ମହିଳାଙ୍କୁ ନିଜ ସୁନ୍ଦରତା ଉପରେ ବିଶେଷ ଧ୍ୟାନ ରଖନ୍ତି, ତେବେ ଦୁନିଆରେ ସବୁ ଝିଅ ସୁନ୍ଦର ହବାକୁ ଚାହନ୍ତି, ତେବେ ଝିଅଙ୍କ ସୁନ୍ଦରତା ରେ ଝିଅ ଓଠ ବହୁତ ମହତ୍ଵପୂର୍ଣ ହୋଇଥାଏ ପ୍ରାୟତଃ ସବୁ ଝିଅ ନିଜ ଓଠକୁ ଗୋଲାପି କରିବାରେ ଲାଗି ରୁହନ୍ତି, ତେବେ ଆମେ ଆଜି ଯେଉଁ ଉପାୟ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ସମସ୍ତଙ୍କ ପାଇଁ ଲାଭକାରୀ ଏବଂ ଗୁଣକାରୀ ଅଟେ, ଏହା ଆପଣଙ୍କୁ ସହଜରେ ଘରେ ପ୍ରାପ୍ତ ହୋଇଥାଏ ।
ଆଜିକା ସମୟରେ ସବୁ ଝିଅ ଚାହନ୍ତିକି ତାଙ୍କ ଓଠ ଗୋଲାପି ହଉ ସେ ତାଙ୍କ ଓଠକୁ ଗୋଲାପି କରିବା ପାଇଁ ସବୁ ଝିଅ ବିଭିନ୍ନ ପ୍ରକାରର ଜିନିଷର ବ୍ୟବହାର କରିଥାନ୍ତି । ଏହା ବିଷୟରେ ଆଜି ଆମେ ଆପଣକୁ କହିବାକୁ ଯାଉଛୁ ।

ଓଠକୁ ଗୋଲାପି କରିବା ପାଇଁ ଦୁଇଟି ଉପାୟ ଅଛି ଯାହା ଆପଣ ଜାଣିନଥିବେ । ଏହି ଘରୋଇ ଉପାୟ ଯାହା ଆପଣ କେବେବି ଆପଣେଇ ପାରିବେ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।
ଲେମ୍ବୁ ଓ ଚିନିର ମାସ୍କ :
ଯଦି ଆପଣ ନିଜ ଓଠକୁ ଗୋଲାପି କରିବାକୁ ଚାହୁଁଛନ୍ତି ତେବେ ଲେମ୍ବୁ ଓ ଚିନି ଲଗାନ୍ତୁ । ମାନେ ମିଠା ଗୋଟେ ପ୍ରାକୃତିକ ମତ୍ସରରାଇଯେର ଅଟେ ଓ ଲେମ୍ବୁ ପ୍ରାକୃତିକ ବ୍ଲିଚ ଭାବେ କାର୍ଯ୍ୟ କରିଥାଏ । ତେବେ ଏହି ଦୁଇଟି ବହୁତ ଲାଭବାନ ହୋଇଥାଏ ।

ଉପଯୋଗ କରିବା ଉପାୟ :
ତେବେ ଲେମ୍ବୁ ରସ ଏବଂ ମହୁ ତାଟିଆରେ ରଖି ମିଶାନ୍ତୁ, ଭଲ ଭାବରେ ଫେଣ୍ଟିବା ପରେ, ଏହା ପରେ ଏହି ପେଷ୍ଟକୁ ଓଠ ଉପରେ ଲଗାଇ ୧୦ରୁ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ । ଏହା ପରେ ଉଷୁମ ପାଣିରେ ଧୋଇ ଲିପବାମ ନଗେଇ ନିଅନ୍ତୁ, ଏହି ଉପାୟ ଆପଣଙ୍କୁ ପ୍ରତି ଦିନ ବା ସବୁ ଦିତୀୟ ଦିନ କରିବାକୁ ହବ ।

କୋକୋ ଚକଲେଟ ଥେରେପି :
ଯଦି ଆପଣ ଓଠ ଗୋଲାପି ରଖିବା ପାଇଁ ଚାହାନ୍ତି ତେବେ ଏହା ଆପଣଙ୍କ ପାଇଁ ଉପଯୋଗୀ ଅଟେ ଆସନ୍ତୁ ଜାଣିବା ଏହାର ବିଧି ବିଷୟରେ ।
ସାମଗ୍ରୀ :
ଗୋଟେ ଚାମଚ ଚିନି ,ଅଧା ଚାମଚ ଲେମ୍ବୁ ରସ,ଗୋଟେ କାଚ ଗିନା
ବ୍ୟବହାର କରିବାର ଲାଭ :
ଏହାପାଇଁ ଲେମ୍ବୁର ରସ ଓ ଚିନିକୁ ଗିନାରେ ଢାଲିକି ଭଲସେ ମିଶେଇ ତିଆରି କରନ୍ତୁ । ଏହାପରେ ଏହି ଲେପକୁ ନିଜ ଓଠରେ ଲଗାଇ 10ରୁ15 ମିନିଟ ଯାଏ ଛାଡି ଦିଅନ୍ତୁ ଏବଂ ତାପରେ ତାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।ଓ ତାପରେ ସେଇ ଲିପ ବାମକୁ ଲଗାଇ ଦିଅନ୍ତୁ ।

ଏମିତି ନିୟମିତ କରିବାକୁ ପଡ଼ିବ ଦିନେ ଛାଡିଦିନେ । ଦେଖିବେ ବହୁତ୍ କମ ଦିନରେ ଆପଣଙ୍କ ଓଠ କେମିତି ନରମ ଓ ଗୋଲାପି ହୋଇ ଉଠିବ। ଏହା ବହୁତ ସହଜ ଉପାୟ ମଧ୍ୟ ଏହା କରନ୍ତୁ ଓ ନିଶ୍ଚୟ ଫଳ ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।