‘ପବିତ୍ର ରିସ୍ତା’ ସିରିୟଲରେ କାମ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ‘Shruti Kanwar’ ଆଜି ଦେଖାଯାଉଛନ୍ତି ଏମିତି

ଦର୍ଶକବନ୍ଧୁ, ୨୦୦୯ ରେ ଜି’ ଟିଭି ରେ ପ୍ରସାରିତ ହେଉଥିବା ଶୋ’ ‘ପବିତ୍ର ରିସ୍ତା’ ର ଯେବେ ଯେବେ ଆଲୋଚନା ହୋଇଅଛି । ସେହି ଶୋ’ ରେ ଥିବା ଯୋଡି ‘ଅର୍ଚ୍ଚନା’ ଏବଂ ‘ମାନବ’ ଏଅ ନାମ ନିଶ୍ଚିତ ନିଆଯାଇଥାଏ । ବନ୍ଧୁଗଣ ଉଭୟଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପ୍ରଭାବିତ କରିଥିଲା । ଉଭୟଙ୍କୁ ଏକା ସହିତ ଦେଖିବାକୁ ଦର୍ଶକ ମାନେ ବହୁତ ଉତ୍କଣ୍ଠା ର ସହିତ ଚାହିଁ ବସିଥାନ୍ତି । ବନ୍ଧୁଗଣ ସାଧାରଣତ ଆମ୍ଭ ମାନଙ୍କୁ ଡ୍ରାମା ଜନିତ ସିରିୟାଲ ଦେଖିବାକୁ ବହୁତ ଭଲ ଲାଗିଥାଏ ।

ଇଣ୍ଡଷ୍ଟ୍ରି ରେ ଅନେକ ଗୁଡିଏ ଟିଭି ଧାରାବାହିକ ରହିଅଛି, ସେଥିମଧ୍ୟରୁ ଦର୍ଶକ ମାନଙ୍କ ହୃଦୟକୁ ଯେଉଁ କଳାକାର ଛୁଇଁ ନେଇଥାନ୍ତି, ସେମାନେ ତାଙ୍କୁ ପରଦାରେ ଦେଖିବାକୁ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ “ପବିତ୍ର ରିସ୍ତା” ସିରିୟଲରେ ଅଭିନୟ କରିଥିବା ଅଭିନେତ୍ରୀ “ଶୃତି କଂବର” ଙ୍କ ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ ।

ବନ୍ଧୁଗଣ “ପବିତ୍ର ରିସ୍ତା” ଧାରାବାହିକ ରେ ଗୋଟିଏ ଏଭଳି କିରଦାର ଅଛି ଯାହାକି ଦର୍ଶକ ମାନଙ୍କ ହୃଦୟକୁ ଜିତିବା ସହିତ ନିଜର ଅଭିନୟକୁ ବେସ ଉତ୍ତମ ଭାବେ ପ୍ରଦର୍ଶଣ କରିଥିଲେ । ବନ୍ଧୁଗଣ ଏହି ସିରିୟଲ ରେ ମାନବ ଏବଂ ଅର୍ଚ୍ଚନା ର ଝିଅ ର ରୋଲ ପ୍ଲେ କରୁଥିବା ଅଭିନେତ୍ରୀ ଙ୍କ ରିୟଲ ନାମ “ଶୃତି କଂବର” ଅଟେ । ଏହି ସିରିୟଲ ରେ ତାଙ୍କର ନାମ “ଓଭି ମାନବ ଦେଶମୁଖ” ଥିଲା ।

“ଶୃତି କଂବର” ଙ୍କ ଜନ୍ମ ୧୫ ମଇ, ୧୯୯୧ ରେ ଜମଶେଦପୁରରେ ହୋଇଥିଲା । ତାଙ୍କର ସମସ୍ତ ଶିକ୍ଷା ବିହାର ର ସ୍କୁଲ ତଥା କଲେଜ ରେ ସମାପ୍ତ ହୋଇଥିଲା । ଦର୍ଶକବନ୍ଧୁ ପିଲାଦିନୁ ତାଙ୍କୁ ଆକଟିଂ ରେ ରୁଚି ରହିଥିବାରୁ ସେ ଅଭିନୟ ଜଗତରେ ନିଜର ପାଦ ବଢାଇବାକୁ ନିଷ୍ପତ୍ତି ନେଲେ । ୨୦୧୪ ରେ ତାଙ୍କୁ “ପବିତ୍ର ରିସ୍ତା” ସିରିୟାଲ ରେ ‘ମାନବ’ ଏବଂ ‘ଅର୍ଚ୍ଚନା’ ର ଝିଅ ‘ଓଭି ମାନବ ଦେଶମୁଖ’ ର କିରଦାର ନିଭାଇବାକୁ ଦିଆଯାଇଥିଲା ।

ସେ ଏହି ରୋଲଟିକୁ ବହୁତ ସୁନ୍ଦର ଭାବେ ପରଦାରେ ଓଲ୍ହାଇ ଆଣିଲେ ଯେ, ତାଙ୍କର ଅଭିନୟରେ ପ୍ରଭାବିତ ହୋଇ ବହୁତ ଦର୍ଶକ ତାଙ୍କ ପ୍ୟାନ୍ସ ବନିଗଲେ । ତାଙ୍କର ବ୍ରୀଲିଏଣ୍ଟ ଆକଟିଂ ଅନେକଙ୍କୁ ଦିୱାନା ବନାଇଗଲା । ଏହାପରେ ସେ ଅନେକ ଗୁଡିଏ ସିରିୟଲ ରେ ଅଭିନୟ କରିଥିଲେ । ଏଥି ମଧ୍ୟରୁ ‘ଡୋଲି ଅରମାନୋ କି’, ‘ୟେ ହେ ଆଶିକି’, ‘ସାବିତ୍ରୀ ଦେବୀ କଲେଜ ଆଣ୍ଡ ହସ୍ପିଟାଲ’ ଏବଂ ‘କ୍ରାଇମ ପେଟ୍ରୋଲ’ ଭଳି ସିରିୟଲ ଗୁଡିକରେ କାମ କରି ସେ ବହୁତ ସଫଳତା ହାସିଲ କରିଥିଲେ ।

ବନ୍ଧୁଗଣ ବର୍ତ୍ତମାନ ‘ପବିତ୍ର ରିସ୍ତା’ ସିରିୟଲ ଟି ସମାପ୍ତ ହେବାର ସମୁଦାୟ ୬ ବର୍ଷ ହୋଇଗଲାଣି । ମାତ୍ର ଏହି ୬ ବର୍ଷ ମଧ୍ୟରେ ଓଭି ମାନବ ଦେଶମୁଖ ର କିରଦାର ନିଭାଉଥିବା ଅଭିନେତ୍ରୀ “ଶୃତି କଂବର” ମଧ୍ୟ ବହୁତ ବଡାଲିଗଲେଣି । ସେ ୬ ବର୍ଷ ମଧ୍ୟରେ ବର୍ତ୍ତମାନ ନିଜର ୩୦ ବର୍ଷ ବୟସ ଅତିକ୍ରମ କରିସାରିଲେଣି । ଆଗ ଅପେକ୍ଷା ସେ ବହୁତ ଅଧିକ ଷ୍ଟାଇଲିଶ ମଧ୍ୟ ହୋଇଗଲେଣି । ବନ୍ଧୁଗଣ ଏହାଥିଲା “ଶୃତି କଂବର” ଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *