ପସନ୍ଦ କରନ୍ତୁ ଗୋଟେ ରଙ୍ଗର କବାଟ ଓ ଜାଣନ୍ତୁ ଆପଣଙ୍କ ଜୀବନସାଥୀ ର ମନ କଥା- Psychology Test

ବନ୍ଧୁଗଣ କୌଣସି ବ୍ୟକ୍ତି ର ଗୁଣ ତାର ବିଚାର ଓ ସ୍ୱଭାବ ର ଆଇନା ଅଟେ । ତାକୁ କଣ ପସନ୍ଦ ୟା ନା ପସନ୍ଦ ଏହା ତାର ସ୍ୱଭାବ ରୁ ଜାଣିହୁଏ । ଏଠାରେ ଆପଣଙ୍କୁ ପାଞ୍ଚ ଟି ରଙ୍ଗର କବାଟ ମଧ୍ୟରୁ ଗୋଟେ ରଙ୍ଗ ବାଛିବାକୁ ପଡିବ । ସବୁଜ ରଙ୍ଗ, ନୀଳ ରଙ୍ଗ, ହଳଦିଆ ରଙ୍ଗ, କମଳା ରଙ୍ଗ, ମାଟିଆ ରଙ୍ଗ ।

୧-ଯଦି ଆପଣ ପ୍ରଥମ ରଙ୍ଗ ପସନ୍ଦ କରିଛନ୍ତି ଯଦି ତ ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ସବୁବେଳେ ଭରସା କରିବେ । ସେ ବହୁତ ଭଲ ସ୍ୱଭାବ ର ଅଟନ୍ତି । ସେମାନଙ୍କୁ ସେମାନ ଙ୍କ ସ୍ୱତନ୍ତ୍ରତା ଦରକାର । କୌଣସି କାମ କୁ ଜଲଦି ନକରି ବୁଝି ସୁଝି କରନ୍ତି । ଏମାନଙ୍କ ପସନ୍ଦ ଟିକେ ହଟକେ ଥାଏ । ଏମାନଙ୍କୁ ସେହି ଜିନିଷ ପସନ୍ଦ ଯିଏ ଟିକେ ଅଲଗା ଓ କିଛି ଖାସ ହୋଇଥିବା ।


୨-ନୀଳ ରଙ୍ଗ- ଯଦି ଆପଣ ୨ତିୟ ରଙ୍ଗ ବଚିଛନ୍ତି ତା ଆପଣଙ୍କ ଜୀବନସାଥୀ ବହୁତ ଖୁସ ମିଜାଜ୍ ର ଲୋକ ଅଟନ୍ତି । ସେ ନିଜ ଲାଇଫ କୁ ନେଇ ବହୁତ ଉତ୍ସାହି ରୁହନ୍ତି ଓ ନୂଆ ଜିନିଷ କୁ ଜାଣିବା ଓ ଶିଖିବା ପାଇଁ ପ୍ରସ୍ତୁତ ରୁହନ୍ତି । ଏମାନେ ବହୁତ ପରିଶ୍ରମି ଓ ଆତ୍ମନିର୍ଭରଶୀଳ ବ୍ୟକ୍ତି ଅଟନ୍ତି,ସହିତ ନିଜ ଜୀବନସାଥୀ ପ୍ରତି ବହୁତ ଇମାନଦାର ଅଟନ୍ତି ।

୩-ଯଦି ଆପଣ ୩ୟ ରଙ୍ଗ କୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନସାଥୀ ବହୁତ ଜିଜ୍ଞାସୁ ସ୍ୱଭାବ ର ବ୍ୟକ୍ତି ଅଟନ୍ତି । ସବୁ କାମ କୁ ଏମାନେ ପୁରା ଜୋଶ ରେ କରିଥାନ୍ତି । ଏମାନେ ନିଜ କାମ କୁ ନିଜ ତରିକା ରେ କରିବାକୁ ପସନ୍ଦ କରନ୍ତି । ଆପନଙ୍କ ଜୀବନସାଥୀ ସମସ୍ତଙ୍କୁ ସାଥିରେ ନେଇକି ଚାଲିବା ରେ ବିଶ୍ୱାସ ରଖନ୍ତି ।

୪- -ଯଦି ଆପଣ ୪ର୍ଥ ରଙ୍ଗ କୁ ବାଛିଛନ୍ତିତେବେ ଆପଣଙ୍କ ଜୀବନସାଥୀ ନିଜକୁ ପରିସ୍ଥିତି ସହ ଖାପ ଖୁଆଇ ଚାଲି ପାରନ୍ତି । ତାଙ୍କର ସବୁଠୁ ଭଲ ଗୁଣ ହେଲା ସେ ସମସ୍ତଙ୍କ ସାହାଯ୍ୟ କରିଥାନ୍ତି । ସେ ବହୁତ ବୁଦ୍ଧିମାନ ଓ କଠିନ ପରିସ୍ଥିତି କୁ ଭି ନିଜ ବୁଦ୍ଧି ଦ୍ୱାରା ସମ୍ଭାଳି ନିଅନ୍ତି ।

୫–ଯଦି ଆପଣ ୫ମ ରଙ୍ଗ କୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନସାଥୀ ଜୀବନ କୁ ନେଇ ସକରାତ୍ମକ ଚିନ୍ତାଧାରା ରଖନ୍ତି । ସେ ସ୍ୱଭାବ ରୁ ଭଲ ଅଟନ୍ତି । ସେମାନଙ୍କୁ ହାରିବା ପସନ୍ଦ ନୁହେ,ସେମାନେ ମୁଫଟ ପ୍ରକୃତିର ଲୋକ ଅଟନ୍ତି ଯେଉଁ କାରଣ ରୁ ଏମାନଙ୍କୁ ତେଢା କଥା କହିବା ଲୋକ ପସନ୍ଦ ନୁହେଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *