ପାଦରେ ଜମି ରହିଥିବା ମଇଳା ମିନିଟରେ ସଫା କରନ୍ତୁ Parlour ଭଳି- Skin Care Tips

ଆଜି ଆମେ ପାଦ ଧଳା କରିବାର ଏମିତି ଉପାୟ କହିବୁ ଆପଣଙ୍କୁ ପାଦ ପାଲର ଯାଇ ପେଡିକିୟର  କରିବାର ଆବଶ୍ୟକ ନହିଁ । ସିତଦିନେ ପାଦ ବହୁତ ଫାଟି ଯାଏ ଶେଠୀ ପାଇଁ ପାଦର କେୟାର ଆମକୁ ନିଶ୍ଚିତ ରୂପରେ କରିବା ଆବଶ୍ୟକ ହୋଇଥାଏ । କଣ କରିବେ ଟବରେ ଦୁଇମଗ ଗରମ ପାଣି ନେବେ ତାପରେ ଏଥିରେ ନେବେ ଗୋଟେ  ଲେମ୍ବୁ ପକାଇବେ ।  ଲେମ୍ବୁ ନେଚୁରାଲ ବ୍ଲିଚିଂର କାମ କରିଥାଏ ।ପାଦରେ ଯେଉଁ ହଳଦିଆ ରଙ୍ଗ ଆସିଯାଇଥାଏ ଓ ସ୍କିନ ଟୋନକୁ ଠିକ କରିଥାଏ ଲେମନ ।

ତାପରେ ଏହି ଗ୍ରାମ ପାଣିରେ ଅଳ୍ପ ଶାମ୍ପୂ ପକାନ୍ତୁ । ସାମ୍ପୁ ପକାଇବା ଦ୍ଵାରା ଆମ ପାଦରେ ଯେଉଁ ଧୁଳି ଓ ମଇଳା ରହିଛି ସେ ମଧ୍ୟ ବାହାରି ଯିବ ।


ପାଣିରେ ଗୋଡ ବୁଡି ରହିବ, ଗୋଡରେ ଯେଉଁ ଡେଡ ସେଲ ଥିବ ସେ ମଧ୍ୟ ସଫା ହୋଇଯିବ । ତାପରେ ଲେମ୍ବୁରେ ହଲ୍କା ଭାବରେ ରଗଡି ଦିଅନ୍ତୁ । କାରଣ ଯେଉଁ ହଳଦିଆ ରଙ୍ଗ ହୋଇଛି ସେ ପାଦରୁ ବାହାରି ଯିବ । ପନ୍ଦର ଦିନରେ ଥରେ ଆପଣ ଏହାକୁ ନିଶ୍ଚିତ ରୂପରେ କରନ୍ତୁ । ଏହା ଆମର ପାଦ ସଫାର କାମ ହୋଇଗଲା । ଆସନ୍ତୁ ତାପରେ ଜାଣିବା ଫୁଟ ସ୍କ୍ରବିଙ୍ଗ କେମିତି କରିବା ।

ଗୋଟେ ପାତ୍ରରେ ଦୁଇ ଚାମଚ  କଫି ଓ  ଗୋଟେ ଚାମଚ ଚିନୀ ନେବେ । ଆଉ ଏଥିରେ ଦୁଇ ଚାମଚ ଆଲୋଭେରରା ଦୁଇ ଚାମଚ ଜେଲ ପକାଇବେ । ଏହି କଫି ଆମ ସ୍କିନକୁ ଧଳା କରିବାରେ ସହାୟକ ହୋଇଥାଏ । ଆମ ପାଦରେ ଯେଉଁ ଡେଡ ସେଲ ଥାଏ ତାହା ବହୁତ ଭଲ ଭାବରେ ବାହାରି ଯାଇଥାଏ । ଏହି ପେଷ୍ଟକୁ ଆପଙ୍କୁ ପାଦରେ ଲଗାଇ ଧୀରେ ଧୀରେ ମସଜ କରିବାର ଅଛି ।

ପାଖାପାଖି ତିନିରୁ ଚାରି ମିନିଟ ମସଜ କରିବା ପାଦର । ଯେତେ ବଢିଆ ଆମେ ସ୍କ୍ରବିଙ୍ଗ କରିଥାଉ ଏହା ଦ୍ଵାରା ପାଦ ପୁରା ପୁରୀ ସଫା ହୋଇଥାଏ । ଫୁଟ ସ୍କ୍ରବିଙ୍ଗ ହେଲା ପରେ ପଦାକୁ ଠିକସେ ଧୋଇଦେବେ । ତାପରେ ଆମେ କରିବା ଫୁଟ ୱ୍ହାଇଟନିଙ୍ଗ ପ୍ୟାକକୁ ବନେଇବା ପାଇଁ ଦୁଇଚମଚ ବେସନ ନେବେ ଅଳ୍ପ ହଳଦୀ ନେବେ ଓ ଦେଢ ଚାମଚ ଦହି ନେବେ । ତାକୁ ଠିକସେ ମିଶାଇ ଦେବେ ଓ ଏହାକୁ ଗାଢ ପେଷ୍ଟ ବନାଇବେ ।

ତାପରେ ଏହି ପ୍ୟାକକୁ ପାଦରେ ଲଗାନ୍ତୁ ଔ ପାଖାପାଖି ଦଶରୁ ପନ୍ଦର ମିନିଟ ଲଗାଇକି ନିଶ୍ଚିତ ରୂପରେ ରଖିବେ । ସ୍କିନରେ ନିଖାରା  ଆଣିବା ପାଇଁ ବେଶନର ପ୍ରୟୋଗ କରାଯାଏ । ସ୍କିନ ୱ୍ହୟଟ ଓ ଗୋରାପଣ ଆଣିବାରେ ସହାୟକ ହୋଇଥାଏ । ତାପରେ ପଦାକୁ ଢୋଇବା ପରେ ତାକୁ ଭଲରେ ପୋଛି ସ୍କିନ ମଇସ୍ଟ୍ଚର କରିବା ପାଇଁ ଭେଶଲୀନର ପ୍ରୟୋଗ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *