ପଞ୍ଚୁକ ଶେଷ ଦିନରେ କରନ୍ତୁ ଏହି 5 ଟି କାମ ହେବ ସବୁ ମନୋସ୍କାମନା ପୂର୍ଣ୍ଣ

କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଏକାଦସିରୁ ପୁରୁଷ ସ୍ତ୍ରୀ ଯୁବକ ଯୁବତୀ ସମସ୍ତେ ଦୃଢ ବ୍ରତ ଭାବି ପ୍ରାତଃ ସ୍ନାନ ସହ ପାଞ୍ଚ ଦିନ ଭାବି ପଞ୍ଚୁକ ପାଳନ କରନ୍ତି । ପିତାମହ ଭୀଷ୍ମ ପିତାମହ ଶ୍ରୀକୃଷ୍ଣଙ୍କ ଠାରୁ  ପ୍ରତିବର୍ଷ କାର୍ତ୍ତିକ ମାସ ସେଶ ପାଞ୍ଚ ଦିନ ବ୍ରତ ରାଖୀ ପଞ୍ଚୁକ ପାଳନ କରିବେ ବୋଲି କହିଥିଲେ । ସେଇ ହିସାବରେ ବ୍ରତର ନାମ କରଣ ପଞ୍ଚୁକ ବୋଲି ହୋଇଛି । ଯଦି ଆପଣ ସବୁ ମନସ୍କାମନା ଓ ଇଛା ପୂରକରିବାକୁ ଚାହୁଁଛନ୍ତି, ଏହି ପଞ୍ଚୁକ ପାଞ୍ଚ ଦିନରେ  କରନ୍ତୁ ଏହି ପାଞ୍ଚଟି କାମ ।

କାର୍ତ୍ତିକ ମାସ ପଞ୍ଚୁକରେ  ପ୍ରଭୁ ରାଧା କୃଷ୍ଣଙ୍କର ପୂଜା ଅର୍ଚନା କରନ୍ତୁ । ପୂଜା କଲାବେଳେ ରାଧା କୃଷ୍ଣଙ୍କୁ ତୁଲସୀ କାଥରେ ତୁଲସୀ ଘୋରି ଲଗାନ୍ତୁ । ଏହା କରିବା ଦ୍ଵାରା ପ୍ରଭୁ ରାଧା କୃଷ୍ଣ ଆପଣ ମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ମହା ପଞ୍ଚୁକ ପାଞ୍ଚ ଦିନ ହୋଇଥାଏ, ଆପଣ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ସକାଳୁ ଭୋରୁ ଭୋରୁ ଉଠିକି ନିଜର ଘର ସଫାକରି ନିଅନ୍ତୁ ।ଏହା ପରେ ନିଜର ଘର ଚାରିପଟ, ମନ୍ଦିର ବାଡି ବଗିଚା ସବୁ ଝାଡୁରେ ଭଲକି ସବୁ ସଫା କରି ନେବ ।  ସବୁ ଆଖପାଖ ଘର ସଫା ରଖିବା ଦ୍ଵାରା ବିଷ୍ଣୁ ଭଗବାନ ଖୁସି ହୋଇଥାନ୍ତି ଓ ମାତା ଲକ୍ଷ୍ମୀ ଖୁସି ହୋଇବେ । ମା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ସବୁବେଳେ ରହିବ ଆପଣଙ୍କ ଉପରେ । ମା ଲକ୍ଷ୍ମୀ ସବୁବେଳେ ପରିଷ୍କାର ଓ ସ୍ଵଛ ସ୍ଥାନରେ   ରହିବାକୁ ଭଲପାଇଥାନ୍ତି ।

ଆପଣ ଏହି ପଞ୍ଚୁକରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାତଃ ସ୍ନାନ କରି ଚଉରା ପୂଜା ଓ ତୁଲସୀ ପୂଜା କରନ୍ତୁ । ପୂଜା କରିବା ପରେ ଚଉରା ପାଖରେ କି ରାଧାକୃଷ୍ଣଙ୍କ ପାଖରେ ମୁରୁଜରେ କିଛି ରଙ୍ଗୋଲି ବନାନ୍ତୁ ଓ ସେ ମୁରୁଜରେ ପଞ୍ଚୁକ ବୋଲିବି ଲେଖନ୍ତୁ ।  ଏହାକୁ ପଞ୍ଚୁକ ପାଞ୍ଚ ଦିନ ସକାଳୁ ଉଠି କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୁରା ହୋଇଥାଏ ଓ ଆପଣଙ୍କର ସେହି ଦିନତି ବହୁତ ଶୁଭରେ ଯାଇଥାଏ । କାର୍ତ୍ତିକ ମାସ ପଞ୍ଚୁକ ପାଞ୍ଚ ଦିନରେ ଭଗବାନ ଶ୍ରୀ ଜଗନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ ।

ଏହା କରିବା ଦ୍ଵାରା ଜଗନାଥଙ୍କ ମହା ଆଶୀର୍ବାଦ ଆପଣଙ୍କୁ ମିଳିଥାଏ । ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ହୋଇଥାଏ । ତେଣୁ ଏହାକୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବା ଦ୍ଵାରା  ଭଗବାନ ଆପଣଙ୍କ ଉପରେ ଖୁସି ହୋଇଥାନ୍ତି । ପଞ୍ଚୁକ ପାଞ୍ଚ ଦିନର ଶେଷ ଦିନ  ଡଙ୍ଗା ଭସା ହୋଇଥାଏ । ଏହି ଦିନରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଡଙ୍ଗା କିଣି ତାକୁ ପୂଜା କରି ନଇ କି ପୋଖରୀରେ ଭସାଇ ଥାନ୍ତି ।

ଆପଣ ଏହିଦିନ ଯଦି କଦଳୀ ପାଟୁଙ୍ଗାରେ ଡଙ୍ଗା ତିଆରି କରି ଭସାଇବେ ଆପଣଙ୍କ ମନସ୍କାମନା ଇଛା ସବୁ ପୁରା ହୋଇଥାଏ । ଯଦି ଶୋଲର ଡଙ୍ଗା ଭାସଉଛନ୍ତି ଦେଖିବେକୀ ସେଥିରେ ଦୀପ କି କ୍ୟାଣ୍ଡଲ ଲଗାଇବା ଦ୍ଵାରା ସେ କିଛିବାତ ଯାଇ ଯେମିତି ଡାଙ୍ଗରେ ନିଆଁ  ନଲାଗେ ଏମିତି ହେବ ଦ୍ଵାରା ଆପଣଙ୍କ ମନ ସ୍କାମନା ପୁରା ହୋଇନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *