ପଇସା ଗଣି ଗଣି ଥକିଯିବେ ଦୀର୍ଘ 172 ବର୍ଷ ପରେ ମେ 31 (ଆଜି) ନିର୍ଜଳା ଏକାଦଶୀ, ବନୁଛି ମହାସଂଯୋଗ ଏହି 8ଟି ରାଶି ହେବେ ଧନରେ ମାଲାମାଲ

ବନ୍ଧୁଗଣ ମେ 31 ତାରିଖ ବୁଧବାର ଦିନ ପଡିବାକୁ ଯାଉଛି ନିର୍ଜଳା ଏକାଦଶୀ । ପ୍ରତେକ ମାସରେ ଏକାଦଶୀ ପଡିଥାଏ ଓ ଏହାର ବିଶେଷ ମହତ୍ଵ ରହିଥାଏ । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ନିର୍ଜଳା ଏକାଦଶୀ ଠାରୁ କିଛି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଏମାନଙ୍କ ଜୀବନରେ ଆସିବାକୁ ଯାଉଛି ବଡ ଖୁସି ଖବର । ଯାହା ପାଇଁ ଏମାନଙ୍କ ଭାଗ୍ୟ ବଦଳିଯିବ । ଏହି ଏକାଦଶୀ କୁ ଜ୍ୟେଷ୍ଠ ଏକାଦଶୀ ମଧ୍ୟ କୁହାଯାଏ ।

ଏହି ଏକାଦଶୀରେ ନିର୍ଜଳା ବ୍ରତ ରକ୍ଷା ଯାଇଥାଏ । ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ । ମକର ରାଶି : ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଆପଣଙ୍କ ଉପରେ ମେହରବାନ ହୋଇଛନ୍ତି । ଆପଣଙ୍କ ଜୀବନର ଦୁଖ କଷ୍ଟ ଶେଷ ହେବାକୁ ଯାଉଛି । ଆପଣ କାହାକୁ ଟଙ୍କା ଉଧାର ଦେଇଥିଲେ ତାହା ଫେରି ପାଇବାର ସମ୍ଭାବନା ଅଛି । କରଜରୁ ମୁକ୍ତି ପାଇବେ ।

ମେଷ ରାଶି : ଆପଣଙ୍କ ପାଇଁ ସମୟ ଭଲ ରହିବାର ଅଛି । ଏହି ସମୟରେ ଲାଭଦାୟକ ସ୍ଥିତି ରହିବ । ଧନ ଲାଭର ଯୋଗ ଅଛି । ଆପଣଙ୍କୁ ବଡ ବଡ ଫାଇଦା ଦେଖିବାକୁ ମିଳିବ । ଯେଉଁ କାର୍ଯ୍ୟ ଆପଣଙ୍କର ଅଟକିଥିଲା ତାହା ସଫଳତା ପୂର୍ବକ ପୁରା ହେବ ।

କନ୍ୟା ରାଶି : ଭଗବାନ ବିଶୁଣୁଙ୍କ ଅଶେଷ କୃପା ଆପଣଙ୍କ ଉପରେ ପଡିବାକୁ ଯାଉଛି । ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ । ଅଟକିଥିବା କାମ ସମୟ ଅନୁଯାୟୀ ପୁରା ହେବ । ଜୀବନ ସାଥିଙ୍କ ସହଯୋଗ ପାଇବେ । ମନ ପ୍ରସନ୍ନ ରହିବ ।

ମୀନ ରାଶି : ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଆପଣଙ୍କ ଉପରେ ଅଧିକ ମେହରବାନ ଅଛନ୍ତି । ଆପଣ ଯେଉଁ ବି କାମ କରିବେ ବା ନୂଆ ବ୍ୟାପାର ଆରମ୍ଭ କରିବେ ସେଥିରେ ବଡ ସଫଳତା ପାଇବେ ।

କୁମ୍ଭ ରାଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଶୁଭ ମହା ସଂଯୋଗର ନିର୍ମାଣ ହେଉଛି । ଆପଣ ସବୁ କାର୍ଯ୍ୟରେ ସଫଳ ହେବେ । ଅଚାନକ ଧନ ଲାଭର ଯୋଗ ଅଛି । ବ୍ୟବସାୟରେ ଭାରି ଧନ ଲାଭ ହେବ ।

ତୁଳା ରାଶି : ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହେବ । ଭାରି ଧନ ଲାଭ ହେବ । ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ହେବାର ନଜର ଆସୁଛି । ନୂଆ ବାହନ ବା ଘର କ୍ରୟ କରିବେ । ଯାହା ପାଇଁ ଖୁଶିର ବାତାବରଣ ରହିବ ।

ବୃଷ ରାଶି : ସମୟ ଅନୁକୂଳ ହେବ । ଏହାର ଭରପୁର ଲାଭ ଉଠାନ୍ତୁ । ସାମାଜିକ ରୂପରେ ଅଲଗା ପରିଚୟ ବନାଇବେ । ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ । ପରିବାରର ସହଯୋଗ ମିଳିବ ।

ବିଛା ରାଶି : ଦାମ୍ପତ୍ୟ ଜୀବନ ମଧୁମୟ ରହିବ । ଘରେ ଖୁଶିର ପରିବେଶ ସୃଷ୍ଟି ହେବ । ଭବିଷ୍ୟତ ପାଇଁ ଯେଉଁ ଯୋଜନା କରିଛନ୍ତି ତାହା ସଫଳ ହେବ । ଏହା ଉପରେ କାର୍ଯ୍ୟ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *