ବ୍ଯକ୍ତିର ଓଠ କହିଥାଏ ତାର Character, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଯେତେବେଳେ ଆମେ ପ୍ରଥମେ କୌଣସି ବ୍ୟକ୍ତିଙ୍କ ସହିତ ମିସିଥାଉ ତେବେ ସାମ୍ନା ବାଲାଙ୍କ ଆଚାର ବିଚାର ବ୍ଯବହାର ଜାଣିବା ବହୁତ କଠିନ ହୋଇଥାଏ । ପ୍ରଥମେ ଦେଖା କରିବା ପରେ ଆମେ ସାମ୍ନା ବାଲା ବିଷୟରେ ଅଧିକ କିଛି ଜାଣି ପାରିନଥାଉ । କିନ୍ତୁ ସାମୁଦ୍ରିକ ଶସ୍ତ୍ର ଅନୁସାରେ ବ୍ଯକ୍ତିର ଶରୀରର ଅଲଗା ଅଲଗା ଅଙ୍ଗର ବନାବଟ ଦ୍ଵାରା ମଣିଷର ଆଚାର ବିଚାର ବ୍ଯବହାର ଓ ଚରିତ୍ର ବିଷୟରେ ବହୁତ କିଛି ଜାଣି ହୋଇଥାଏ । ଆଜି ଆମେ ଜାଣିବା ବ୍ଯକ୍ତିର ଓଠ ଦ୍ଵାରା ଜାଣିବା ବ୍ଯକ୍ତିର ବ୍ୟବହାର ଆଉ ଚରିତ୍ର କେମିତି ହୋଇଥାଏ । ବ୍ଯକ୍ତିର ଓଥରା ଆକୃତି ଦେଖି ବହୁତ କିଛି ଜାଣି ପାରିବା ।


ସାମୁଦ୍ରିକ ଶାସ୍ତ୍ରରେ ବ୍ଯକ୍ତିର ସାମାନ୍ଯ ଓଠ ବିଷୟରେ କୁହାଯାଇଛି । ସାମାନ୍ଯ ଓଠ ଅର୍ଥାତ ଦୁଇଟି ଓଠ ସମାନ ଥାଏ । ଦୁଇଟି ଓଠ ମୋଟା ପତଳା ନହୋଇ ସମାନ ହୋଇଥାଏ ସେଥିପାଇଁ ତାକୁ ସାମାନ୍ଯ ଓଠ ବୋଲି କୁହାଯାଏ । ଏମିତି ଲୋକ ବହୁତ ବୁଦ୍ଧିମାନ ହେବ ସହିତ ନିଜ କାମ ସୂଚାରୁ ରୂପେ କରିଥାନ୍ତି । ଜୀବନରେ କେତେବୀ କଠିନ ପରୀକ୍ଷା ଆସୁ ତାକୁ ସମାଧାନ କରିବାର ଗୁଣ ତାଙ୍କ ପାଖରେ ରହିଥାଏ । ଏହି ଲୋକ ଅନ୍ୟର ବିଚାରକୁ ସନମାନ ଦେଇଥାନ୍ତି କିନ୍ତୁ କରିଥାନ୍ତି ସେଇଆ ଯାହା ତାଙ୍କ ମନ କରିଥାଏ ।


ଆଶାନୁ ଜାଣିବା ଓଥରା ଆଉ ଗୋଟେ ଆକୃତି ବିଷୟରେ । ଯେଉଁ ଲୋକଙ୍କର ଉପର ଓଠରେ ସାର୍ପ ଏଙ୍ଗଲ ମାନେ ଉପର ଓଠର ମଧ୍ୟ ଭାଗ ତଳ ଆଡକୁ ଗୋଟିଏ ଏଙ୍ଗଲ ବନା ହୋଇଥାଏ । ଏମିତି ଓଠକୁ ସାର୍ପ ଏଙ୍ଗେଲ ଓଠ କୁହାଯାଇଥାଏ । ଏମାନେ ସତ ପ୍ରତିଶତ ରଚନାତ୍ମକ ହୋଇଥାନ୍ତି । ଏହିଲୋକଙ୍କ ପକାହରେ ବହୁତ ବିଶେଷ କଳା ରହିଥାଏ ଯାହା ଦ୍ଵାରା ସେ ନିଜର ପରିଚୟ ସୃଷ୍ଟି କରିଥାନ୍ତି । ଯେମିତିକି କଳାକାର ସଙ୍ଗୀତ କାର ଇତ୍ୟାଦି । ଏହି ବ୍ୟକ୍ତିଙ୍କ ମେମୋରୀ ମଧ୍ୟ ବହୁତ ସାର୍ପ ହୋଇଥାଏ । ଏମାନେ ଜୀବନରେ ସବୁବେଳେ ସଫଳତା ହାସିଲ କରିଥାନ୍ତି ।


ଯେଉଁ ଲୋକଙ୍କର ଉପର ଓଠ ତଳ ଓଠ ଠୁ ବଡ ହୋଇଥାଏ । ଏହି ଲୋକ ନିଜକୁ ସର୍ବଶ୍ରେଷ୍ଠ ଆଉ ବୁଦ୍ଧିମାନ ମାନି ଥାନ୍ତି । ଇମୋସନାଲ ହେବ ସହିତ ସେ ନିଜକୁ ବହୁତ ଭଲପାଇଥାନ୍ତି । ସେ ଅନ୍ୟ ଲୋକଙ୍କ ଠାରେ କିଛି ଅଧିକ ମତଲବ ହୋଇନଥାଏ । ନିଜ ବିଷୟରେ ବହୁତ ଉଚ ବିଚାର କରିଥାନ୍ତି । ତାଙ୍କୁ ଭିଡାରେ ଆକର୍ଷଣର କେନ୍ଦ୍ର ବନିବା ବହୁତ ଭଲ ଲାଗିଥାଏ । ଏହି ଲୋକ ଅନ୍ୟର ଚୁଗୁଲି କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଯେତେ ପର୍ଯ୍ୟନ୍ତ ଆପଣ ତାଙ୍କ ହଁରେ ହଁ କହିବ ସେତେ ପର୍ଯ୍ୟନ୍ତ ଆପଣ ତାର ପରମ ମିତ୍ର ହୋଇଥାନ୍ତି । ଯଦି ବିପରୀତ କହିବ ତେବେ ସେଇ ବ୍ୟକ୍ତି ଶତ୍ରୁ ହୋଇଯାଇ ଥାଏ ।


ଯେଉଁ ଲୋକଙ୍କର ଉପର ଓଠ ଛୋଟ ଓ ତଳ ଓଠ ବଡ ହୋଇଥାଏ । ଏମିତି ବ୍ୟକ୍ତି ସାଧାରଣ କାର୍ଯ୍ୟ କରିବା ପସନ୍ଦ କରିନଥାଏ । ଚାକିରି ହେଉକି ବ୍ୟବସାୟ ସେ ସବୁ ବେଳେ କିଛି ଅଲଗା କରିବାକୁ ପସନ୍ଦ କରିଥାନ୍ତି । ଜୀବନର ଆନନ୍ଦ କେମିତି ନିଆଯିବ ତାଙ୍କ ଠାରୁ ଶିଖିବା ଉଚିତ । ଏମାନଙ୍କ ଠାରେ ଅନ୍ୟ ଲୋକଙ୍କ ଠାରୁ ଅଧିକ ଏନର୍ଜି ଦେଖିବାକୁ ମିଳିଥାଏ । ଏମିତି ଲୋକ ବହୁତ ଜାଣିବା ଶିଖିବାର ଜିଜ୍ଞାସୁ ହୋଇଥାନ୍ତି । ଖାଇବା ପଇବାର ସଉକିନ ଓ ମିଳନସାର ହୋଇଥାନ୍ତି । ଏମାନଙ୍କୁ ଲୋକଙ୍କର ନେତୃତ୍ଵ କରିବା ପସନ୍ଦ ହୋଇଥାଏ । ସେ ଜୀବନର ସବୁ ସମୟର ଆନନ୍ଦ ଉଠାଇ ଥାନ୍ତି ।

Leave a Reply

Your email address will not be published. Required fields are marked *