Bhojpuriର ଫେମସ ଅଭିନେତା Pawan Singhଙ୍କ ଭଉଣୀର ସୁନ୍ଦରତା ଦେଖି ଆପଣଙ୍କ ହୋସ ଉଡିଯିବ

ଭୋଜପୁରୀ ଜଗତ ବହୁତ ବଡ଼ ନାମ ଅଟନ୍ତି ପବନ ସିଂହ ତାଙ୍କ ପରିବାର ବହୁତ ଗରିବ ଥିଲା କିନ୍ତୁ କେବଳ ପବନ ସିଂହ ନିଜ କଳା ଦ୍ୱାରା ନିଜ ଗୋଡ ଉପରେ ଠିଆ ହୋଇଲେ ଆଉ ତାଙ୍କ ପରିବାର ଭାଗ୍ୟ ସବୁ ଦିନ ପାଇଁ ବଦଳି ଗଲା କଣ ଆପଣ ମାନେ ଏହା ଜାଣିଛନ୍ତି କି ପବନ ସିଂହ ଆଗରୁ ବହୁତ ଜାଗାରେ ମେଲୋଡି ଆଉ ମାତାଙ୍କ ଦରବାରରେ ଗାଉଥିଲେ ଆଉ ନିଜ ଘର ସାହାଯ୍ୟ କରିଥିଲେ କିନ୍ତୁ ଗୋଟେ ସମୟ ଏମିତି ଆସିଲା ଯେତେବେଳେ ତାଙ୍କ ପାଖରେ ଟଙ୍କା ନଥିଲା ଆଉ ଘର ପରିସ୍ଥିତି ବହୁତ ଖରାପ ହୋଇ ଚାଲିଲା ।

ତେବେ ଆଜି ଆମେ ପବନ ସିଂହ ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ବହୁତ କମ ଜାଣିବାକୁ ପାଇଥିବେ ।

ପବନ ସିଂହ ବିହାର ରେ ରହୁଥିଲେ ତାଙ୍କ ପରିବାରରେ ଆର୍ଥିକ ସମସ୍ୟା ବହୁତ ଅଧିକ ରହୁଥିଲା ସେ ନିଜ ବାପାଙ୍କ ସାହାଯ୍ୟ ପାଇଁ ବହୁତ ଜାଗାରେ ଗୀତ ଗାଇଥିଲେ ଏହା ପରେ ତାଙ୍କୁ ବଡ ମ୍ୟୁଜୀକ କମ୍ପାନୀ ମାଲିକ ଡାକିଲେ ଆଉ ଗୀତ ଗାଇବା ପାଇଁ ଅଫର ଦେଲେ ଯାହା ପରେ ପବନ ସିଂହ ଗାଇଲେ ଆଉ ବହୁତ ବଡ ଗାୟକ ହୋଇଥିଲେ ଆଉ ନିଜ ଘର ସମସ୍ୟା ଦୁର କରିବାରେ ସଫଳ ହୋଇଥିଲେ ଏହା ପରେ ତାଙ୍କୁ ଫିଲ୍ମ ରେ ମୁଖ୍ୟ ଅଭିନେତା ଭାବରେ କାମ କରିବା ପାଇଁ ସୁଯୋଗ ମିଳିଲା ଯାହା ପରେ ସେ ଅଭିନୟ ଦୁନିଆରେ ପାଦ ରଖିଲେ ଆଉ ବହୁତ ସଫଳ ହୋଇଥିଲେ ।

କଣ ଆପଣ ମାନେ ଜାଣିଛନ୍ତି ପବନ ସିଂହଙ୍କ ଏକ ମାତ୍ର ଭଉଣୀ ବିହାରରେ ଅଛନ୍ତି । ପବନ ସିଂହ ନିଜ ଭଉଣୀକୁ ବହୁତ ଭଲ ପାଆନ୍ତି ଆଉ ତାଙ୍କୁ ଦେଖା କରିବା ପାଇଁ ପ୍ରାୟତଃ ମୁମ୍ବାଇରୁ ବିହାର ଯାଇଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ଭଉଣୀଙ୍କ ବିବାହ ହୋଇ ଯାଇଛି ଆଉ ତାଙ୍କର ଗୋଟେ ଝିଅ ଅଛି ଯାହାକୁ ପବନ ବହୁତ ଭଲ ପାଆନ୍ତି ଆଉ ନିଜ ଭାଣିଜି ପାଇଁ ସବୁବେଳେ କିଛି ନା କିଛି ନେଇକି ଯାନ୍ତି ।

ପବନ ସିଂହ ଦ୍ଵିତୀୟ ସ୍ତ୍ରୀ ଯେତେବେଳେ ନିଜ ଜୀବନ ନେଇଥିଲେ ସେତେବେଳେ ପବନ ସିଂହ ବହୁତ ଖରାପ ଅବସ୍ଥା ରେ ଥିଲେ ଆଉ ଜେଲ ମଧ୍ୟ ଯାଇଥିଲେ କିନ୍ତୁ ତାଙ୍କ ଭଉଣୀ ତାଙ୍କ ସହ ଠିଆ ଥିଲେ ଆଉ ନିଜ ଭାଇକୁ ନ୍ୟାୟ ଦବା ପାଇଁ ସବୁ ପ୍ରକାର ପରିଶ୍ରମ କରିଥିଲେ ଆଉ ନିଜ ଭାଇକୁ ମୁକୁଲେଇ ଆଣି ଥିଲେ । ଏହି ଭଳି ଭାଇ ଭଉଣୀ ପ୍ରେମ ଆପଣଙ୍କୁ ବହୁତ କମ ଦେଖିବାକୁ ମିଳୁଥିବ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *