ଏହି ୫ ନାମ ଥିବା ଝିଅ ମାନେ ନିଜ ଜୀବନ ସାଥୀଙ୍କୁ କେବେ ଦିଅନ୍ତି ନାହିଁ ଧୋକା- Jyotisha Shastra

ବନ୍ଧୁଗଣ, ନିଜ ଜୀବନରେ ସମସ୍ତଙ୍କୁ ସଚ୍ଚା ଜୀବନ ସାଥି ର ଅପେକ୍ଷା ହୋଇଥାଏ । କାରଣ ପ୍ରେମରେ କେହି ଧୋକା ପାଇବାକୁ ଭଲ ପାଆନ୍ତି ନାହିଁ । ବନ୍ଧୁଗଣ ପାର୍ଟନର କୁ ବାଛିବା ପୂର୍ବରୁ ଆମେ ପ୍ରଥମେ ଆମ୍ଭକୁ ଭଲ ଲାଗିଲା ଭଳି ସବୁ ଗୁଣ ଦେଖିଥାଉ, ତେବେ ସେହି ମଣିଷ ଟି ଆମ ପାଇଁ ସଠିକ ବୋଲି ଆମେ ମନେ କରିଥାନ୍ତି । ନିଜ ମନ ପସନ୍ଦ ର ଜୀବନ ସାଥି କୁ ପାଇ ବିବାହ ନିମନ୍ତେ ନିସ୍ପତି ନେଇଥାନ୍ତି । ସବୁ ଗୁଣ ଦେଖି ବିବାହ କରିସାରିବା ପରେ ମଧ୍ୟ ଜୀବନସାଥି ବୈବାହିକ ଜୀବନରେ ପାଦରେ ପାଦ ମିଶାଇ ନ ଚାଲିଲେ, ଆମକୁ ଜୀବନସାରା ଦୁଖ କଷ୍ଟ ସହିତ ବହୂର୍ତ ଅନୁତାପ ମଧ୍ୟ କରିବାକୁ ପଡିଥାଏ ।

ବନ୍ଧୁଗଣ ଯେପରି ବ୍ୟକ୍ତି ମାନଙ୍କର ରାଶି ବ୍ଯକ୍ତିର ଭବିଷ୍ୟ ସମ୍ବନ୍ଧରେ ସୂଚନା ଦେଇଥାଏ, ଠିକ ସେହିଭଳି ପ୍ରତ୍ୟକ ବ୍ୟକ୍ତି ଙ୍କର ନାମ ତାହାର ସ୍ଵୋଭାବ କୁ ଦର୍ଶାଇ ଥାଏ । ଆଜି ଆମେ ଆପଣଙ୍କୁ ଏହି ୫ ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ ଜଣାଇବାକୁ ଯାଉଛୁ, ଯେଉଁ ମାନେ ନିଜ ପାର୍ଟନର କୁ କେବେ ମଧ୍ୟ ଧୋକା ଦେଇନଥାନ୍ତି ।

୧- “A” ;- ଏହି ନାମର ଝିଅ ମାନଙ୍କ ପାଇଁ ତାଙ୍କ ପାର୍ଟନର ହିଁ ସବୁକିଛି ହୋଇଥାଏ । ଏମାନେ ନିଜ ଜୀବନ ସାଥି ସାଙ୍ଗେ ବଫାଦାର ହେବା ସହିତ, ତାଙ୍କୁ ସଦାସର୍ବଦା ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ବିବାହ ପରେ ମଧ୍ୟ ଏମାନଙ୍କ ବ୍ୟବହାର ଏହିଭଳି ରହିଥାଏ ।

୨- “D” ;- ବନ୍ଧୁଗଣ ଏହି ନାମର ଝିଅ ମାନେ ବହୁତ ରୋମାଣ୍ଟିକ ଏବଂ କେୟାରିଙ୍ଗ ସ୍ଵୋଭାବର ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲେ ମଧ୍ୟ ନିଜ ପାର୍ଟନର ପାଇଁ ସମୟ ବାହାର କରିଥାନ୍ତି ।

୩- “G” ;- ଏହି ନାମର ଝିଅ ମାନେ ସ୍ଵୋଭାବରେ ବହୁତ ଜିଦି ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ ସ୍ଵୋଚ୍ଚ ହୋଇଥାଏ । ପରିଶ୍ରମ କରିବା ସହିତ ଏମାନେ ବିଶ୍ଵସ୍ଥ ମଧ୍ୟ ହୋଇଥାନ୍ତି । ଯଦି ଏମାନେ କାହାକୁ ଅତି ଆପଣାର ବନାଇ ନିଅନ୍ତି ତେବେ ତାହାର ହାତ କେବେ ଛାଡନ୍ତି ନାହିଁ ।

୪- “M” ;- ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ସାଧାରଣତ ଅତି ଶୀଘ୍ର କାହା ପ୍ରେମରେ ପଡନ୍ତି ନାହିଁ । ବନ୍ଧୁଗଣ ଏମାନେ ବହୁତ ଭାବି ବିଚାରୀ ନିଜର ପାର୍ଟନର ବାଛିଥାନ୍ତି । କିନ୍ତୁ ଯଦି ପ୍ରେମରେ ଏହି ଝିଅ ମାନେ ପଡିଯାଆନ୍ତି ତେବେ, ନିଜ ପାର୍ଟନର କୁ ବହୁତ ଭଲ ପାଇଥାନ୍ତି । ଏହାସହିତ ସେମାନେ ନିଜ ଜୀବନସାଥି କୁ ଅଧିକ ସନ୍ନମାନ ଦେଇଥାନ୍ତି ।

୫- “S” ;- ବନ୍ଧୁଗଣ ଏହି ନାମର ଝିଅମାନେ ନିଜ ଜୀବନ ସାଥି କୁ ନେଇ ବହୁତ ଗମ୍ଭୀର ରହିଥାନ୍ତି । ଏମାନଙ୍କ ମଧ୍ୟରେ ଦେହର୍ଜ୍ୟ ବହୁତ ଅଧିକ ରହିଥାଏ । ଏହି ନାମର ଝିଅ ମାନେ ନିଜ ସମ୍ପର୍କ ଏବଂ କ୍ଯାରିୟର ସହିତ ଜଡିତ ସମସ୍ତ ବିଷୟକୁ ଭଲ ଭାବରେ ନିଭାଇଥାନ୍ତି । ଏଥିପାଇଁ ଏମାନଙ୍କ ଲଭ ଲାଇଫ ଲମ୍ବା ସମୟ ଧରି ଟିକି ରହିଥାଏ । ବନ୍ଧୁଗଣ ଆପଣ ମାନକୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା ଜଣାଇବେ ।

Leave a Reply

Your email address will not be published. Required fields are marked *