ଏହି ପାଞ୍ଚୋଟି ମହିଳା ନବରାତ୍ରିର ବ୍ରତ ଭୁଲରେ ମଧ୍ୟ କରନ୍ତୁ ନାହିଁ, ସାତ ଜନ୍ମ ପର୍ଯ୍ୟନ୍ତ ଭୋଗିବାକୁ ପଡିବ

ମାତା ରାଣୀ ଏମିତି ମହିଳାଙ୍କ ଉପରେ କେବେବି ସନ୍ତୁଷ୍ଟ ହୋଇନଥାନ୍ତି । ନବ ରାତ୍ରି ହିନ୍ଦୁ ମାନଙ୍କର ଗୋଟିଏ ବିଶେଷ ପର୍ବ ହୋଇଥାଏ । ନବ ରାତ୍ରି ଶବ୍ଦ ଗୋଟିଏ ସଂସ୍କୃତ ଶବ୍ଦ ଅଟେ । ଏହାର ଅର୍ଥ ଅଟେ ୯ ଟି ରାତି, ଶକ୍ତି ଦେବୀଙ୍କ ୯ ଟି ରୂପର ପୂଜା କରାଯାଇଥାଏ । ନବ ରାତ୍ରି ଗୋଟିଏ ପ୍ରମୁଖ ପର୍ବ ଅଟେ । ଏହା ପୁରା ଭାରତରେ ବହୁତ ଖୁଶିର ସହିତ ପାଳନ କରାଯାଏ । ଏମିତି ମହିଳା ଅଛନ୍ତି ଯେଉଁମାନେ ଏହାର ବ୍ରତ ନକରିବେତ ବହୁତ ଭଲ ଅଟେ । ମାନ୍ୟତା ଅନୁସାରେ ଆଜି ଆମେ ଯେଉଁ ମହିଳାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେମାନଙ୍କୁ ଏହି ବ୍ରତରୁ ଦୂରେଇ ରହିବା ଆବଶ୍ୟକ ହୋଇଥାଏ ।

ନହେଲେ ଏମାନଙ୍କ ଠାରେ ମାତାରାଣି କ୍ରୋଧିତ ହୋଇପାରନ୍ତି । ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିପାରେ ଆଉ ଆପଣଙ୍କ ସ୍ବାମୀଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡିପାରେ ।ଯେଉଁ ସ୍ଵାମୀ ସ୍ତ୍ରୀ ଅଲଗା ହୋଇ ଯାଇଛନ୍ତି ବା ଦୁଇଜଣଙ୍କ ଭିତରେ ଛାଡପତ୍ର ହୋଇସାରିଛି ସେ କେବେବି ନବରାତ୍ରି ବ୍ରତ ରଖିବା ଅନୁଚିତ ହୋଇଥାଏ । ମହିଳାଙ୍କ ସହିତ ପୁରୁଷ ମାନକୁ ମଧ୍ୟ ଏହି କଥା ମଧ୍ୟ ମନେ ରଖିବା ଉଚିତ । ଯଦି ସେ ଛଡା ପତ୍ର ନେଇଛନ୍ତି କେବେବି ଏହି ବ୍ରତ ରଖନ୍ତୁ ନାହିଁ । କାରଣ ଏମିତି କରିବା ଦ୍ଵାରା ମାତା ରାଣୀ ଖୁସି ହୋଇନଥାନ୍ତି । ସେ ବହୁତ ରାଗି ଯାଇଥାନ୍ତି । ବିବାହ ଦୁଇଟି ହୃଦୟର ପବିତ୍ର ସମ୍ପର୍କ ହୋଇଥାଏ ।

ବିବାହର ଶାତୋଟି ବଚନ ନିଭାଇବା ମଧ୍ୟ ବ୍ରତ ସମାନ ହୋଇଥାଏ । ଯଦି ଆପଣ ତାହାର ପାଳନ କରିପାରି ନାହାନ୍ତି ତେବେ ଏଥିରେ ଆପଣଙ୍କ ପୂଜା ସ୍ଵୀକାର କରାଯାଇନଥାଏ । ମାତା ରାଣୀ ଭାଙ୍ଗିଯାଇଥିବା ଯୋଡାକୁ ସ୍ଵୀକାର କରିନଥାନ୍ତି । ଜଣେ ବୈଶ୍ୟକୁ ନବରାତ୍ରର ବ୍ରତ କେବେବି ରଖିବା ଉଚିତ ନୁହେଁ , ନା କରବା ଚୌଥ ବ୍ରତ । ଶରୀରର ପବିତ୍ରତା ଯେବେ ବ୍ଯକ୍ତିର ସେଶ ହୋଇଯାଇଥାଏ ସେ ମହିଳା ନୁହେଁ ପାପୀ ହୋଇଥାଏ । ସେଥିପାଇଁ ଆପଣଙ୍କ ପୂଜା କେବେବି ସଫଳ ହୋଇନଥାଏ । ଏହି ବ୍ରତ ଏହିଭଳି ମହିଳାଙ୍କୁ କେବେବି ରଖିବା ଉଚିତ ନୁହେଁ ।

ଯଦି ଆପଣଙ୍କୁ କୌଣସି ଘାତକ ରୋଗ ହୋଇଛି ତେବେ ଆପଣଙ୍କୁ ବ୍ରତ ରଖିବା ଅନୁଚିତ ହୋଇଥାଏ ।ଶାସ୍ତ୍ରରେ କେଉଁଠି ମଧ୍ୟ ଏହି କଥାର ବର୍ଣନା କରାଯାଇ ନାହିଁ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କୁ ସୁଗାର ବିମାରୀ ରହିଛି ବା ହୃଦୟ ଜନିତ କୌଣସି ସମସ୍ଯା ରହିଛି ତେବେ ଆପଣ ଏହି ବ୍ରତ ରଖନ୍ତୁ ନାହିଁ । ନହେଲେ ଆପଣଙ୍କ ସହିତ କିଚିବି ହୋଇପାରେ ନହେଲେ ଆପଣଙ୍କ ସହିତ କିଛିବି ହୋଇପାରେ । ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇ କୌଣସିବି ବ୍ରତ କରିବା ଅନୁଚିତ। ମା ଛୁଆର କେବେ ଖରାପ ଦେଖିପାରେ ନାହିଁ ସେ ଛୁଆଙ୍କୁ କଷ୍ଟରେ ଦେଖି କେମିତି ସନ୍ତୁଷ୍ଟ ହୋଇପାରିବେ ।

ଯଦି ଆପଣ କୌଣସି ବ୍ରତକୁ ଦେଖେଇ ଥାନ୍ତି ଓ ସଚା ହୃଦୟର ସହିତ କରିନଥାନ୍ତି । ଶାସ୍ତ୍ର ଅନୁସାରେ ଏହା ଘୋର ପାପ ହୋଇଥାଏ । ଏମିତି କରିବା ଦ୍ଵାରା ଆପଣ ଭଗବାନଙ୍କ ମଜାକ ଉଡାଇଥାନ୍ତି ଏହାସହିତ ପାପର ଭାଗୀଦାର ମଧ୍ୟ ହୋଇଥାନ୍ତି । ଦେବୀ ଦେବତା ଏମିତି ଲୋକଙ୍କ ଉପରେ ପ୍ରସନ୍ନ ହୋଇନଥାନ୍ତି । ଏମିତି ବ୍ୟକ୍ତି ବରବାଦ ହୋଇଯାଇଥାଏ । ଦେବୀ ଦେବତା ସେବେ ପ୍ରସନ୍ନ ହୋଇଥାନ୍ତି ଯେବେ ଆପଣ ତାଙ୍କୁ ସଚା ହୃଦୟର ସହିତ ଡାକିଥାନ୍ତି ।

Leave a Reply

Your email address will not be published. Required fields are marked *