣି ବାହାରକୁ ଆସିଥାଏ । ବନ୍ଧୁଗଣ ଗୋଟିଏ ଟମାଟୋ ନିଅନ୍ତୁ ଏବଂ ତାହାକୁ କାଟି ୪ ଫାଳ କରିଦିଅନ୍ତୁ, ଏହା ପରେ ଏହାକୁ ନେଇ ଛାତ ଉପରେ ଲୁଣ ଲଗାଇ ରଖି ଦିଅନ୍ତୁ । ଏହା ପରେ ସକାଳୁ ଏହାକୁ ସେବନ କରନ୍ତୁ । ଆପଣଙ୍କ ପେଟର ସବୁ କିଡା ମରିଯିବ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *