ବାହାଘରକୁ 2ମାସ, ପେଟରେ ବଢୁଛି 7 ମାସର ଛୁଆ, ସ୍ୱାମୀର ଆତ୍ମା ପଚାରୁଛି, ସତ କହ ଏ ଛୁଆ କାହାର ?

ନମସ୍କାର ବନ୍ଧୁଗଣ । ସତ କୁହ ଏ ଛୁଆ କାହାର ଏ କଥା ମୁଁ ପଚାରୁନି ପଚାରୁଛି ମୋ ଆତ୍ମା ଯଦି ତୁ ଆଉ କାହାକୁ ହଲ ପାଉଥିଲୁ କି ମନ ଦେଇଥିଲୁ ସମ୍ପର୍କ ବି ରଖିଥିଲୁ ଆଉ ତା ଛୁଆକୁ ପେଟରେ ସାଇତି ରଖିଥିଲୁ ତେବେ ମୋତେ ତୁ କାହିଁକି ବାହା ହେଉ ଥିଲୁ ତୁ କାହା ମୁଁ ଏହାକୁ କେମିତି ସହିବି ଲୋ ଟଟେ ପରା ଦୁଇ ମାସ ହେବ ବିବାହ ହୋଇଛି ତେବେ ସାତ ମାସର ଛୁଆ ଆସିଲା କେଉଁଠୁ ସତ କାହା ଏ ଛୁଆ କାହାର । ତେବେ ଦର୍ଶକ ବନ୍ଧୁ ଏ ସାଜସଜ ବାହାଘର ବେଦି ଦେଖନ୍ତୁ ଆପଣ ମାନେ ଏହି ଭିଡିଓ ରେ ।

ଘରର କାନ୍ଥରେ ଚିତ୍ରକର ଆସି ଶୁଭ ବିବାହ ଲେଖିଥିଲା ପାନ ପାତ୍ର ରେ ଯେଉଁଠି ପୁଅ ଓ ଝିଅର ନାଁ କୁ ସୁନ୍ଦର ଅକ୍ଷର ରେ ଲେଖିଥିଲା । ବାହାଘର ଦିନ କେତେଟା ହେଇଛି ସ୍ତ୍ରୀ ର ପଣତ କାନୀରେ ଜୀବନ ହାରି ଦେଇଛି ସ୍ଵାମୀ । ଆଉ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଢାଖୋଲା ଅନ୍ତର୍ଗତ କୁକୁଡାବାହାଳି ଗାଁ ରେ ।

ଆଉ ଏହି ଗାଁ ର ମୋହନ ଦେହୁରି ରେଢାଖୋଲ ବ୍ଲକ ଗରଗଡ ବାହାଲ ପଞ୍ଚାୟତର ଡଙ୍ଗାପଥ ଗାଁ ର ହିମାନ୍ଦ୍ରି ଦେହୁରି ଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ଆଉ ବାହାଘର ମାତ୍ର ଦୁଇ ମାସ ପୁରିଥିବା ବେଳେ ସ୍ତ୍ରୀ ଅଛି ୭ ମାସର ଗର୍ଭବତୀ ।

ଏହି କଥା ଯେବେ ସ୍ଵାମୀ ଜାଣିଲେ ମାନସିକ ଭାରସମ୍ୟ ହରାଇ ନିଜ ଜୀବନ ହାରି ଦେଲେ । ଯେତେବେଳେ ଏହି ଘଟଣା ଜଣା ପଡିଥିଲା ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା । ଏହି ଘଟଣା କୁ ନେଇ ରେଢାଖୋଲ ଥାନା ଓ ଗାଁ କମିଟି ରେ ମଧ୍ୟ କଥା ପଡିଥିଲା । ସ୍ତ୍ରୀ ହିମାଦ୍ରି ଏହି ଘଟଣା ପରେ ନିଜ ବାପଘର ଯାଇ ରହୁଥିଲେ ।

ଆଉ ଏହା ପରେ ସତରେ ହିମାଦ୍ରି ଓଲଟି ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ସ୍ଵାମୟ ଙ୍କ ଉପରେ । ଆଉ ଏହି କାରଣରୁ ମୋହନ ଆଜି ନିଜ ଘରେ ଜୀବନ ହାରି ଦେଇଛନ୍ତି । ଏହି ଘଟଣା ର ପୋଲିସ ତଦନ୍ତ କରୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *