ପ୍ରମାଣ ଦେଲେ Nandini, ଦେଖେଇଲେ ପର୍ଶନାଲ ୱାଟସଆପ ଚାଟ୍… ଦେଖନ୍ତୁ Video କଣ ଅଟେ ଅସଲ ସତ

ନମସ୍କାର ବନ୍ଧୁଗଣ । ଭୁବନେଶ୍ଵର ନବ ବଧୁ ନନ୍ଦିନୀ ଏତେ ଗଣ ମାଧ୍ୟମକୁ ପ୍ରମାଣ ଦେଇଛନ୍ତି । ତାଙ୍କର କହିବା ଅନୁଯାୟୀ ଏ ଯାହା କହିଥିଲେ ସେ ସବୁ ସତ କଥା । ଏହି ଭିଡିଓ ରେ ରହିଛି ସେହି ଚିତ୍ର ଯାହା ସେ ନିଜ ଘର ଲୋକଙ୍କ ପାଖକୁ ପଠାଇ ଥିଲେ । ଆଉ ନନ୍ଦିନୀ କହିଥିଲେ କି ତାଙ୍କ ଶାଶୁ ବହତ ସହ ଆଚାର ଖାଇବାକୁ ତାଙ୍କୁ ଦେଇଥିଲେ । ଏ ହେଉଛି ସେହି ଭାତ ଥାଳି ଆଉ ଖଟା ର ଫୋଟୋ ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଯାହାକୁ ପଠାଇ ଥିଲେ ନନ୍ଦିନୀ ନିଜ ସମ୍ପର୍କୀୟ ଙ୍କ ପାଖକୁ । ଆଉ ଏହା ସହ ତାଙ୍କ ୱ୍ହାଟସପ ଚ୍ୟାଟ ରେ ଉପର ବି ନଜର ପକାନ୍ତୁ ।

ଯେଉଁଥିରେ ସେ ଲେଖିଛନ୍ତି ଭାତ ଓ ଆଚାର ତାଙ୍କୁ ଖାଇବାକୁ ଦିଆ ଯାଇଛି । ଏହି ହେଉଛି ସକାଳ ସାଢେ ୧୧ତା ର ଫୋଟୋ । ଆଉ ଲେଖିଛନ୍ତି କାଲି ଠାରୁ ଖାଇ ନାହି । ଏମିତି କାନ୍ଦି କରି ନନ୍ଦିନୀ ଲେଖିଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଚ୍ୟାଟ ଜରିଆରେ । ସେ ଲେଖିଛନ୍ତି ଯେ ମୁଁ ଯଦି ଜାଣିଥାନ୍ତି ସେ ଏମିତି ବୋଲି ତା ହେଲେ କେବେ ହେଲେ ରାଜି ହୋଇ ନ ଥାନ୍ତି ।

ଅନ୍ୟ ଏକ ୱ୍ହାଟସପ ଚ୍ୟାଟ ରେ ଲେଖା ଯାଇଛି ଯେଉଁଥିରେ ତାଙ୍କର ସେହି ଗୋଟିଏ କଥା ରହକି ଆଇ ହେଟ ମାଇଁ ଲାଇଫ । ଅନ୍ୟ ପକ୍ଷରେ ନନ୍ଦିନୀ ଲେଖିଛନ୍ତି କି ସେ ତାଙ୍କର ପାସୱାର୍ଡ ବଦଳାଇ ଦେଇଛନ୍ତି । ୱ୍ହାଟସପ ରେ ଯାହା ସବୁ ମ୍ଯାସେଜ କରିଥିଲେ ତାକୁ ଡ଼ିଲିଟ କରି ଦେବାକୁ ଅନ୍ୟ ପଟୁ କେହି କହିଛନ୍ତି । ଆଉ ତା ପରେ ନନ୍ଦିନୀ କହୁଛନ୍ତି ସମସ୍ତେ ବଡ ବଡ କଥା କହୁଛନ୍ତି ହେଲେ କିଛି କୋଉ କାମକୁ ନୁହେଁ ।

ଆଉ ତା ପରେ ନନ୍ଦିନୀ ଲେଖିଛନ୍ତି ମିସ ୟୁ ଲୁ । ଏହି ଚ୍ୟାଟ ନନ୍ଦିନୀ ତାଙ୍କ ଭଉଣୀ ଙ୍କ ପାଖକୁ କରିଥିଲେ ବୋଲି କହିଛନ୍ତି । ତେବେ ଘଟଣା କେତେ ସତ ଆଉ କେତେ ମିଛ ତାହା ସମୟ କହିବ । ଏହା ସହ ନନ୍ଦିନୀ ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଗୋଟି ଗୋଟି କଥା କହିଛନ୍ତି । ଆଉ ଏହା ସହ ଏହି ଫୋଟଗ୍ରାଫ ମଧ୍ୟ ଦେଇଛନ୍ତି ।

କିନ୍ତୁ ଏବେ ଯାଏଁ ଗୋଟିଏ ପ୍ରଶ୍ନ ର ଉତ୍ତର ମିଳି ନାହିଁ କି ବାହାଘର ଗୋଟିଏ ଦିନରେ କାହିଁକି ଆଡଜେଷ୍ଟ ନ କରି ନନ୍ଦିନୀ ଚାଲିଗଲେ । ଆଉ ତାଙ୍କ ସ୍ଵାମୀ ବଳରାମ ଙ୍କୁ ମାଡ ମାରିବା ପଛରେ କାରଣ କଣ ହୋପାରେ । ତେବେ ଏହା ପଛରେ ଜଣ ସତ୍ୟତା ରହକିହି ତାହା ଏ ଯାଏଁ ସ୍ପଷ୍ଟ ହୋଇପାରି ନାହି । ଅନ୍ୟ ପକ୍ଷରେ ଆଜି ଡିସିପିଙ୍କୁ ଭେଟିଛନ୍ତି ବଳରାମଙ୍କ ବାପା ମା । ଆଉ ସମସ୍ଯା ନେଇ ଜଣାଇଛନ୍ତି ।

ତେବେ ଦେଖିବାକୁ ବାକି ରହିଲା ବଳରାମ ଓ ନନ୍ଦିନୀଙ୍କ ମଧ୍ୟରେ ସତ କିଏ କହୁଛି । ବନ୍ଧୁଗଣ ଆପଣ ମାନଙ୍କରେ ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପ୍ଜେକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *