ପିରିୟଡ କେତେ ଦିନ ପରେ ଗର୍ଭବତୀ ହୁଅନ୍ତି- Pregnancy Tips

ଗର୍ଭବତୀ ହବା ଦୁନିଆରା ସବୁଠାରୁ ସୁଖମୟ ସମୟ ହୋଇଥାଏ, ସବୁ ମହିଳାଙ୍କ ବିବାହ ପରେ ଗର୍ଭ ଧାରଣ କରିବାର ଇଛା ହୋଇଥାଏ କିନ୍ତୁ ଏହା ଏତେ ସହଜ ନୁହେଁ କାହିଁକିନା ଗର୍ଭ ଧାରଣ କରିବା ପାଇଁ ଆମ ଶରୀରରେ କିଛି ଜିନିଷ ସଠିକ ହବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଯେତେବେଳେ ସ୍ଵାମୀ ସ୍ତ୍ରୀ ଗର୍ଭ ପାଇଁ ଚିନ୍ତା କରନ୍ତି ସେତେବେଳେ ସମସ୍ତେ ଏହା ବିଚାର କରନ୍ତି ଯେ ଆମ ସନ୍ତାନ ସ୍ଵସ୍ଥ ହେଉ କିନ୍ତୁ ଆପଣ ଭୁଲ ଏହା କରନ୍ତି ଯେ ଗର୍ଭ ଧାରଣ ହେଲା ପରେ ଆପଣ ଏହା ଚିନ୍ତା କରନ୍ତି ଯଦି ତା ପୂର୍ବରୁ କରିବେ ତେବେ ଛୁଆ ନିଶ୍ଚିନ୍ତ ସ୍ୱାସ୍ଥ୍ୟ ରହିବ ତାହା କେମିତି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଜେନ ମହିଳାଙ୍କୁ ଯଦି ସାଥି ୨୮ ଦିନ ବ୍ୟବଧାନରେ ମାସିକ ଡ଼ିଏଚଆରଏମ ଆସୁଛି ତେବେ କିଛି ଅସୁବିଧା ନାହିଁ ଆପଣ ମାସିକ ଡ଼ିଏଚଆରଏମ ଆରମ୍ଭ ଦିନକୁ କ୍ୟାଲେଣ୍ଡରରେ ମାର୍କ କରନ୍ତୁ ଏହା ପରେ ଆପଣ ଠିକ ୧୧ ଦିନ ଠାରୁ ୧୮ ଦିନ ଭିତରେ ଦିନେ ଛାଡି ଦିନେ ସମ୍ପର୍କ ରଖନ୍ତୁ ଏହି ସମୟରେ ମହିଳାଙ୍କ ଓଭାରିରୁ ଅଣ୍ଡା ବାହାରିଥାଏ ଯାହାକୁ ଧାତୁ ସହ ମିଶିଲେ ଗର୍ଭ ସଠିକ ଭାବରେ ଆଉ ସଠିକ ସ୍ଥାନରେ ରହିଥାଏ ଏହା ଛଡା ୧୮ ଦିନ ପରେ ସମ୍ପର୍କ ରଖିଲେ ଗର୍ଭ ରୁହେ ନାହିଁ ସେଥିପାଇଁ ମହିଳାଙ୍କୁ ନିଜ ଓଭଲ୍ୟୁସନ ସମୟ ଜାଣିବା ବହୁତ ଆବଶ୍ୟକ ହୋଇଥାଏ ।

ବହୁତ ମହିଳାଙ୍କ ମାସିକ ଡ଼ିଏଚଆରଏମ ସମୟରେ ଆସିନଥାଏ ଏହା ଛଡା ତାଙ୍କ ଶରୀରରେ ବହୁତ ପ୍ରକାର ହାର୍ମୋନ ଇନବେଲେନ୍ସ ମଧ୍ୟ ହୋଇଥାଏ ସେଥିପାଇଁ ଏହି ଭଳି ମହିଳାଙ୍କୁ ଗାଇନାକୋଲୋଜିଷ୍ଟ ପାଖକୁ ଯାଇ ନିଜ ଚିକିତ୍ସା କରାଇବା ଉଚିତ ହୋଇଥାଏ । ତେବେ ହାର୍ମୋନ ଇନବେଲେନ୍ସ ହେଲେ ଆଉ ମାସିକ ଡ଼ିଏଚଆରଏମ ସଠିକ ସମୟରେ ନ ଆସିଲେ ମହିଳାଙ୍କ ଓଜନ ବଢିଥାଏ ବହୁତ ମହିଳାଙ୍କ ଓଭାରି ଉପରେ ଚର୍ବି ଜମି ଯାଇଥାଏ ଯାହା ଦ୍ଵାରା ସେ ଗର୍ଭବତୀ ହୋଇ ପାରନ୍ତି ନାହିଁ ତେବେ ଏହି ସବୁ ସମସ୍ୟାର ଚିକିତ୍ସା ଡକ୍ଟର କଲେ ସେ ଗର୍ଭ ଧାରଣ କରି ପାରିବେ ।

ଯେଉଁ ମହିଳାଙ୍କ ମାସିକ ଡ଼ିଏଚଆରଏମ ଠିକ ଅଛି ସେହି ମହିଳାଙ୍କୁ ଗର୍ଭ ଧାରଣ କରିବା ଆଗରୁ ନିଜ ଓଭାରି ଟେଷ୍ଟ ଓ ଅନ୍ୟ କେତେ ମହତ୍ବପୂର୍ଣ୍ଣ ଟେଷ୍ଟ କରାଇବା ଉଚିତ ହୋଇଥାଏ ଯେମିତିକି ଲିଭର, କିଡନି, ଗ୍ଳୁକୋଜ, ଥାଇରଏଡ, ଏଚଆଇଭି, ହେପାଟାଇଟିସ ବି, ହେପାଟାଇଟିସ ସି ଇତ୍ୟାଦି ଏହି ସବୁ ଟେଷ୍ଟ କଲା ପରେ ମହିଳାଙ୍କୁ ଗର୍ଭ ଧାରଣ କରିବା ଉଚିତ କାହିଁକିନା ଏହି ସବୁ ଟେଷ୍ଟ ଭଲ ଆସିଲେ ଜେନ ସ୍ଵସ୍ଥ ମହିଳା ଗୋଟେ ସ୍ଵସ୍ଥ ଶିଶୁକୁ ଜନ୍ମ ଦେଇଥାଏ ଏହା ମନେ ରଖିବେ ।

ମହିଳାଙ୍କୁ ନିଜ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦବା ଉଚିତ ଏହା ଛଡା ପୁରୁଷଙ୍କୁ ମଧ୍ୟ ଭ;ଲ ଖାଦ୍ଯ ସହ ଖରାପ ଜିନିଷ ନିଶା ଇତ୍ୟାଦି ସେବନ କରିବା ଉଚିତ ନୁହଁ ସେଥିପାଇଁ ଦୁହେଁ ଭଲରେ ସନ୍ତାନ ବିଷୟରେ ଭାବି ତା ପରେ ଗର୍ଭବତୀ ହୁଅନ୍ତୁ, ମହିଳାଙ୍କୁ ୩୫ ବର୍ଷ ଭିତରେ ଗର୍ଭ ଧାରଣ କରିବା ଉଚିତ ନଚେତ ପରେ ବହୁତ ସମସ୍ୟା ଆସିଥାଏ ।

Leave a Reply

Your email address will not be published. Required fields are marked *