ପଇସା ଗଣି ଗଣି ଥକିଯିବେ ଦୀର୍ଘ 72 ବର୍ଷ ପରେ 22 ନଭେମ୍ବର “କାଳସର୍ପ ଯୋଗ” 6ଟି ରାଶିରେ ଲାଗିବ ଲଟେରୀ 

ବନ୍ଧୁଗଣ ଜନ୍ମ କୁଣ୍ଡଳୀ କୁ ଆମ ଜୀବନର ଆଇନା କୁହାଯାଏ । ଏମିତି କୁହାଯାଏ ଆମ ଭବିଷ୍ୟ ଓ ଭୂତକାଳ ଏ ଯାହା ହୋଇଛି ବା ହେବାକାଉ ଯାଉଛି ତାହା ଜନ୍ମ କୁଣ୍ଡଳିରୁ ଜଣାଯାଏ । ଜନ୍ମ କୁଣ୍ଡଳୀ ଦ୍ଵାରା ଭବିଷ୍ୟତ ବିଷୟରେ ସନ୍ଧାନ ମିଳିପାରେ । ଏମିତିକି କୁଣ୍ଡଳୀରେ ଗ୍ରହର ସ୍ଥିତି ଅନୁଯାୟୀ ଗ୍ରହ ଦୋଷ ବିଷୟରେ ଜଣା ପଡିଥାଏ । ଏହି ଦୋଷ ମାନଙ୍କ ମଧ୍ୟରୁ କାଳସର୍ପ ଦୋଷ ଅନ୍ୟତମ ଅଟେ । ତେବେ ନଭେମ୍ବର ୨୨ ରେ ଦୀର୍ଘ ୭୨ ବର୍ଷ ପରେ କାଳସର୍ପ ଯୋଗ ବନିବାକୁ ଯାଉଛି । ଯାହା ଫଳରେ ୬ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଏହି ରାଶିର ଲୋକ ମାନଙ୍କର ଓ ପରିବାରର ସବୁ ସମସ୍ଯା ଏବେ ଦୂର ହେବାକୁ ଯାଉଛି । ମହାଦେବ ଙ୍କ କୃପା ଆପଣଙ୍କ ଉପରେ ରହିବ । ଏହି ମହା ଶୁଭ ସଂଯୋଗ କାରଣରୁ ଏହି ରାଶିର ଲୋକଙ୍କୁ ଲାଭର ସ୍ଥିତି ମିଳିବ । ଧନ ଲାଭର ଭଲ ସ୍ଥିତି ରହିବ । ଭବିଷ୍ୟ ପାଇଁ ଯେଉଁ ଯୋଜନା କରିଛନ୍ତି ତାହା କାର୍ଯ୍ୟକାରୀ କରନ୍ତୁ । ବ୍ୟବଶ୍ୟର ଅନେକ ରାସ୍ତା ଖୋଲିବ । ଚାକିରି କରୁଥିଲେ ଆପଣଙ୍କୁ ପୋଷ୍ଟ ରେ ପଦୋନ୍ନତି ମିଳିବା ସହ ଉଚ୍ଚ ଅଧିକାରୀ ଙ୍କ ସହଯୋଗ ମିଳିବ । ଏହି ସମୟରେ ସମାଜରେ ମାନ ସମାନ ବୃଦ୍ଧି ହେବ ।

କାର୍ଯ୍ୟ କ୍ଷେତ୍ରରେ ଧର୍ଯ୍ୟ ରଖନ୍ତୁ । ପଇସା ମାମଲାରେ ଆପଣ କିଛି ସଠିକ ନିସ୍ପତି ନେବେ । ଆପଣ ବୁଲିବାକୁ ଯିବାର ପ୍ଳାନ କରିବେ । ଆପଣ ଅନ୍ୟ ମାନଙ୍କ ସହ ଯେତେ ଭଲ ବ୍ୟବହାର କରିବେ ଲୋକଙ୍କ ଇମ୍ପପ୍ରେସନ ଆପଣଙ୍କ ପରେ ପଡିବ । ଆପଣଙ୍କ ଗୃହକୁ ନୂଆ  ଅତିଥି ଙ୍କ ଆଗମନ ହେବ । ଯାହା କାରଣରୁ ଘର ପରିବାର ରେ ସୁଖ ଶାନ୍ତି ର ବାତାବରଣ ରହିବ । ଆପଣଙ୍କୁ କହି ରଖୁଛୁ କି ନିକଟତର ଲୋକଙ୍କ ସହ ମନ କଥା କହିବେ । ଜୀବନ ସାଥିଙ୍କ ସହ ବେହତର ସମ୍ପର୍କ ରହିବ ।

କୌଣସି ବଡ ଯୋଜନାରେ ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ର ଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସମୟ ଅନୁକୁଳ ରହିବ । ପରିବାରର ପୂର୍ଣ୍ଣ ସହଯୋଗ ମିଳିବ । ଦାଂପତ୍ଯ ଜୀବନ ବି ସୁଖମୟ ରହିବ । ଜୀବନ ସାଥିଙ୍କ ସହ ଭ୍ରମଣ କରିବେ । ଆୟ ରେ ବୃଦ୍ଧି ହେବ । କ୍ୟାରିୟର ଓ ବେପାର କ୍ଷେତ୍ରରେ ଉନ୍ନତି ହେବ । ନୂଆ ଚାକିରି ମିଳିବ । ରୋମାନ୍ସ  ଓ ଭ୍ରମଣ କରିବା ପାଇଁ ସମୟ ଶୁଭ ଅଟେ । ଅଚାନକ କୌଣସି ବଡ ଖୁସି ଖବର ଆପଣଙ୍କୁ ମିଳିପାରେ ।

ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ହେବ । ମହାଦେବ ଙ୍କ କୃପା ଦୃଷ୍ଟିରୁ ଆର୍ଥିକ ପକ୍ଷ ମଜବୁତ ରହିବ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ତୁଳା ରାଶି, କନ୍ୟା ରାଶି, କୁମ୍ଭ ରାଶି, ମୀନ ରାଶି ଓ ମିଥୁନ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *