ପିତା ଘରେ କାହାକୁ କିଛି ନ କହି ଲଗାଇଲେ କ୍ୟାମେରା, ତାପରେ ସାମ୍ନାକୁ ଆସିଲା ହୃଦୟ ଥରେଇ ଦେଲା ଭଳି ସତ୍ୟ

ଆଜି ଆମେ ଆପଣଙ୍କୁ ଏମିତି ଏକେ ଖବର କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣଙ୍କର ହୋଷ ଉଡିଯିବ । ଏହା ବିଷୟରେ କହିବା ପୂର୍ବରୁ ଆମେ ଆପଣଙ୍କୁ ସିସିଟିଭ କ୍ୟାମେରା ବିଷୟରେ କିଛି ଜଣାଇବାକୁ ଚାହୁଁଛୁ । ସିସିଟିଭ କ୍ୟାମେରା କେବଳ ସାର୍ବଜନୀକ ଜାଗାରେ କୌଣସି ଅପରାଧ ଉପରେ ନଜର ରଖିବା ପାଇଁ ନୁହଁ ,ବରଂ ଘର ଭିତରେ ନଜର ରଖିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଆପଣ ଭାବୁଥିବେ କି ହଠାତ ଆଜି ଆମେ ସିସିଟିଭ ବିଷୟରେ କାହିଁକି କହୁଛୁ ।

Image Courtesy: Google

ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା

ଆଜି ଯେଉଁ ଖବର ବିଷୟରେ ଆମେ ଆପଣଙ୍କୁ କହିବୁ ତାହା ସିସିଟିଭ କ୍ୟାମେରା ସହିତ ସମ୍ବଧିତ । ଆଜି ଯେଉଁ ଖବର ବିଷୟରେ ଆମେ ଆପଙ୍କୁ କହିବୁ ସେଥିରେ ସିସିଟିଭ କ୍ୟାମେରା ତ ନଥିଲା କିନ୍ତୁ ମୋବାଇଲ କ୍ୟାମେରା ଜରୁର ଲଗାଯାଇଥିଲା । ଏହି ମୋବାଇଲ କ୍ୟାମେରାରେ କିଛି ଏମିତି ରେକଡ ହୋଇଛି ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚଜ୍ୟ ହୋଇଯିବେ । ଏହି ଘଟଣା ପଞ୍ଜାବର କପୁରଥଲା ର ଅଟେ । ଏଠାରେ ଏକ ଘରେ ଜଣେ ଅଜଣା ଲୋକ ଲୁଚାଇ ମୋବାଇଲ କ୍ୟାମେରା ଲଗାଇଥିଲା ।

ଏହି ଅଜଣା ଲୋକନ ନାମ ସୁଖଦେବ ,ଯିଏ ଏକ ମୋବାଇଲ ଦୋକାନ ଚଲାନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଷ୍ଟେଫି ଅଟେ । ଏହି ଦୁଇଜଣଙ୍କର ଏକ ସୁନ୍ଦର ଝିଅ ଅଛି ,ଯାହାର ନାମ ନବପ୍ରିତ ଅଟେ ଏବଂ ତାର ବୟସ ୧୭ ମାସ ଅଟେ । ସ୍ଵାମୀ ସ୍ତ୍ରୀ ଦୁଇଜଣ କାମ ବ୍ୟସ୍ତରେ ଝିଅଟିର ଦେଖାଶୁଣା କରିପାରନ୍ତି ନାହିଁ । ସେଥିପାଇଁ ସେ ଜଣେ ବେବି ସିଷ୍ଟରଙ୍କୁ ରଖିଛନ୍ତି ।

Image Courtesy: Google

କିନ୍ତୁ ଗୋଟେ ଦିନ ଯେତବେଳେ ସୁଖଦେବ ମୋବାଇଲ ରେକଡିଙ୍ଗ ଦେଖିତେ ତାଙ୍କ ଆଖି ଜଳକା ହୋଇ ରହିଗଲା । ସେ ଦେଖିଲେ କି ସିଷ୍ଟର ଜଣଙ୍କ ତାଙ୍କ ଝିଅ ଦେହରୁ କପଡା ଖୋଲି ତାକୁ ବେତରେ ବାଡଉଛି । ସୁଖଦେବ ସେହି ସିଷ୍ଟରକୁ ନିଜ ଝିଅର ଜନ୍ମ ପରେ ଆଣି ଘରେ ରଖିଥିଲେ ,ଯେମିତି ସେ ତାଙ୍କ ଝିଅର ଠିକସେ ଦେଖାଶୁଣା କରିପାରିବ । ସୁଖଦେବ ତାକୁ ମାସକୁ ୨୦୦୦ ଟଙ୍କା ଦରମା ରୂପେ ଦେଉଥିଲେ ।

Image Courtesy: Google

ସୁଖଦେବ କହିଛନ୍ତି କି ଦିନେ ଏ ସେ ବାଡିକୁ ଦେଖିଲେ ଏବଂ ତାହା ସହିତ ଝିଅ ଦେହରେ କେତେକ ଦାଗ ହୋଇଥିବାର ମଧ୍ୟ ଦେଖିଲେ । ଏହା ଦେଖି ଯେତବେଳେ ସୁଖଦେବ ତାଙ୍କ ଝିଅକୁ ପଛରିଲେ ସେ କହିଲା କି ଆଣ୍ଟି ବାଡିରେ ମାରିଛନ୍ତି । ଏହା ଶୁଣିବା ପରେ ସୁଖଦେବ ତାଙ୍କ ସ୍ତ୍ରୀଙ୍କ ସହିତ କଥା ହେଲେ ଏବଂ ଟାପରା ଡିଡା ମୋବାଇଲକୁ ରେକଡିଙ୍ଗ ମୋଡରେ ଘରେ ରାଖୀ ଚାଲିଗଲେ ।

କିନ୍ତୁ ସେ ଦୁଇଜଣ ଯେତବେଳେ ଆସି ସେ ଭିଡିଓ କୁ ଦେଖିଲେ ତାଙ୍କର ହୋସଉଡିଗଲା । ତାହାପରେ ସେମାନେ ଝିଅକୁ ହସପିଟାଲରେ ଭର୍ତି କାଲେ ଏବଂ ସେ ବେବି ସିଷ୍ଟର ବିରୁଦ୍ଧରେ ଥାନାରେ କେସ କଲେ । ଆମେ  ଆଶା କରୁଛୁକି ଏଥିରୁ ବାକି ପିତାମାତାଙ୍କୁ ଶିକ୍ଷା ନିହାତି ମିଳିଥିବ କି ସେ କେବେହେଲେ ଜିନ ପିଲାଙ୍କୁ କୌଣସି ଅଜଣା ବ୍ୟକ୍ତିଙ୍କ ପାଖରେ ଛାଡିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *