ପର୍ସ ରେ ଏଟିଏମ ଭଳି ରଖିଦିଅନ୍ତୁ ଏହି ଗୋଟେ ଜିନିଷ ଏତେ ପଇସା ବର୍ଷିବ କି ସମ୍ଭାଳିବା ହୋଇଯିବ ମୁସ୍କିଲ

ଏହି ଦୁନିଆରେ ସବୁ ଲୋକ ପରିଶ୍ରମ କରି ଟଙ୍କା ଜମା କରିଥାନ୍ତି ଏବଂ ପଇସା ଏମିତି କି ରହିବାର ନାମ ନିଏ ନାହିଁ ,ଏଥିରେ ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ,ଯାହା ପରେ ସେ ଆପଣଙ୍କୁ ଛାଡି କି କେବେ ଯିବ ନାହିଁ । ସେ ପଇସା ତ ସବୁ ବ୍ୟକ୍ତି କମାଇ ଥାନ୍ତି କିନ୍ତୁ ସବୁବେଳେ ନୋଟରେ ପୂର୍ଣ୍ଣ ଥିବା ପର୍ସ ମାସର ଶେଷ ପର୍ଯ୍ୟନ୍ତ ଆସ୍ତେ ଆସ୍ତେ ଖାଲି ହୋଇଯାଇ ଥାଏ ।

ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ଆମେ ଆପଣଙ୍କୁ ଏକ ଛୋଟ ଉପାୟ କହିବୁ ଯାହା ଅନୁସାରେ ଆପଣଙ୍କୁ ନିଜ ପର୍ସରେ କିଛି ଏମିତି ଜିନିଷ ରଖିବାକୁ ହେବ ଯାହା ଦ୍ଵାରା ଧନର କମି କବେବି ହେବ ନାହିଁ ।

ଆସନ୍ତୁ ଜାଣିବା ଏହା ବିଷୟରେ

ଆମେ ସମସ୍ତେ ଜାଣିଛୁ କି ପଇସା ସହିତ ଯୋଡି ହୋଇଥିବା ସମସ୍ୟାକୁ ମା ଲକ୍ଷ୍ମୀ ହିଁ ଦୂର କରି ପାରିବେ । ଏଥିପାଇଁ ମା ଲକ୍ଷ୍ମୀଙ୍କ ଫଟୋ ପର୍ସରେ ଏମିତି ଜାଗାରେ ରଖନ୍ତୁ ଯେମିତି କି ତାହା କେବେବି ପଡିଯିବ ନାହିଁ । ଏହି ଫଟୋ ଅମିତି ହେବା ଦରକାର କି ଯେମିତି ମା ଲକ୍ଷ୍ମୀ ମୁଦ୍ରା ଉପରେ ବସିଥିବେ । କୁହାଯାଏ କି ଯଦି ଆପଣ ନିଜ ପର୍ସ ରେ ରୂପାର ମୁଦ୍ରା ରଖିବେ ସେଥିରେ ବି ଲାଭ ହେବ । ରୂପାର ମୁଦ୍ରା ପର୍ସ ରେ ରଖିବା ପୂର୍ବରୁ ତାହାକୁ ଲକ୍ଷ୍ମୀଙ୍କ ପାଦ ତଳେ ରଖି ଦିଅନ୍ତୁ ଏବଂ ତା ପରେ ଏହାକୁ ନିଜ ପର୍ସ ରେ ରଖନ୍ତୁ ।

କିନ୍ତୁ ଲୋକମାନେ କହିଥାନ୍ତି କି ପର୍ସରେ ଜାଗା କମ ଥାଏ ସେଥିପାଇଁ ଏହି ସବୁ ଜିନିଷ ରଖିବା ପାଇଁ ବହୁ ଅସୁବିଧା ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଜିନିଷ ଆଣିଛୁ ଯାହା କେବଳ ଏଟିଏମ ଆକାରର ହୋଇଥାଏ ଏବଂ ଏହାକୁ ରଖିବା ପରେ ଆପଣଙ୍କୁ କୌଣସି ଦିତୀୟ ଜିନିଷ ରଖିବାକୁ ହେବ ନାହିଁ ।

ଏହି ଜିନିଷକୁ ରଖିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ କେବେବି ଧନର କମି ମେହେଷୁସ ହେବ ନାହିଁ । ଫଟୋରେ ଆପଣ ଦେଖୁଥିବେ କି ଏହା ଲାଲ ରଙ୍ଗର କାର୍ଡ ଅଟେ ଯେଉଁଥିରେ ସାକ୍ଷାତ ମହାଲକ୍ଷ୍ମୀ ଙ୍କର ଫଟୋ ଅଛି ଏବଂ ଏହା ସହିତ ରୂପା ମୁଦ୍ରାର ବି ଲାଗିଛି । ଏହାକୁ ବ୍ୟାପାର ବୃଦ୍ଧି ଯନ୍ତ୍ର କୁହାଯାଇଥାଏ ,ଯେଉଁ ବ୍ୟକ୍ତି ଧନ ପାଇଁ ଚିନ୍ତାରେ ଅଛନ୍ତି ସେ ଏହାକୁ ନିଜ ପର୍ସରେ ରଖି ପାରନ୍ତି । ଏହାକୁ ରଖିଲେ ସବୁ ସମସ୍ଯା ଦୂର ହୋଇଯାଇଥାଏ ଏବନହ ଏହା ଆପଣଙ୍କ ପର୍ସରେ ଅଧିକ ଜାଗା ବି ନେଇ ନଥାଏ ।

Leave a Reply

Your email address will not be published. Required fields are marked *