ପ୍ରବାସୀ ଶ୍ରମିକଙ୍କୁ ବସ ଦ୍ଵାରା ଘରକୁ ପଠେଇବା ପାଇଁ ସୋନୁ ସୂଦଙ୍କର କେତେ ଟଙ୍କା ଖର୍ଚ୍ଚ ହେଉଛି ? ରକମ ବହୁତ ବଡ ଅଟେ

ଦେଶ ରେ ଚାଲୁଥିବା ଲକଡାଉନ ସ୍ଥିତିକୁ ଦୁଇ ମାସ ଠାରୁ ଅଧିକ ହୋଇଯାଇଛି, ଏହି କରୋନା ଭଳି ଭୟଙ୍କର ମହାମାରୀରେ ଲୋକଙ୍କୁ କେତେ ଅସୁବିଧା ସାମ୍ନା କରିବାକୁ ପଡୁଅଛି, ବିଶେଷ କରି ଯେଉଁ ଲୋକ ବହୁତ ଗରିବ ଅଛନ୍ତି ଏବଂ ମଜୁରିଆ ବର୍ଗ ଲୋକ ନିଜ ଘରୁ ଦୂର ଅନ୍ୟ ରାଜ୍ଯରେ ଫସି ଯାଇଛନ୍ତି ତାଙ୍କ ଅବସ୍ତା ବହୁତ ଖରାପ ଅଛି, ଏହି ମଜୁରିଆ ଲୋକଙ୍କ ପାଖରେ ଖାଇବା ବା ରହିବା ପାଇଁ ମଧ୍ୟ ଟଙ୍କା ନାହିଁ । ଏହି ଭଳି ଲୋକଙ୍କୁ ସାହାଜ୍ଯ କରିବା ପାଇଁ ବଲୀଉଡ ଅଭିନେତା ସୋନୁ ସୂଦ ଦୁଇ ମାସରୁ ପରିଶ୍ରମ କରୁଛନ୍ତି ଏବଂ ଏହି ଭଳି ଲୋକଙ୍କୁ ଖାଇବା ପାଇଁ ବ୍ୟବସ୍ତା କରୁଛନ୍ତି ଏହା ଛଡା ତାଙ୍କୁ ଘରେ ଛାଡିବା ପାଇଁ ବସ ପ୍ରବନ୍ଧ କରୁଛନ୍ତି।

Image Courtesy: Google

ସୋଶିଅଲ ମିଡିଆ ରେ ବର୍ତମାନ ସୋନୁ ସୂଦ ଇମେଜ ସୁପରମେନ ଭଳି ଅଛି, ତେବେ ସୋନୁ ତ୍ଵିଟରରେ ସାହାଜ୍ଯ ମାଗୁଥିବା ଲୋକଙ୍କୁ ମଧ୍ୟ ସାହାଜ୍ଯ କରୁଛନ୍ତି ଏବଂ ରିପଲାୟ କରୁଛନ୍ତି, ସେ ନିଜ ଖର୍ଚ ରେ ଏହି ପ୍ରବାସୀ ମଜୁରିଆ ଲୋକଙ୍କୁ ଘରେ ଯିବା ପାଇଁ ସାହାଜ୍ଯ କରୁଛନ୍ତି ।

Image Courtesy: Google

ଲୋକ ଆଶୀର୍ବାଦ ଦଉଛନ୍ତି :

ସୋନୁଙ୍କ ଏହି ସାହାଜ୍ଯ ଦ୍ଵାରା ତାଙ୍କ ଫ୍ୟାନ ଫଳୋଇଙ୍ଗ ବହୁତ ବଢିଯାଇଛି, ଲୋକ ତାଙ୍କୁ ହୃଦୟରୁ ଆଶୀର୍ବାଦ ଦଉଛନ୍ତି, କେବଳ ଘରେ ଯିବା ମଜୁରିଆ ଲୋକ ନୁହ ସାମାନ୍ଯ ଜନତା ମଧ୍ୟ ତାଙ୍କ ଏହି କାମ ପାଇଁ ସୋନୁଙ୍କୁ ଲୋକ ବହୁତ ପସନ୍ଦ କରୁଛନ୍ତି ଏବଂ ତାଙ୍କ କାମ ପାଇଁ ପ୍ରଶଂସା କରୁଛନ୍ତି । ଦେଶ ଯେତେବେଳେ ଅସୁବିଧାରେ ଥାଏ ବହୁତ ଅଭିନେତା ଏବଂ ଅଭିନେତ୍ରୀ ବା ସେଲିବ୍ରେଟିଙ୍କୁ ସାହାଜ୍ଯ କରିବାର ଦେଖା ଯାଇଛି ଏବଂ ବର୍ତମାନ କରୋନା ଭଳି ଭୟଙ୍କର ମହାମାରୀରେ ମଧ୍ୟ ବହୁତ ସେଲିବ୍ରେଟି ଗରିବ ଲୋକଙ୍କୁ ସାହାଜ୍ଯ କରୁଛନ୍ତି ଏବଂ ଖାଇବାକୁ ଦଉଛନ୍ତି ବା ଅନ୍ୟ ସାହାଜ୍ଯ କରୁଛନ୍ତି କିନ୍ତୁ ଯାହା ସୋନୁ ସୂଦ କରୁଛନ୍ତି ତାହା ବହୁତ କମ ସେଲିବ୍ରେଟି କରିଥାନ୍ତି ।

Image Courtesy: Google

ଗୋଟେ ବସ ପଠେଇବା ପାଇଁ ଏତେ ଖର୍ଚ ଆସିଥାଏ :

ଆପଣଙ୍କ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ସ୍ଵାଭାବିକ ଅଟେ ଯେ ସୋନୁ ପ୍ରବାସୀ ମଜୁରିଆ ଲୋକଙ୍କୁ ଘରେ ପଠେଇବା ପାଇଁ ଯେଉଁ ବସ ଭଡା ଲଗାନତୀ ଏଥିରେ ତାଙ୍କୁ କେତେ ଖର୍ଚ ପଡିଥାଏ ? ତେବେ ଗୋଟେ ଖବର ଅନୁଯାଇ ସୋନୁଙ୍କୁ ଗୋଟେ ଇଣ୍ଟରଭ୍ୟୁରେ ପଚରା ଯାଇଥିଲା ଯେ ଆପଣଙ୍କୁ ଗୋଟେ ବସ ଲୋକଙ୍କୁ ଘରେ ଛାଡିବାରେ କେତେ ଖର୍ଚ ପଡୁଛି ? ଏହି ପ୍ରଶ୍ନ ଉତ୍ତର ସୋନୁ କହିଥିଲେ ଏଥିରେ ୧.୮ ବା ୨ ଲକ୍ଷ ଟଙ୍କା ଲାଗିଥାଏ, ଏହା ଛଡା ମଜୁରିଆ କେଉଁ ରାଜ୍ୟର ଅଟନ୍ତି ତାହା ଉପରେ ମଧ୍ୟ ଖର୍ଚ ନିର୍ଭର କରିଥାଏ ।

Image Courtesy: Google

ପୁରା ଟିମ କାମ କରିଥାଏ :

ପ୍ରବାସୀ ମଜୁରିଆ ଲୋକଙ୍କୁ ଘରେ ପହଚେଇବା ପାଇଁ ସୋନୁ ଗୋଟେ ଟିମ ଗଠନ କରିଛନ୍ତି ଏବଂ ଏହି ଗରିବ ଲୋକଙ୍କୁ ଘରେ ପଠେଇବା ପାଇଁ ପୁରା ଟିମ ସୋନୁଙ୍କ ସହ ବହୁତ ପରିଶ୍ରମ କରନ୍ତି । ଏହିଭଳି ମାହାନ କାମ ପାଇଁ ତାଙ୍କର ଯେତେ ତାରିଫ କଲେ ବି କମ ଅଟେ । ଆଶା କରୁଛୁ ଆପଣଙ୍କୁ ଆମ ଦ୍ଵାରା ଦିଆ ଯାଉଥିବା ଖବର ପସନଦ ଆସୁଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *