ପାଳଙ୍ଗ ଶାଗ ର ଫାଇଦା ଜାଣି ଆପଣ ବିଶ୍ବାସ କରିପାରିବେନି, ଏବେ ହିଁ ପଢନ୍ତୁ

ପାଳଙ୍ଗ ଶାଗ ର ଉପକାରିତା : ପନିପରିବା ଦେହ ପାଇଁ ଭଲ ହୋଇଥାଏ । କିନ୍ତୁ ପାଳଙ୍ଗ ଶାଗ ରେ କିଛି ଏମିତି ଗୁଣ ଅଛି ଯାହାର ଖାଇବା ଦ୍ଵାରା ଆପଣ କେତେକ ରୋଗରୁ ବଞ୍ଚି ପାରିବେ । ଡାକ୍ତର ମାନେ ବି ପାଳଙ୍ଗ ଶାଗ ଖାଇବାକୁ କୁହନ୍ତି । ଆପଣ ସମସ୍ତେ ପାଳଙ୍ଗ ଶାଗ ଖାଉଥିବେ, କିନ୍ତୁ ଏହାକୁ ଅଲଗା ଅଲଗା ଭାବରେ ଖାଇବା ଦ୍ଵାରା ଏହାର ଭଲ ଉପକାରିତା ମିଳି ଥାଏ । ସବୁଜ ପନିପରିବା ଦେହ ପାଇଁ ଭଲ ହୋଇ ଥାଏ । ସବୁଜ ପନିପରିବା ଶରୀରକୁ ସ୍ଵସ୍ଥ ରଖିବା ସଙ୍ଗେ ସଙ୍ଗେ ନିଜର ବୁଝିବା ଶକ୍ତି କୁ ମଧ୍ୟ ବଢେଇଥାଏ । ସବୁଜ ପନିପରିବାରେ ସବୁଠୁ ବେସୀ ଭିଟାମିନ A ରହିଥାଏ । ଭିଟାମିନ A ସ୍ୱାସ୍ଥ୍ୟ ପାଇଁ ଏବଂ ଆଖି ପାଇଁ ଭଲ ହୋଇଥାଏ । ଆଖି ପାଇଁ ପାଳଙ୍ଗ ଶାଗ ସବୁଠୁ ଭଲ ହୋଇଥାଏ ।

୧. ରକ୍ତ ହୀନତା ପାଇଁ

ଯଦି ଆପଣଙ୍କୁ ରକ୍ତର ଅଭାବ ଅଛି, ତେବେ ଆପଣଙ୍କୁ ପାଳଙ୍ଗ ଶାଗ ଖାଇବା ଉଚିତ । ଏଥିପାଇଁ ଆପଣଙ୍କୁ ଅଧା ଗିଲାସ ପାଳଙ୍ଗ ରସରେ ଦୁଇ ଚାମଚ ମହୁ ମିଶାଇ ୫୦ ଦିନ ପର୍ଯ୍ଯନ୍ତ ପିଇବା ଉଚିତ । ଗର୍ଭବତୀ ମହିଳାଙ୍କ ପାଇଁ ପାଳଙ୍ଗ ଶାଗ ର ରସ ନିଶ୍ଚିତ ପିଇବା ଉଚିତ ।

୨. ଚୁଟି ର ସମସ୍ୟା

ଆପଣଙ୍କୁ ଚୁଟି ଝଡିବାର ସମସ୍ଯା ଅଛି ତେବେ ଆପଣଙ୍କୁ ଏବେଠୁ ପାଳଙ୍ଗ ଶାଗ ଖାଇବା ଆରମ୍ଭ କରିଦେବା ଉଚିତ । ଏଥିପାଇଁ ପାଳଙ୍ଗ ଶାଗ ର ଜୁସ ଏବଂ ତରକାରୀ ଖାଇବା ଉଚିତ ।

୩. ପୀରିୟଡ୍ସ ଠିକ ସେ ନ ହବା

ଝିଅ ପିଲାମାନଙ୍କର କେତେ ଥର ପୀରିୟଡ୍ସ ଠିକ ସମୟରେ ଆସେ ନାହିଁ । ଏହା ସବୁଠାରୁ ବଡ କାରଣ ଡାଇଟ ର ଧ୍ୟାନ ନ ରଖିବା ।

ଏହା ସହିତ ହରମୋନ ର ବଦଳିଯିବା ପାଇଁ ହୋଇଥାଏ । ଏଥିପାଇଁ ଝିଅ ପିଲାମାନଙ୍କୁ ପାଳଙ୍ଗ ଶାଗ ଅଧିକ ରୁ ଅଧିକ ଖାଇବା ଉଚିତ ।

୪. ହୃଦୟ ର ରୋଗ

ହୃଦୟ ଜନିତ ରୋଗୀମାନଙ୍କ ପାଇଁ ସବୁଦିନ ଏକ କପ ପାଳଙ୍ଗ ଶାଗ ର ଜୁସ ରେ ୨ ଚାମଚ ମହୁ ମିଶାଇ ଖାଇବା ଉଚିତ ।

୫. ରୋଗ ପ୍ରତିରୋଧକ କ୍ଷମତା

ରୋଗ ହବା କାରଣରୁ ଶରୀରରେ ବହୁତ ପ୍ରକାର ସଂକ୍ରମଣ ହୋଇ ଯାଇଥାଏ, ଯାହାକି ଆପଣଙ୍କ ରୋଗର ଲଢିବା କ୍ଷମତାକୁ କମାଇ ଦେଇଥାଏ । ଏହା ଦ୍ଵାରା ଆପଣ ଜଲ୍ଦି ଠିକ ହୋଇପାରନ୍ତି ନାହିଁ । ଏଥିପାଇଁ ପାଳଙ୍ଗ ଶାଗ ଅଧିକରୁ ଅଧିକ ଖାଇବା ଉଚିତ ।

Leave a Reply

Your email address will not be published. Required fields are marked *