ପଞ୍ଚୁକ ରେ ଆମିଷ ଖାଇଲେ କେଉଁ ପାପ ଲାଗେ? Ajira Anuchinta

ତେବେ ଶାସ୍ତ୍ରରେ କୁହା ଯାଇଛି ଯେ ଆମିଷ ଖାଇବା ଉଚିତ ନୁହ କିନ୍ତୁ ମନକୁ ସନ୍ତୁଷ୍ଠୀ କରି ଧ୍ୟାନ କରିବା ଉଚିତ ତେବେ ଯାହାକୁ ଆମିଷ ଖାଇବା ପରେ ସନ୍ତୁଷ୍ଠୀ ମିଳିଥାଏ ସେହି ଲୋକଙ୍କୁ ଆମିଷ ସେବନ କରିବା ଉଚିତ କିନ୍ତୁ ଗୋଟେ ସଠିକ ମାତ୍ରାରେ ଅଧିକ କୌଣସି ଜିନିଷ ଖରାପ୍ପ କରିଥାଏ ସେଥିପାଇଁ କୌଣସି ଜିନିଷ ଅଧିକ ଖାଇବା ବା କରିବା ଉଚିତ ନୁହ ।

ତେବେ ଶାସ୍ତ୍ର ରେ ଏହା ମଧ୍ୟ କୁହା ଯାଇଛି ଯେ ପଞ୍ଚୁକରେ ବଗ ମଧ୍ୟ ଆମିଷ ଖାଇ ନଥାଏ ଏହାର କାରଣ କଣ ଆଜି ଆମେ ଆପଣଙ୍କୁ ବିସ୍ତାର ସହ କହିବାକୁ ଯାଉଛୁ । କାର୍ତିକ ମାସରେ ବହୁତ ଲୋକ ଆମିଷ ଖାନ୍ତି ନାହିଁ ତାହା ଉଚିତ ।

Image Courtesy: Google

କାହିଁକିନା ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହି ସମୟରେ ମାଛ ଗର୍ଭ ଧାରଣ କରିଥାଏ ଓ ଏହା ପରେ ପ୍ରସବ କରିଥାଏ ଯାହା ପରେ ମାଛକୁ ଗୋଟେ ପ୍ରକାର ରୋଗ ହୋଇଥାଏ ତେବେ ଏହି ସମୟରେ ମାଛ ଖାଇବା ଦ୍ଵାରା ସେହି ରୋଗ ଆମ ଶରୀରକୁ ଯାଇଥାଏ ଓ ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ କରିଥାଏ ସେଥିପାଇଁ ଧାର୍ମିକ ପକ୍ଷରୁ ଦେଖନ୍ତୁ ବା ବୈଜ୍ଞାନିକ ପକ୍ଷରୁ ଦୁଇ ପକ୍ଷରୁ ପଞ୍ଚୁକରେ ମାଛ ଖାଇବା ଉଚିତ ନୁହ । ଏହା ଉପରେ ଗୋଟେ କାହାଣୀ ମଧ୍ୟ ଅଛି ଆପଣ ମାନେ ସମସ୍ତେ ରାମାୟଣ ବିଷୟରେ ବେସ ଭଲ ଭାବରେ ଜାଣିଥିବେ ।

Image Courtesy: Google

ତେବେ ଯେତେବେଳେ ସିତାଙ୍କୁ ରାବଣ ହରଣ କରି ନେଇ ଯାଇଥିଲା ଓ ରାମ ଲକ୍ଷ୍ମଣ ତାଙ୍କୁ ଜଙ୍ଗଲରେ ଖୋଜୁଥିଲେ ସେହି ସମୟରେ ଗୋଟେ ବଗ ଗଛ ଡାଳ ଉପରେ ବସିଥିଲା ଓ ରାମଙ୍କ ପୁକାର ଶୁଣି ତାଙ୍କୁ ଡାକି କହିଥିଲା ପ୍ରଭୁ ଆପଣ ନିଜ ସ୍ତ୍ରୀଙ୍କୁ ଖୋଜୁଛନ୍ତି । ରାମ କହିଲେ ହଁ ତମେ ଦେଖିଛ, ବଗଟି କହିଲା ହଁ ଦକ୍ଷିଣ ଦିଗକୁ ରାବଣ ତାଙ୍କୁ ନେଇ ଯାଉଥିଲା ରାମ ଏହି କଥା ଶୁଣି ବହୁତ ପ୍ରସନ୍ନ ହେଲେ ତା ପରେ ବଗକୁ କହିଲେ କଣ ବରଦାନ ଚାହୁଁଛ କୁହ ।

Image Courtesy: Google

ବଗ କହିଲା ପ୍ରଭୁ ମୁଁ ବର୍ଷ ସାରା ଖଟି ଖଟି ମୋ ଛୁଆ ପିଲା ଓ ମୋଇ ସ୍ତ୍ରୀକୁ ଖାଇବାକୁ ଦଉଛି, ଏମିତି ଗୋଟେ ବରଦାନ ଦିଅନ୍ତୁ ଯାହା ଅନୁଯାଇ ବର୍ଷର ୪ ମାସ ମୋ ସ୍ତ୍ରୀ ମତେ ଖାଇବାକୁ ଦବ । ଭଗବାନ ରାମ କହିଲେ ଏହା କେମିତି ସମ୍ଭବ କିନ୍ତୁ ବଗର ଅନୁରୋଧ କରିବାରୁ ଭଗବାନ ରାମ ତଥାସ୍ତୁ କହିଲେ ଓ କହିଲେ ତୁ ତୋ ସ୍ତ୍ରୀ ଅଇଁଠା ଖାଇବୁ ଟଟେ ଯାହା ପାପ ଲାଗିବା କଥା ସେହି ପାପ୍ପ ସେମିତିକା ବ୍ୟକ୍ତିକୁ ଲାଗିବ ଯିଏ ପଞ୍ଚୁକରେ ଆମିଷ ସେବନ କରିବ । ତେବେ ଏହି ପଞ୍ଚୁକ ବଗ ନାରେ ରହିଲା ଏହି ପଞ୍ଚୁକରେ ଯିଏ ଆମିଷ ଖାଇଥାଏ ତାକୁ ବଗର ସବୁ ପାପ ଦଣ୍ଡ ମିଳିଥାଏ ।

Leave a Reply

Your email address will not be published. Required fields are marked *