ପ୍ରେମରେ ସବୁବେଳେ ଧୋଖା ଖାଆନ୍ତି ଏହି ୪ଟି ନାମର ଝିଅମାନେ- Jyotisha Shastra

ବ୍ୟକ୍ତି ଜୀବନରେ ସବୁବେଳେ କିଛି ନା କିଛି ଚାଲିଥାଏ । ବ୍ୟକ୍ତିକୁ ସବୁବେଳେ ସୁଖ ନଚେତ ଦୁଃଖର ସାମ୍ନା କରିବାକୁ ପଡିଥାଏ । ଏହାର କାରଣ ଗ୍ରହ ନକ୍ଷତ୍ରର କାରଣ ବୋଲି କୁହାଯାଏ । କୁହାଯାଏ କି ସବୁ ଅକ୍ଷର ସହ ଗ୍ରହର ସମ୍ପର୍କ ଅଛି । ଯାହାର ସଂଯୋଗ ସବୁ ବ୍ୟକ୍ତିର ନାଁ ସହ ସଂଯୋଗ ହୋଇଥାଏ । ଜୀବନରେ ଆସୁଥିବା ସୁଖ ଓ ଦୁଃଖର ସଂଯୋଗ କେଉଁଠି ନା କେଉଁଠି ଆପଣଙ୍କ ନାଁ ସହ ଅଛି । ମନୁଷ୍ୟ ଜୀବନରେ ଜଣେ ସାଥି ରହିବା ବହୁତ ଜରୁରୀ ହୋଇଥାଏ ।

କିନ୍ତୁ ଗୋଟିଏ ସମୟ ଏମିତି ବି ଆସିଥାଏ ଯେତେବେଳେ ଜୀବନରେ କିଛି ଲୋକମାନେ ଆସନ୍ତି ଓ ଆପଣଙ୍କୁ ମଝି ରାସ୍ତାରେ ଛାଡି ଚାଲି ଯାଆନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୪ ଟି ନାଁ ବାଲା ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ପ୍ରେମରେ ପାଗଲ ହୋଇଥାନ୍ତି ଓ ସେମାନେ ପ୍ରାୟତଃ ଧୋଖା ହିଁ ଖାଇଥାନ୍ତି ।

K ନାମ ବାଲା ଝିଅମାନେ

ଯେଉଁ ଝିଅମାନଙ୍କର ନାଁ K ଅକ୍ଷର ଦ୍ଵାରା ଆରମ୍ଭ ହୋଇଥାଏ ତାଙ୍କ ବିଷୟରେ କୁହାଯାଏ କି ଏମାନେ ବହୁତ ସୁନ୍ଦର ହୋଇଥାନ୍ତି ଓ ଏମାନଙ୍କ ସ୍ଵଭାବ ବହୁତ ଚଞ୍ଚଲ ହୋଇଥାଏ । ଏମାନେ ନିଜର ସ୍ଵଭାବ କାରଣରୁ କାହାର ବି ହୃଦୟରେ ରାଜ କରନ୍ତି । ଏମାନେ ଯେତେବେଳେ କାହାକୁ ପ୍ରେମ କରନ୍ତି ପୁରା ହୃଦୟର ସହ କରନ୍ତି । ଏମାନେ ପ୍ରେମ ମାମଲାରେ ବି ବହୁତ ବିଶ୍ଵାସୀ ହୋଇଥାନ୍ତି । କିନ୍ତୁ ଏହି ଅକ୍ଷର ନାଁର ଝିଅମାନଙ୍କୁ ତାଙ୍କର ସାଥି ଛାଡି ଚାଲି ଯାଆନ୍ତି ।

P ନାମ ବାଲା ଝିଅମାନେ

ଏହି ଝିଅମାନଙ୍କର ନାଁ P ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ପ୍ରେମ ବିବାହରେ ବିଶ୍ଵାସ ରଖନ୍ତି । ଏହି ନାଁର ଝିଅମାନେ ଜଲ୍ଦି ହିଁ ପ୍ରେମରେ ପଡି ଯାଆନ୍ତି । ଏମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ଅନ୍ୟ ଝିଅମାନଙ୍କ ଅପେକ୍ଷା ଭିନ୍ନ ସ୍ଵଭାବର ହୋଇଥାନ୍ତି । ଏମାନେ କାହା ସହ ଜଲ୍ଦି ମିଶନ୍ତି ନାହିଁ । କିନ୍ତୁ ଏମାନଙ୍କୁ କାହା ସହିତ ପ୍ରେମ ହୋଇଯାଏ ତେବେ ଏମାନେ ପୁରା ହୃଦୟର ସହିତ ତାଙ୍କ ସହ ଯୋଡି ହୋଇ ଯାଆନ୍ତି ଓ ଆଖି ବନ୍ଦ କରି ସେମାନଙ୍କ ଉପରେ ବିଶ୍ଵାସ କରିବାକୁ ଲାଗନ୍ତି ।

ସେମାନଙ୍କୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ ଯେତେବେଳେ ଏମାନେ କାହାକୁ ଭଲ ପାଆନ୍ତି ଓ ସେ ଏହି ଝିଅକୁ ଛାଡି ଚାଲି ଯାଆନ୍ତି । ଯେଉଁ କାରଣରୁ ଏମାନେ ବହୁତ ଦୁଃଖୀ ହୋଇ ଯାଆନ୍ତି ।

R ନାମ ବାଲା ଝିଅମାନେ

ଯେଉଁ ଝିଅମାନଙ୍କର ନାଁ R ଆଖିରୁ ଆରମ୍ଭ ହୋଇଥାଏ ସେମାନଙ୍କ ବିଷୟରେ କୁହାଯାଏ କି ଏମାନେ ହୃଦୟର ବହୁତ ଭଲ ହୋଇଥାନ୍ତି । ଏହି ନାଁର ଝିଅମାନଙ୍କୁ ନିଜ ସ୍ଵାମୀର ସେବା କରିବାକୁ ଭଲ ଲାଗେ । ଏମାନେ ନିଜର ପାର୍ଟନରକୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ।

S ନାମ ବାଲା ଝିଅମାନେ

ଏମାନଙ୍କ ବିଷୟରେ କୁହାଯାଏ କି ଏମାନେ ଜୀବନସାଥିଙ୍କୁ ବହୁତ ଅଧିକ ଭଲ ପାଆନ୍ତି । ଏହି ନାଁର ଝିଅମାନେ ନିଜ ସ୍ଵାମୀର ସେବା କରନ୍ତି । ଜୀବନସାରା ତାଙ୍କର ସାଥ ଦିଅନ୍ତି । ଏମାନେ କାହାକୁ ବି ଧୋଖା ଦିଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *