ପୋଷ୍ଟ ଅଫିସର ଏହି ତିନୋଟି ଯୋଜନା ଦ୍ଵାରା ଆପଣଙ୍କୁ ହେବ ସବୁଠାରୁ ଅଧିକ ଲାଭ, ହେବ ନାହିଁ ଟଙ୍କାର ଅଭାବ

ଦରଦାମରେ ବୃଦ୍ଧି ହେଉଥିବା ସମୟରେ ଏବେ ସମସ୍ତେ ନିଜ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି, ସମସ୍ତେ ନିଜ ଟଙ୍କା ବଢେଇବା ପାଇଁ ଚାହୁଞ୍ଚନ୍ତି । ଏହି ସମୟରେ ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ତିନୋଟି ଯୋଜନା ବିଷୟରେ କହିବା ପାଇଁ ଯାଉଛୁ, ଏଠାରେ ଟଙ୍କା ରଖିଲେ ଆପଣଙ୍କୁ ବହୁତ ଲାଭ ହେବ, ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ଯାହା ଦ୍ଵାରା ଆପଣ ନିଜ ପରିସ୍ଥିତି ଭଲ କରି ପାରିବେ ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଖାତା :

ପୋଷ୍ଟ ଅଫିସର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଖାତା ରେ ସାମାନ୍ୟ ଲୋକ ବହୁତ ଲାଭ ପାଇ ପାରିବେ, ଏହି ଖାତାରେ ଆପଣଙ୍କୁ କମରୁ କମ ଗୋଟେ ବର୍ଷ ରେ ୫୦୦ଟଙ୍କା ଜମା କରିବାକୁ ପଡିବ । ଏହାର ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣ ଗୋଟେ ବର୍ଷ ରେ ୧.୫ଲକ୍ଷ ଉପରେ ଟଙ୍କା ଜମା କରି ପାରିବେ ନାହିଁ, ଏହାର  ମ୍ୟାଚୂରୀଟି ପିରିଅଡ ୧୫ବର୍ଷ ଅଟେ ଏହି ସମୟରେ ଆପଣଙ୍କୁ ଆପଣଙ୍କ ଟଙ୍କ ଅନୁଯାଇ ବର୍ଷ କୁ ୮% ହିସାବରେ ସୁଧ ମିଳିବ ।

ମାତ୍ର ୧୦୦ ଟଙ୍କାରେ ଆପଣ ନିଜ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଖାତା ଖୋଲି ପାରିବେ, ମାତ୍ର ଏତିକି ନୁହେଁ ଏହା ଇନକମ ଟ୍ୟାକ୍ସ ଅନୁଯାଇ ଏହା ଟ୍ୟାକ୍ସ ଫ୍ରି ହୋଇ ଥାଏ । ଏହାକୁ ଖୋଲିବାର ତିନି ବର୍ଷ ପରେ ଆପଣଙ୍କୁ ଲୋନ ର ସୁବିଧା ମଧ୍ୟ ମିଳିବ ।

ସୁକନ୍ୟା ସମୃଦ୍ଧି ଖାତା :

ସୁକନ୍ୟା ସମୃଦ୍ଧି ଖାତା ଆପଣଙ୍କ ପାଇଁ ଲାଭ ଦାୟକ ଅଟେ, ଏହି ସ୍କିମ ପାଇଁ ବର୍ଷ କୁ ୧୦୦୦ ଟଙ୍କାରୁ ଅଧିକ ଏବଂ ୧.୫ଲକ୍ଷରୁ କମ ଟଙ୍କା ଜମା କରିବା ଉଚିତ ଅଟେ । ଏହି ସ୍କିମରେ ଆପଣଙ୍କୁ ୮.୫% ବ୍ୟାଜ ମିଳିବ, ଏହି କଥା ପ୍ରତି ଧ୍ୟାନ ରଖନ୍ତୁ ଯେ ଯଦି କୌଣସି ଗୋଟେ ବର୍ଷ ଭିତରେ ଥରେ ବି ଟଙ୍କା ଜମା ନହୁଏ ତେବେ ସେହି ଖାତା ବନ୍ଦ କରା ଯାଏ ଏବଂ ଫାଇନ ଦେଲା ପରେ ତାହା ପୁଣି ଚାଲୁ କରାଯାଏ । ଏହାର ମ୍ୟାଚୁରୀଟି ହେଉଛି ଖାତା ଖୋଲା ହେବା ଦିନରୁ ୨୧ ବର୍ଷ ।

 

ସୀନିୟର ସିଟୀଯେନ ସେଭିଙ୍ଗ ସ୍କୀମ (SCSS) :

ସୀନିୟର ସିଟୀଜେନ ସେଭିଙ୍ଗ ସ୍କୀମ (SCSS) ପୋଷ୍ଟ ଅଫିସ ର ଗୋଟେ ଏମିତିୟା ଯୋଜନା ଯାହା ମାଧ୍ୟମରେ ଆପଣଙ୍କୁ ନିଶ୍ଚିତ ସମୟରେ ଭଲ ଋଟର୍ନ ମିଳିବ ଓ ବହୁତ ଲାଭକାରୀ ହେବ । ଏହି ଯୋଜନା ଅନୁଯାଇ ଆପଣଙ୍କୁ ବର୍ଷ ରେ ୮.୭% ହିସାବରେ ବ୍ୟାଜ ମିଳିବ । ଏହାର ପାଞ୍ଚ ବର୍ଷ ମଚ୍ଯୁରୀଟି ପିରିୟର୍ ହୋଇଥାଏ । ଯଦି ଆପଣ ଏହାକାଉ ଅନ୍ୟ କେଉଁ ପୋଷ୍ଟ ଅଫିସ କୁ ଟ୍ରାନ୍ସଫର କରିବାକୁ ଚାହିଁଲେ ବି କରାଇ ପାରିବେ ।

Leave a Reply

Your email address will not be published. Required fields are marked *