ରସୁଣ ମାଧ୍ୟମରେ 5 ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ- କେମିତି ଜାଣନ୍ତୁ

ଗୋଟେ ମହିଳା ପାଇଁ ଗର୍ଭ ଧାରଣ କରିବା ସବୁଠୁ ଖୁସିର କଥା ହୋଇଥାଏ ।  କିନ୍ତୁ ଗର୍ଭ ଧାରଣ ପରେ ମହିଳା ଓ ତାଙ୍କ ସ୍ୱାମୀଙ୍କ ମନରେ ଏ କଥା ଆସିଥାଏ କି ଆସିବାକୁ ଥିବା ପିଲାଟି ପୁଅ ହେବ ନା ଝିଅ । କିନ୍ତୁ ଏଥିପାଇଁ ବିଜ୍ଞାନ ବହୁତ ଆଗକୁ ଗଲାଣି ଓ ମେସିନ ମଧ୍ୟ ତିଆରି କଲାଣି । ଯେଉଁଥିରେ ଆପଣ ଦେଖିପାରିବେ ପୁଅ ହେବ ନା ଝିଅ । କିନ୍ତୁ ଏହା ଦେଖିବା କି କହିବା ଆଇନ ଗତ ଅପରାଧ ଅଟେ ।

ଯଦି ଆପଣ ଗର୍ଭ ଧାରଣ କରିଛନ୍ତି ଓ ଏସବୁ ଜାଣିବାକୁ ଚାହୁଁଛନ୍ତି ତ ରସୁଣର ସହାୟତାରେ ଜାଣି ପାରିବେ ।

ଆସନ୍ତୁ ଜାଣିବା କେମିତି

ବିଜ୍ଞାନ ସାହାଯ୍ୟରେ ଆଜିକାଲି ଜଙ୍ଗଲରେ ରହୁଥିବା ଲୋକ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲେଣି । ବିଜ୍ଞାନ ସବୁବେଳେ ନୂଆ ନୂଆ ଟେକ୍ନିକ୍ ଖୋଜି ନିଜକୁ ଆଗକୁ ଅଗ୍ରସର କରୁଛି । ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ସେମିତି କିଛି ଘଟଣା ଯାହା ଜାଣିଲେ ଆପଣ ବିଶ୍ବାସ କରିପାରିବେନି, ବୈଜ୍ଞାନିକ ମାନେ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ।

ଆପଣ ଜାଣନ୍ତି ଯେ ବହୁତ ଆଗରୁ ବିଜ୍ଞାନ ଏମିତି ଏକ ମେସିନ ତିଆରି କରିଛି ଯେ ଯାହା ଦ୍ଵାରା ଗର୍ଭରେ ଥିବା ପିଲାଟି ପୁଅ ନା ଝିଅ ଏବଂ ତାର ସ୍ବାସ୍ଥ୍ୟ ସମ୍ପର୍କରେ ଜାଣିହୁଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ କହିବୁ ଯାହା ଦ୍ଵାରା ଆପଣ ମଧ୍ୟ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ ।

ଅଲ୍ଟ୍ରାସାଉଣ୍ଡ ଦ୍ଵାରା ଜାଣିବା ପରେ ଥରେ ଥରେ ଏହାର ଫଳାଫଳ ଖରାପ ଆଡକୁ ଗତି କରିଥାଏ । ଆଜି ଆମେ ଆପଣଙ୍କୁ ଗୋଟେ ଘରେଇ ଉପାୟ କହିବୁ ଯାହାକୁ ଲୋକେ ବହୁତ ବିଶ୍ବାସ କରନ୍ତି । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ, ଗର୍ଭବତୀ ମହିଳାଙ୍କୁ ରସୁଣ ଖୁଆନ୍ତୁ । ଯଦି ଏହାକୁ ଖାଇବା ପରେ ମହିଳାଙ୍କ ମୁହଁରୁ ଦୁର୍ଗନ୍ଧ ବାହାରେ ତ ପୁଅ ହୋଇପାରେ । ଯଦି ଦୁର୍ଗନ୍ଧ ନବାହାରେ ତ ଝିଅ ହୋଇପାରେ । କିନ୍ତୁ ଏଥିରେ ନିଶ୍ଚିନ୍ତ ହୋଇପାରିବେନାହିଁ ହେଲେ ଅନୁମାନ କରାଯାଇପାରିବ । ଅର୍ଥାତ ଏହା ଯେ ସମ୍ପୁର୍ଣ୍ଣ ଠିକ  ତାହା ଆମେ ଦାବି କରୁ ନାହୁଁ କିନ୍ତୁ ଏହା ବହୁତ ଜାଗାରେ ଠିକ ହୋଇଛି ।

Leave a Reply

Your email address will not be published. Required fields are marked *