ଏହି ପରିବା ଖାଇଲେ ଆପଣ କେବେ ବି ବୁଢା ହେବେ ନାହିଁ- ନିଶ୍ଚୟ ଜାଣନ୍ତୁ ଏହା କେଉଁ ପରିବା

ପଣସ ବଡ ରହସ୍ୟମୟ ପାରିବା ଅଟେ, ଏହାର ପାରିବା ଓ ଫଳ ହବାରେ ବି କେତେ ପ୍ରକାର ମତଭେଦ ହୋଇଛି । କେଉଁ ଜାଗା ରେ ଏହାର ସେବନ କରିବା ଅତି ଗୁଣକାରୀ ଅଟେ କିନ୍ତୁ କେତେକ ଲୋକ ଏହାକୁ ଖାଇବା ଦୂରର କଥା ଦେଖିବା ବି ପସନ୍ଦ କରନ୍ତି ନାହିଁ । କେଉଁ ଜାଗା ରେ ଏହାକୁ ତନ୍ତ୍ର ମନ୍ତ୍ର ପାଇଁ ଉପଯୋଗ କରା ଯାଏ ତ କେଉଁ ଜାଗା ରେ ଏହାର ସ୍ପର୍ଶ ବି ଅଶୁଭ ମାନନ୍ତି ।

କେତେକ ଲୋକ ଏହାର ତରକାରୀ କରି ଖାଇବା ପସନ୍ଦ କରନ୍ତି, ସେଇଠି କେତେକ ଲୋକ ଏହାର ପକୁଡି କରି ଖାଇବା ପସନ୍ଦ କରନ୍ତି ।

ପଣସ ରେ ବହୁତ ପ୍ରକାର ପୋଷ୍ଟିକ ତତ୍ଵ ଥାଏ, ଏଥିରେ ଭିଟାମିନ-A, ଭିଟାମିନ-C, ଥାଇମିନ, ପୋଟେସିୟମ, କେଲସିୟମ, ରାଇବୋଫ୍ଲେୱିନ, ଫାଇବର, ଆୟରନ ଓ ଜିଙ୍କ ପରି ପୋଷ୍ଟିକ ତତ୍ଵ ରେ ଭରପୁର ହୋଇଥାଏ । ଆପଣଙ୍କୁ କହିଦବାକୁ ଚାହୁଞ୍ଚୁ କି ପଣସ ରେ ଆୟରନ ଥାଏ ଯାହା ଏନିମିୟା ଭଳି ରୋଗରୁ ଆମକୁ ବଞ୍ଚାଇ ଥାଏ ।

ଏହା ଦ୍ଵାରା ପାଚନ କ୍ରିୟା, ପେଟ ଖରାବ ଓ ଏସିଡିଟି ଭଳି ସମସ୍ଯା ଦୂର ହୋଇଥାଏ । ପଣସ ରେ ଫାଇବର ଥାଏ ଯାହା ବଢୁଥିବା ବୟସ ପରେ ବି ଶରୀର କୁ ଊର୍ଜା ଦେଇଥାଏ ଯାହା ଦ୍ଵାରା ଚେହେରା ଉପରେ ବୟସ ଲକ୍ଷଣ ଜଣା ପଡେ ନାହିଁ, ଯାହା ଦ୍ଵାରା ଆପଣ ବହୁତ ସମୟ ଯାଏ କମ ବୟସ ଦେଖା ଯିବେ ।

ପଣସ ପେଷ୍ଟ ଓ ଗୋଟେ ଚାମଚ କ୍ଷୀର ମିଶାଇ ଚେହେରା ରେ ଲଗାଇଲେ ବଳିରେଖା ଦୂର ହୋଇଥାଏ ଏହା ପରେ ଗୋଲାପ ଜଳ ବା ଥଣ୍ଡା ପାଣି ରେ ମୂହ ଧୋଇ ନିଅନ୍ତୁ ଏହା ଆପଣଙ୍କ ଚେହେରା ସଫା ଓ ସୁନ୍ଦର ରଖିବାରେ ସାହାଜ୍ଯ କରିଥାଏ ।

ନିୟମିତି ରୂପ ରେ ଏମିତି କଲେ ଚେହେରା ଉପରେ ବଳିରେଖା ରୁ ମୁକ୍ତତି ମିଳିଥାଏ । କୁହାଯାଏ କି ପାଚିଲା ପଣସ ଠାରୁ ଅଧିକ କଞ୍ଚା ପଣସ ଲାଭକାରୀ ଅଟେ, ଏହାକୁ ଆପଣ ନିଜ ପସନ୍ଦ ଅନୁଯାଇ ତରକାରୀ କରି ବା ଅଲଗା ପ୍ରକାର ରୋଷେଇ କରି ଖାଇ ପାରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *